ଯେଉଁଭଳି ଭାବରେ ଶୁଦ୍ଧ ପବନ, ଭଲ ଖାଦ୍ୟପାନ କୌଣସି ବି ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ, ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ ଓ ସନ୍ଧ୍ୟା ସମୟରେ ହସିବାର ଅଭ୍ୟାସ କରିନେବେ ତେବେ କୌଣସି ବି ରୋଗ, ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ବି ଆସିବ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ପଡି ଯିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ।
୧.ହେ ଭଗବାନ .…..!
ମୁଁ କୁଆଁରା ହେଇ ମରିବି ପଛେ କିନ୍ତୁ ଟିକ ଟକ ବାଲି ସହ ମୋ ବାହାଘର କରିବନି
୨. ସାଣ୍ଟା: ତମେ ଗୋଟେ ପ୍ୟାକ ନେବା ପରେ ପକେଟରୁ ବାହାର କରି କଣ ଦେଖୁଛ?
ବାଣ୍ଟା: ସ୍ତ୍ରୀ ଫଟୋ ଦେଖୁଛି ଯେତେବେଳେ ମତେ ସୁନ୍ଦର ଲାଗିବ ମୁଁ ଜାଣିବି ମୋତେ ନିଶା ହେଇଗଲା
୩.ପତି- ତୁମେ ମୋ ଠାରେ ଏମିତି କଣ ଦେଖିଲ ଯେ ତୁମେ ବାହା ହେବା ପାଇଁ ରେଡି ହେଇଗଲ
ପତ୍ନୀ- ଆଜ୍ଞା ମୁଁ ମୋ ବାଲକୁନିରୁ ଆପଣଙ୍କୁ ଥରେ ଦୁଇଥର କପଡା ଓ ବାସନ ମାଜିବାର ଦେଖି ମୁ ବାହା ହେବା ପାଇଁ ରେଡି ହେଇଗଲି
୪.ଝିଅ- କାହିଁକି କାନ୍ଦୁଛୁ….??
ପୁଅ-ମୁ ଆଜି ପର୍ଯ୍ୟନ୍ତ କୌଣସି ଝିଅ କୁ କିସ କରିନି ।
ଝିଅ -କାନ୍ଦେନା…! ମୋତେ କିସ କରିଦେ…!
After କିସ
ଝିଅ- ଏବେ ଏତେ କଣ ପାଇଁ ହସୁଛ ….?
୫.ଶିକ୍ଷକ- ୧ରୁ୧୦ପର୍ଯ୍ୟନ୍ତ ଗଣି ଶୁଣାଅ ।
ସନ୍ତା- ୧, ୨, ୩, ୪, ୫, ୭, ୮, ୯, ୧୦..
ଶିକ୍ଷକ-୬ କୁଆଡେ ଗଲା ?
ସନ୍ତା- ଆଜ୍ଞା ସେ ମରିଗଲା ।
ଶିକ୍ଷକ-ମରିଗଲା ? କେମିତି ମରିଗଲା??
ସନ୍ତା -ଆଜ୍ଞା ମେଡମ, ଆଜି ସକାଳର ଟିଭି ରେ ସମାଚାର କହୁଥିଲା ଯେ ସ୍ୱାଇନ ଫ୍ଲୁ ରେ ୬ ଜଣଙ୍କ ମର୍ତ୍ୟୁ ହୋଇଗଲା ।
୬. ଖଣ୍ଡା ଯୁଧ୍ୟର ପ୍ରତିଯୋଗୀତା ଚାଲିଥିଲା
ଗୋଟେ ଚାଇନୀଜ ଚୁଟିକୁ ଦୁଇ ଫାଳ କରିଦେଲା ।
ଏକ ଜାପାନୀଜ ଉଡୁଥିବା ମାଛିର ମୁଣ୍ଡ କାଟିଦେଲା ।
ସେହି ସମୟରେ ରଜନୀକାନ୍ତ ମାଛି ଉଡେଇଲା ଖଣ୍ଡା ବୁଲେଇଲା ହେଲେ ମାଛି ଉଡୁଥିଲା ।
ଜାପାନୀଜ- ମାଛି ତ ଉଡୁଛନ୍ତି ?
