ବିବାହର ପ୍ରଥମ ରାତି ସ୍ଵାମୀ ସହିତ କାଟିବା ପରେ ଶାଶୁ ବୋହୁକୁ କହିଲା, ବୋହୁ ରୁଟି କରି ଦେ… ବୋହୁ ରୁଟି କରିବାକୁ ଲାଗିଲା ତ

ଯେଉଁଭଳି ଭାବରେ ଶୁଦ୍ଧ ପବନ, ଭଲ ଖାଦ୍ୟପାନ କୌଣସି ବି ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ, ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ ଓ ସନ୍ଧ୍ୟା ସମୟରେ ହସିବାର ଅଭ୍ୟାସ କରିନେବେ ତେବେ କୌଣସି ବି ରୋଗ, ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ବି ଆସିବ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ପଡି ଯିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ।

ପ୍ରଥମ ଜୋକ୍ସ

ପପୁ ଟ୍ରେନରେ ପରିସ୍ରା କରି ଆସିଲା ତ ତାହାର ପୁରା ପ୍ୟାଣ୍ଟ ଓଦା ହୋଇ ଯାଇ ଥିଲା ।

ପତ୍ନୀ ପପୁକୁ – ତୁମ ପ୍ୟାଣ୍ଟ ଓଦା ହୋଇଯାଇଛି କାହିଁକି ?

ପପୁ – କାରଣ ବାଥରୁମରେ ଲେଖା ହୋଇଛି ‘ଶରୀରର କୌଣସି ବି ଅଙ୍ଗକୁ ବାହାରକୁ ବାହାର କରନ୍ତୁ ନାହିଁ ।‘

ଦ୍ଵିତୀୟ ଜୋକ୍ସ

ବାର ରେ ଦୁଇ ଜଣ ବ୍ୟକ୍ତି ବସି ମଦ ପିଉଥିଲେ ।

ଜଣେ ଯିଏ ପୁରା ଦୁନିଆରୁ ବାହାରକୁ ଚାଲି ଯାଇଥିଲା ସେ କହିଲା

‘ବନ୍ଧୁ ତୋର ମା ବହୁତ ସୁନ୍ଦର ଅଟେ, ମୋତେ ସେ ବହୁତ ଭଲ ଲାଗେ ।

ଏହିଭଳି ବୟସରେ ବି ଏକଦମ ମଡେଲ ଦେଖାଯାଏ ।

ବାର ଏକଦମ ନିଶବ୍ଦ ।

ଲୋକମାନେ ଚିନ୍ତା କରିଲେ ବର୍ତ୍ତମାନ ଝଗଡା ହେବ…..

ତେବେ ଦ୍ଵିତୀୟ ବ୍ୟକ୍ତି ଉଠିଲା ଓ କହିଲା…..

‘ଘରକୁ ଚାଲ, ତତେ ବାପା ଲାଗିଛି’

ତୃତୀୟ ଜୋକ୍ସ

କ୍ଳାସ ରୁମରେ ମ୍ୟାଡମ କହିଲେ, ‘ଇଂଗ୍ଲିଶରେ my teacher ଉପରେ ରଚନା ଲେଖିବାର ଅଛି’ ।

ଅଳ୍ପ ସମୟ ପରେ ଜଣେ ଛାତ୍ର ଛିଡା ହୋଇ ମ୍ୟାଡମକୁ ପଚାରିଲା ।

‘ମ୍ୟାଡମ ଛମ୍ମକଛଲ୍ଲୋକୁ ଇଂଗ୍ଲିଶରେ କଣ କୁହନ୍ତି ?

ମ୍ୟାଡମ ସେହି ସମୟରେ ବେହୋସ ।

ଚତୁର୍ଥ ଜୋକ୍ସ

ଝିଅ ନିଜର ପରିବାରର ସଦସ୍ୟଙ୍କ କହିବା ଦ୍ଵାରା ପୁଅ ଦେଖି ବିବାହ କରି ନେଲା ।

ବିବାହର ପ୍ରଥମ ରାତିରେ ଝିଅ ପୁଅକୁ ପ୍ରଶ୍ନ କରିଲା…

ଝିଅ – ତୁମେ କେଉଁ ସବୁ ଡିଗ୍ରୀ ହାସଲ କରିଛ ?

ମୋତେ ଓଡିଆରେ କୁହ ।

ପୁଅ – ଆଖି ଚା ଆଖି

ଝିଅ – ଏହା କେଉଁ ଡିଗ୍ରୀର ନାମ ଅଟେ?

