ଯେତେବେଳେ ଭଗବାନ ବୁଦ୍ଧି ବାଣ୍ଟୁଥିଲେ ସେତେବେଳେ ଜଣା ନାହିଁ ଏହି ଲୋକ ମାନେ କେଉଁଠି ଥିଲେ, ଦେଖନ୍ତୁ 10ଟି ମଜାଳିଆ ଫୋଟୋ

ବନ୍ଧୁମାନେ ଆପଣ ସମସ୍ତେ ଜାଣନ୍ତି କି ଦୁନିଆରେ ନମୁନା କମ ନାହାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ଫଟୋ ଦେଖେଇବା ଯାହାକୁ ଦେଖି ଆପଣ କହିବେ ଏମାନେ ଦୁନିଆର ସବୁଠୁ ବଡ ନମୁନା ଅଟନ୍ତି । ତାଙ୍କ ଫୋଟରେ ସେମାନେ କିଛି ଏମିତି କାମ କରିଛନ୍ତି ଯାହାକୁ ଦେଖି ଆପଣ ନିଜର ହସ କୁ ଅଟକାଇ ପାରିବେ ନାହିଁ । ଏବଂ ସେହି ବ୍ୟକ୍ତିଙ୍କୁ ଭାରତରତ୍ନ ଦେବା ଦରକାର ।

ଉପରୋକ୍ତ ଫଟୋ କୁ ଦେଖି ଆପଣ କହିବେ ଏହା ସବୁଠୁ ବଡ ନମୁନା ଅଟେ । ଏମିତି କିଏ ଫଟୋ ଉଠାଏ ? କେମେରାର ଯେଉଁ ପଟ ଆଗକୁ ହେବା ଦରକାର ତାହାକୁ ସେ ପଛ ପଟେ ଧରିଛନ୍ତି ।

ଏତେ ଡର କାହାକୁ ହୋଇଥାଏ ଭାଇ ? ସ୍ତ୍ରୀ ର ଡର କଣ ହୋଇଥାଏ ଏହି ଫୋଟକୁ ଦେଖି ଆପଣ ଜାଣି ପାରିବେ ।

ଆପଣ ବହୁତ ଲୋକମାନଙ୍କୁ ଦେଖିଥିବେ ଯାହାଙ୍କୁ ଫଟୋ ଉଠାଇବା ପାଇଁ ଇଛା ଥାଏ କିନ୍ତୁ ଏମାନଙ୍କ ଭଳି ଅଯୁବା ଆପଣ ଆଜି ପର୍ଯ୍ୟନ୍ତ ଦେଖି ନଥିବେ ।

 

ତାଙ୍କୁ ଦେଖି ଲାଗୁଛି ଯେ ସେ ଟିକେଟ ର ମୂଲ୍ୟକୁ  ପୁରା ନେଇ ଛାଡିବେ ।

ଯେତେବେଳେ ସାଇକେଲ ରେ ଦୁତୀୟ ଲୋକ ବସିବାର ଅଛି ତେବେ ଆଉ ଗୋଟେ ସିଟ ଲଗାଇ ଦିଅନ୍ତୁ ।

କାର ଚାଲୁଥିବା ସମୟରେ ଏତେ ବେସୀ ଭୋକ ଲାଗିଛି ରାସ୍ତାରେ ହିଁ ସେ ଖାଇବା ଆରମ୍ଭ କରି ଦେଇଛନ୍ତି । ଫୋଟର ଦେଖନ୍ତୁ ତାଙ୍କର ଖାଇବାର ଉପାୟ ।

ଏମିତି ଭାବରେ କିଏ ପଢୀ ଥାଏ ।

ଏହି ଡ୍ରେସ କୁ ଦେଖି ଆପଣ ବି କହିବେ ଏହା କାହା ପାଇଁ ତିଆରି କରାଯାଇଛି ।

ଏତେ ପାଗଳ କିଏ ହୋଇଥାଏ ଭାଇ । ପେଟ୍ରୋଲ ର ଟ୍ୟାଙ୍କର ରେ ନିଆ ଲାଗିବା ପରେ ମଧ୍ୟ ଏହି ମହାଶୟ ସେଠୀ ବୁଲୁଛନ୍ତି ।

ଯେତେବେଳେ ମାଛ ଦରକାର ଠାରୁ ବେସୀ ବଡ ଧରି ନିଆ ଯାଏ ତେବେ ମାଛକୁ ଏମିତି ନେବାକୁ ପଡିଥାଏ ।