ରଜନୀକାନ୍ତ ସ୍ମାଇଲ ଦେଇ- ଉଡୁଛି ହେଲେ କେବେ ସେ ବାପା ହେଇ ପାରିବ ନାହିଁ ।
୭.ପତି: ଆସ ତୁମର ବ୍ୟାଟେରୀ ଚାର୍ଜ କରି ଦେଉଛି
ପତ୍ନୀ: ରାତିରେ ତ କରିଥିଲି
ପତି: ଆଉ ଥରେ କରିଦେଉଛି
ପତ୍ନୀ: ନା, ଜାନୁ ଏମିତି ତ ବ୍ୟାଟେରୀ ଜଲ୍ଦି ଫୁଲିଯାଏ
୮. ପୁଅ ରାତିରେ ଡେରିରେ ଘରେ ପହଞ୍ଚିଲା
ମା- କେଉଁଠୁ ଆସିଲୁ ଏତେ ଡେରି ହେଲାଣି ?
ପୁଅ- କ୍ୟାବରେ ଡ୍ୟାନ୍ସ ଦେଖିବାକୁ ଯାଇଥିଲି ।
ମା- ହେ ପ୍ରଭୁ, ତୁ ଏମିତି କିଛି ଜିନିଷ ଦେଖି ନାହୁଁ ତ, ଯାହା ଦେଖିବାର ନଥିଲା ?
ପୁଅ- ହଁ ମୁଁ ଦେଖିଛି ।
ମା- କଣ ଦେଖିଲୁ ?
ପୁଅ- ବାପାଙ୍କୁ ଦେଖିଲି ମା ।
୯. ଦୁଇଟି ସାଙ୍ଗ ବହୁତ ଦିନ ପରେ ଦେଖା ହେଲେ
ପ୍ରଥମ ସାଙ୍ଗ- ପୁଅ ମାନଙ୍କ ଉପରେ ମୋର ଆଉ ତିଳେ ମାତ୍ର ବିଶ୍ଵାସ ନାହିଁ ।
ଦ୍ଵିତୀୟ ସାଙ୍ଗ- କାହିଁକି, ଏମିତି କଣ କରିଲେ ପୁଅ ମାନେ ତୋର ?
ପ୍ରଥମ ସାଙ୍ଗ- ଆରେ ସାଙ୍ଗ ଆଉ କଣ କହିବି, କାଲି ମୋର ବୟଫ୍ରେଣ୍ଡ ମତେ ଧୋକା ଦେଇଦେଲା ।
ଦ୍ଵିତୀୟ ସାଙ୍ଗ- କେମିତି ?
ପ୍ରଥମ ସାଙ୍ଗ- କାରଣ କାଲି ମୋର ବୟଫ୍ରେଣ୍ଡ ମୋର ଦ୍ଵିତୀୟ ବୟଫ୍ରେଣ୍ଡ ସହ ମତେ ଦେଖିଦେଲା ।
୧୦. ଦିନେ ସ୍ତ୍ରୀ ଇଂରାଜୀ ବହି ପଢୁଥିଲା ଓ ନିଜ ସ୍ଵାମୀକୁ ପଚାରିଲା complete ଏବଂ finish ରେ କଣ ଫରକ ଥାଏ ?
ସ୍ଵାମୀ- ଆରେ ଶୁଣ ଯେମିତି ମୁଁ ତମକୁ ମିଳିଗଲି ତମେ complete ହେଇଗଲ । ସେମତି ତମେ ମୋ ଜୀବନକୁ ଆସିଲ ମୁ finish ହେଇଗଲି, ବୁଝିଲ ତ ।
ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।