ଆପଣଙ୍କ ରାଶି କହିବ କି କେଉଁ ମିଛ କହିବାରେ ଆପଣ ମାହିର, ସତ ଜାଣିବାକୁ ଡେରି ହେବ ନାହିଁ

ନିଜ ରାଶି ସମସ୍ତଙ୍କୁ ଜଣା ଅଛି । ଆମେ ସମସ୍ତେ ଜାଣିଛୁ କି ରାଶିଚକ୍ର ରେ ୧୨ ଟି ରାଶି ଅଛି ଏବଂ ସବୁ ରାଶିର ନିଜର ଗୁଣ ଏବଂ ଦୋଷ ଥାଏ । ଏଥିପାଇଁ ଆମେ ଆଜି ଆପଣଙ୍କୁ ଏହି ପୋଷ୍ଟରେ ଆମେ ଆପଣଙ୍କ ରାଶି ଅନୁସାରେ କହିବୁ କି କେଉଁ ରାଶି ର ଲୋକମାନେ କେମିତି ହୋଇଥାନ୍ତି ଏବଂ କେଉଁ ପ୍ରକାରର କଥାକୁ ନେଇ ମିଛ କହନ୍ତି ।

ମେଷ ରାଶି

ଯୁବକ – ନିଜର ରାଗକୁ ନେଇ ମିଛ କହିଥାଏ । ନିଜକୁ ଶାନ୍ତ ଦେଖାଇବେ କିନ୍ତୁ ରାଗ ଭୟଙ୍କର ।

ଯୁବତୀ – ନିଜର ସ୍ଵାଧୀନତାକୁ ନେଇ ମିଛ କହିଥାନ୍ତି । ସ୍ଵତନ୍ତ୍ର ବ୍ୟବହାର ଦେଖାଇଥାନ୍ତି ।

ବୃଷ ରାଶି

ଯୁବକ – ନିଜକୁ ଖୁସି ଏବଂ ସନ୍ତୁଷ୍ଠ ଦେଖାଇବାକୁ ଚେଷ୍ଟା କରନ୍ତି ।

ଯୁବତୀ – ଅନ୍ୟଙ୍କ ପ୍ରତି ଈର୍ଷା ର ଭାବନା ରଖିନ୍ତି କିନ୍ତୁ ବ୍ୟକ୍ତ କରନ୍ତି ନାହିଁ ।

ମିଥୁନ ରାଶି

ଯୁବକ – କୁହନ୍ତି କି ପାର୍ଟନରର ଏକ୍ସ ରୁ କିଛି ଫରକ ପଡେ ନାହିଁ କିନ୍ତୁ କହିବାକୁ ଗଲେ ପଡିଥାଏ ।

ଯୁବତୀ – ଯେମିତି ହୋଇଥାନ୍ତି ସେମିତି ଦେଖାନ୍ତି ନାହିଁ । ନିଜର ଅସ୍ତିତ୍ଵକୁ ଲୁଚାଇ ଅନ୍ୟଙ୍କ ସାମନାରେ ଅଲଗା ରୂପରେ ଦେଖେଇ ହୁଅନ୍ତି ।

କର୍କଟ ରାଶି

ଯୁବକ – ଖୋଲା ଭାବନାକୁ ନେଇ ମିଛ କହିଥାନ୍ତି । ସମ୍ପର୍କକୁ କେବଳ ଦେଖାଇ ଥାନ୍ତି ।

ଯୁବତୀ – ସାହାସୀ ଦେଖାଇଥାନ୍ତି କିନ୍ତୁ ଅସଲ ଜୀବନରେ କୋମଜର ଅଟନ୍ତି । ଏମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ କମ ଥାଏ ।

ସିଂହ ରାଶି

ଯୁବକ – ସମ୍ପର୍କକୁ ପସନ୍ଦ କରିବାର ଦେଖାଇଥାନ୍ତି । କିନ୍ତୁ ସତରେ ନିଜ ଜୀବନରେ ଏବଂ ସମ୍ପର୍କକୁ ଉପରେ କାହାର ଅଧିକାର ଚାହାନ୍ତି ନାହିଁ ।

