ଦେଖନ୍ତୁ କେମିତି ନିଜ ସ୍ତ୍ରୀ ସହ ରୋମାନ୍ସ କରୁଛନ୍ତି ଓଡିଆ ଆକ୍ଟର Pupinder, ଦେଖନ୍ତୁ ଏହି ମଜାଦାର Video

ପୁପିନନ୍ଦର କୁ ଆମେ ଜାଣିଛେ । ଆମେ ତାଙ୍କୁ ଏକ ଆକ୍ଟର ଭଳି ଜାଣିଛେ । ଏହା ଆପଣ ମଧ୍ୟ ଜାଣି ଥିବେ କି ସେ ଏକ ଗାୟକ ମଧ୍ୟ ଅଟନ୍ତି । କିନ୍ତୁ ଆପଣ ଏହା ଜଣାଇ ଛନ୍ତି କି ସେ ବିବାହିତ ଆଜ୍ଞା ହଁ ସେ ବିବାହ କରି ସାରି ଛନ୍ତି ଓ ବାହା ଘର ପରେ ସେ ନିଜ ସ୍ତ୍ରୀ ଙ୍କ ସହ ବହୁତ ଖୁଶିରେ ଅଛନ୍ତି ଆପଣ ମଧ୍ୟ ତାଙ୍କ ଫେମସ ଟିକ ଟକ ଭିଡିଓ କିଛି ଦେଖି’ ଥିବେ ଏବେ ସେ ଇନଷ୍ଟାରେ ମଧ୍ୟ ଅଛନ୍ତି । ଆଗରୁ ସେ ଆଲବମ କରୁ ଥିଲେ କିନ୍ତୁ ଏହା ପରେ ସେ ଆଙ୍କାରିଙ୍ଗ ମଧ୍ୟ କରୁଛନ୍ତି ।

ବହୁତ ସାରା ଏହି ଭଳି ଷୋ ମାନେ ଏବେ ଆଶୁଛି ଯେଉଁ ଥିରେ ସେ ଜଜ ଭାବେ ମଧ୍ୟ ଆସୁଛନ୍ତି । ତେବେ ଏବେ ସୂତ୍ରରୁ ଆମେ ଯାହା ତାଙ୍କ ଭାଇରାଲ ଭିଡିଓ ଦେଖିବା ପାଇଁ ପାଇଛୁ ତାହା ହେଉଛି ତାଙ୍କ ଖୁଶିର ପ୍ରମାଣ ପତ୍ର । ତେବେ ବିବାହ ପରେ ଉଭୟ ଙ୍କୁ ବୁଝିବା ଓ ପରସ୍ପର ସହ ଭଲରେ ରହିବା ପାଇଁ ଆମକୁ ଶିକ୍ଷା ଯାଇ ଥାଏ ମାତ୍ର ଏହା ସବୁ ବେଳେ ସମ୍ଭବ ହୋଇ ପାରି ନଥାଏ ସାଧାରଣ ଭାବେ ଏହା ସମ୍ଭବ ହୋଇ ନଥାଏ ।

ଏହାର କାରଣ ହେଉଛି କି ଅଭିନୟ ଦୁନିଆରେ ଥିବା ବ୍ୟକ୍ତି ମାନେ ସାଧାରଣ ଭାବେ ବହୁତ ସାରା କାମ କରିଥାନ୍ତି । ଆପଣ ଯଦି ଦେଖିବେ ତ ଜାଣି ପାରିବେ କି ଅନେକ ଅଲଗା ଅଲଗା ଅଭିନେତ୍ରୀ ଙ୍କ ସହ ଅଭିନେତା ମାନଙ୍କୁ ବିବାହ କରିବାର ସିଁ କରିବା ପାଇଁ ପଡିଥାଏ ରୋମାନ୍ସ କରିବାର ଭିଡିଓ ମଧ୍ୟ ଦେଖିବା ପାଇଁ ମିଳିଥାଏ । ମାତ୍ର ଆମେ ଯଦି ଦେଖିବା ପାଇଁ ଜୀବା ତ ଆମେ ଦେଖି ପାରିବା ।

ଏହା ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଡ ଉଠିଥାଏ । କିନ୍ତୁ ଏହାକୁ ସାନ୍ତ କରିବାର ଉପାୟ ବହୁତ କଷ୍ଟ ଥାଏ । ଏହି ଭଳି ଅନେକ ଜାଗାରେ ହୋଇଛି । କି ଆମେ ବହୁତ କଷ୍ଟରେ ବହୁତ ଜାଗାରେ ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରିଥାଉ । ଏମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହାଙ୍କୁ ନିଜର ଆଇଡିଆଲ ଭାବି ଥାନ୍ତି କିନ୍ତୁ ଏହି ଭଳି ଘଟଣା ଦ୍ଵାରା ସେମାନଙ୍କ ମନ ମଧ୍ୟ ଖରାପ ହୋଇ ଯାଇଥାଏ ।

ଆପଣ ଏହା ଜାଣି ଥିବେ କି ପୁପୀନନ୍ଦର ଏବେ ବିବାହିତ କିନ୍ତୁ ନିଜ ଅଭିନୟ ର ଚାପ ସେ ନିଜ ବ୍ୟକ୍ତିଗତ ଜୀବନରେ ଆସିବା ପାଇଁ ଦେଇ ନାହାନ୍ତି । ସେ ସବୁ ବେଳେ ଚେଷ୍ଟା କରିଛନ୍ତି କି ନିଜ ସ୍ତ୍ରୀ ସହ ରହିବା ପାଇଁ ଚେଷ୍ଟା କରୁଛନ୍ତିଇ ସେ ଅଭିନୟ ଦୁନିଆ କୁ ଛାଡି ନାହାଁନ୍ତି କିନ୍ତୁ ସେ ଏବେ ଭି ନିଜ  ପତ୍ନୀ ଙ୍କ ସହ ରହିବା ପାଇଁ ଭଲ ପାଉ ଛନ୍ତି ଏହା ଆଖୁଶି ଖବର ।