ସ୍କୁଲ ଡ୍ରେସରେ କିଛି ଏମିତି ନଜର ଆସନ୍ତି ସାଉଥର ଏହି ହିରୋଇନ ମାନେ, ନମ୍ବର 1ତ ଦେଖାଯାନ୍ତି ସବୁଠୁ ହଟ

ବର୍ତ୍ତମାନ ସମୟରେ ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ଗୁଡିକ କେବଳ ସାଉଥରେ ନୁହେଁ ଏହା ଛଡା ପୁରା ଭାରତରେ ବି ସବୁଠୁ ଅଧିକ ପସନ୍ଦ କରାଯାଉଛି । ସବୁଦିନ ହିନ୍ଦୀ ଚ୍ୟାନେଲ ଗୁଡିକରେ ସାଉଥର ସୁପରହିଟ ଫିଲ୍ମ ନିଶ୍ଚିତ ରୂପରେ ଆସିଥାଏ । କିନ୍ତୁ ଦର୍ଶକମାନଙ୍କୁ ସବୁଠୁ ଅଧିକା ଆକର୍ଷକ ସାଉଥ ଅଭିନେତ୍ରୀ ଲାଗନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ସ୍କୁଲ ଡ୍ରେସରେ ଅତ୍ୟଧିକ ସୁନ୍ଦର ଲାଗୁଛନ୍ତି । କହିବାକୁ ଗଲେ ସ୍କୁଲ ଦିନ ଓ ସ୍କୁଲର ୟୁନିଫର୍ମ ସମସ୍ତଙ୍କୁ ଭଲ ଲାଗିଥାଏ ।

କିନ୍ତୁ ଯେତେବେଳେ ଆପଣଙ୍କ ପସନ୍ଦିତା ଅଭିନେତ୍ରୀମାନେ ସ୍କୁଲ ୟୁନିଫର୍ମରେ ନଜର ଆସନ୍ତି ତେବେ ତାଙ୍କର ସୁନ୍ଦରତା ଦ୍ଵିଗୁଣ ବଢିଯାଏ । କାରଣ ତାଙ୍କର ଡ୍ରେସିଙ୍ଗ ସେନ୍ସ ଓ ସୁନ୍ଦରତା ଆଗରେ ସ୍କୁଲ ୟୁନିଫର୍ମ ବି ବହୁତ ଭଲ ଲାଗେ । ଆଜି ଆମେ ଆପଣଙ୍କୁ ସାଉଥର ୩ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ସମୈନ୍ଥା ରୁଥ ପ୍ରଭୁ

ସମୈନ୍ଥା ରୁଥ ପ୍ରଭୁ ସାଉଥର ସବୁଠୁ ସୁନ୍ଦର ଓ ହଟ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସନ୍ତି । ସେ ସାଉଥର ସବୁ ଭାଷାରେ ଫିଲ୍ମ କରିଛନ୍ତି ଓ ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ମଧ୍ୟ ହୋଇଛି । କିନ୍ତୁ ଯଦି ଆପଣ ସମୈନ୍ଥା ରୁଥ ପ୍ରଭୁଙ୍କୁ ସ୍କୁଲ ୟୁନିଫର୍ମରେ ଦେଖିବେ ତେବେ ଆପଣଙ୍କ ହୋସ ଉଡିଯିବ । ଆପଣଙ୍କ ପ୍ରିୟ ଅଭିନେତ୍ରୀ ସମୈନ୍ଥା ରୁଥ ପ୍ରଭୁ ସ୍କୁଲ ୟୁନିଫର୍ମରେ ବହୁତ ହଟ ନଜର ଆସୁଛନ୍ତି ।

ରିୟା ସେନ

ଅଭିନେତ୍ରୀ ରିୟା ସେନ ସାଉଥ ଓ ହିନ୍ଦୀ ଫିଲ୍ମ ଗୁଡିକରେ କାମ କରିସାରିଛନ୍ତି । କିନ୍ତୁ ସେ ଅନ୍ୟ ଅଭିନେତ୍ରୀମାନଙ୍କ ଭଳି ଅଧିକ ଚର୍ଚିତ ଅଭିନେତ୍ରୀ ହୋଇ ପାରି ନାହାନ୍ତି । ରିୟା ସେନ ଗୋଟିଏ ଫିଲ୍ମରେ ସ୍କୁଲ ୟୁନିଫର୍ମରେ ନଜର ଆସିଥିଲେ ଓ ସେ ସ୍କୁଲ ୟୁନିଫର୍ମରେ ବହୁତ ହଟ ବି ଲାଗୁଛନ୍ତି ।

ଆମଲା ପଲ

ଆମଲା ପଲ ବି ସାଉଥର ବହୁତ ଫିଲ୍ମରେ କାମ କରିଛନ୍ତି । ସେ ଜଣେ ସାଉଥର ଜଣା ଶୁଣା ଅଭିନେତ୍ରୀ ବି ଅଟନ୍ତି । ଅମଲା ପଲ ବି ସ୍କୁଲ ୟୁନିଫର୍ମରେ ବହୁତ ହଟ ଲାଗନ୍ତି । ଏହାର ଅନ୍ଦାଜ ଆପଣ ତାଙ୍କର ଫଟୋ ଦେଖି ଲଗାଇ ପାରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।