ପୁଅ – ଆଇ ଟି ଆଇ !!

ଝିଅ ସେହି ସମୟରୁ କୋମାରେ !

ପଞ୍ଚମ ଜୋକ୍ସ

ମୋନୁ ମସ୍ତିରେ ସାଇକେଲ ଚଳାଇ ଯାଉ ଥିଲା ।

ଅଚାନକ ସେ ଏକ ସୁନ୍ଦର ମହିଳାକୁ ପଛରୁ ପିଟି ଦେଲା ।

ମହିଳା – ଅନ୍ଧ, ସାଇକଲେ ଘଣ୍ଟି ମାରିଲ ନାହିଁ ?

ମୋନୁ କହିଲା – ପୁରା ସାଇକେଲ ତ ମାରି ଦେଲି ।

ବର୍ତ୍ତମାନ ପୁଣି କଣ ପାଇଁ ଘଣ୍ଟି ଅଲଗା ଫୋପାଡି ମାରିବି ।

ଷଷ୍ଠ ଜୋକ୍ସ

ପୁଅ ଘର ବାଲା – କହିବାକୁ ଗଲେ ଆମ ପୁଅ ମଧ୍ୟରେ କୌଣସି ପ୍ରକାରର ଅସୁବିଧା ନାହିଁ ।

କେବଳ ହସିଲେ ଦାନ୍ତ ବାହାରକୁ ଦେଖାଯାଏ ।

ଝିଅ ଘର ବାଲା – କୌଣସି ଅସୁବିଧା ନାହିଁ । ବିବାହର ପରେ ସେମିତି ରେ ବି ଆମ ଝିଅ ତାକୁ ହସିବାକୁ ଦେବ ନାହିଁ ।

ସପ୍ତମ ଜୋକ୍ସ

ଶିକ୍ଷକ ପପୁକୁ – ତୁମେ କୁହ ମନୁଷ୍ୟର ସନ୍ତାନ ଓ ପଶୁର ସନ୍ତାନ ମଧ୍ୟରେ କଣ ପାର୍ଥକ୍ୟ ହୋଇଥାଏ ?

ପପୁ – ସାର ଗଧର ସନ୍ତାନ ଗଧ ହୋଇଥାଏ ଓ କୁକୁରର ସନ୍ତାନ ବି କୁକୁର ହୋଇଥାଏ ।

କିନ୍ତୁ ମନୁଷ୍ୟର ସନ୍ତାନ ଗଧ ବି ହୋଇ ପାରିବ ଓ କୁକୁର ବି ହୋଇ ପାରିବ ।

ଏହା ପରେ ପପୁକୁ କ୍ଳାସରେ ମନିଟର କରି ଦିଆଗଲା ।

ଅଷ୍ଟମ ଜୋକ୍ସ

ବିବାହର ପ୍ରଥମ ରାତି ସ୍ଵାମୀ ସହିତ କାଟିବା ପରେ ଶାଶୁ ବୋହୁକୁ କହିଲା

ବୋହୁ ରୁଟି କରି ଦେ…

ବୋହୁ ରୁଟି କରିବାକୁ ଲାଗିଲା ତ କିଛି ସମୟ ପରେ ସ୍ଵାମୀ କିଚେନକୁ ଆସିଲା ।

ପତି – ଆରେ ଏ କଣ, ଏହି ବେଲଣା ପେଡି ତ ଏବେ ବିଲକୁଲ ତ ଆବାଜ କରୁ ନାହିଁ, ଆଗରୁ ତ ବହୁତ ଖଟପଟ କରୁଥିଲା ।

ବୋହୁ – ଏହାର ଦୁଇଟି ଗୋଡ ହିଁ ଥିଲା ମୁଁ ଓପାଡି ଫୋପାଡି ଦେଇଛି ।

ପତି – ଏମିତି କାହିଁକି କଲ ?

ବୋହୁ – ଯିଏ ଅଧିକ ଖଟପଟ କରିଥାଏ ମୁଁ ତା’ର ଗୋଡ ହିଁ ଓପାଡି ଦେଇଥାଏ ।

ସେହି ଦିନ ଠାରୁ ସ୍ଵାମୀ କେବେ ବି ଝଟପଟ କରିବାକୁ ଭାବିଲା ବି ନାହିଁ । ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।