ଯୁବତୀ – ପଜିଟିୱ ଏବଂ ଫେୟର ଦେଖାଇବାକୁ ଚେଷ୍ଟା କରନ୍ତି । ନିଜ କଥାକୁ ସମସ୍ତଙ୍କୁ ମନାଇବାକୁ ଚାହାନ୍ତି ।

କନ୍ୟା ରାଶି

ଯୁବକ – ଜବରଦସ୍ତି ନିଜର ମନର ଭାବନାକୁ ଦେଖେଇବାକୁ ଚେଷ୍ଟା କରନ୍ତି ।

ଯୁବତୀ – ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ଭାବନା ଦେଖାଇବାକୁ ଚେଷ୍ଟା କରନ୍ତି । ସାମନାରେ କିଛି ଅଲଗା ଏବଂ ପିଠି ପଛରେ କିଛି ଅଲଗା ହୋଇଥାନ୍ତି ।

ତୁଳା ରାଶି

ଯୁବକ – ନିଜକୁ କେୟର ଫ୍ରୀ ଏବଂ କୈଜୁଅଲ ଦେଖାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଅସଲ ଜୀବନରେ ପୂରାପୂରି ବିପରିତ ଅଟନ୍ତି ।

ଯୁବତୀ – ନିଜର ଇଛାର ମାଲିକ ହେବାର ଦେଖାଇ ଥାନ୍ତି । କିନ୍ତୁ ଏମାନଙ୍କର ସବୁ ନିର୍ନୟ ଅନ୍ୟ ଲୋକଙ୍କ ଭାବନା ଉପରେ ନିର୍ଭର କରିଥାଏ ।

ବିଛା ରାଶି

ଯୁବକ – ପାର୍ଟନର ସାମନାରେ ବହୁତ ଶାନ୍ତ ରହିବାର ଦେଖାଇଥାନ୍ତି ।

ଯୁବତୀ – ନିଜର ସମ୍ପର୍କରେ ଖୁସି ଏବଂ ସନ୍ତୁଷ୍ଠ ରହିବାର ଦେଖାଇଥାନ୍ତି ।

ଧନୁ ରାଶି

ଯୁବକ – ସମ୍ପର୍କକୁ ନେଇ ନିଜର ଭାବନା ଏବଂ ଗମ୍ଭୀରତା କୁ ନେଇ ମିଛ କୁହନ୍ତି ।

ଯୁବତୀ – ପ୍ରୋଫେଶନଲ ଲାଇଫରେ ଖୁସି ରହିବାର ଦେଖାଇ ଥାନ୍ତି ।

ମକର ରାଶି

ଯୁବକ – ସାଙ୍ଗମାନଙ୍କ, ସମ୍ପର୍କୀୟଙ୍କ ଏବଂ ପାର୍ଟନରଙ୍କ ସାମନାରେ ବହୁତ ବେଶୀ ଦାୟୁତ୍ଵ ପୂର୍ଣ ଏବଂ ଚାଲାକ ଦେଖାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ସେମାନେ ପୁରା ବିପରୀତ ହୋଇଥାନ୍ତି ।

ଯୁବତୀ – ନିଜର ଫ୍ଯାମିଲି ଲାଇଫରେ ସୁଖୀ ରହିବାର ଦେଖାଇ ଥାନ୍ତି ।

କୁମ୍ଭ ରାଶି

ଯୁବକ – ଅନ୍ୟଙ୍କ ସାମନାରେ ନିଜକୁ ଜ୍ଞାନୀ ଦେଖାଇବାରେ ଚେଷ୍ଟା କରନ୍ତି କିନ୍ତୁ ବିଲକୁଲ ମୂର୍ଖ ହୋଇଥାନ୍ତି ।

ଯୁବତୀ – ଏମାନଙ୍କ ମଧ୍ୟରେ ଈର୍ଷା ର ଭାବନା ହୋଇଥାଏ ଯାହାକୁ ଏମାନେ କେବେବି ସ୍ଵୀକାର କରନ୍ତି ନାହିଁ ।

ମୀନ ରାଶି

ଯୁବକ – ଛୋଟ ଛୋଟ କଥାରେ ଇମୋଶନଲ ହୋଇଯାଆନ୍ତି ।

ଯୁବତୀ – ନିଜକୁ ସ୍ଟ୍ରାଂଗ ଦେଖାଇବାକୁ ଚେଷ୍ଟା କରନ୍ତି ।