ବହୁତ କମ ବୟସରେ ମା ବନି ଯାଇଥିଲେ TV ର ଏହି 5 ହିରୋଇନ, ନଂ 2 ଙ୍କର ତ ହେଇ ସାରିଛି ଡିଭୋର୍ସ

ଟିଭି ସିରିୟଲ ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ ଦେଖିଲେ ଜଣା ପଡେ ନାହିଁ କି ସେମାନେ ବିବାହ କରିଛନ୍ତି ଓ ସେମାନେ ମା ହୋଇ ସାରିଛନ୍ତି । ସିରିଏଲ ଜଗତର ଏହି ଅଭିନେତ୍ରୀ ମାନେ ନିଜକୁ ଏମିତି ଫିଟ ରଖିଛନ୍ତି ଯେ ସେମାନଙ୍କୁ ଦେଖିଲେ ଜାଣିବା ବହୁତ କଷ୍ଟ ହେବ କି ସେମାନେ ମା ହୋଇ ସାରିଛନ୍ତି ।

ଏହି ଅଭିନେତ୍ରୀ ମାନେ ରିୟଲ ଲାଇଫ ରେ ବି ନିଜେ ନିଜର ମା କର୍ତ୍ତବ୍ୟ କୁ ବହୁତ ଭଲ ସେ ପାଳନ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ଜଣେଇବୁ ଯେ ଯେଉଁ ମାନେ ମା ହୋଇସାରିବା ପରେ ବି ନିଜକୁ ଏମତି ଫିଟ ରଖିଛନ୍ତି ଯେ ସେମାନଙ୍କୁ ଦେଖିଲେ ଜଣା ପଡିବନି ଯେ ସେମାନେ ମା ହୋଇସାରିଛନ୍ତି । ସେମାନେ ହେଲେ

୧. ସୋମ୍ୟା ଟଣ୍ଡନ

ପ୍ରଥମେ ମୁଁ ସିରିଏଲ ଜଗତର ସବୁଠୁ ସୁନ୍ଦର ଭାବି ଅନିତାଙ୍କ ବିଷୟରେ କହୁଛି । ଟିଭିରେ ଟେଲିକାଷ୍ଟ ହେଇଥିବା ମୋସ୍ଟ ପପୁଲାର କମେଡି ସୋ ଭାବି ଜୀ ଘରପର ହେଁ ରେ ଘରେ ଘରେ ସେ ଅନିତା ଭାବି ନାମରେ ପରିଚିତ । ସୋମ୍ୟା ଏବେ ଗୋଟେ ସନ୍ତାନର ମା କିନ୍ତୁ ତାଙ୍କ ସୁନ୍ଦର ଚେହେରା ଦେଖି କେହି କହିବେନି କି ସେ ବର୍ତ୍ତମାନ ମା ବୋଲି । ସୋମ୍ୟା ତାଙ୍କ ବହୁତ ଦିନର ପ୍ରେମିକ ସୌରଭ ସିଂ ଙ୍କୁ ବିବାହ କରିଥିଲେ, ଦୁଇ ଜଣଙ୍କ ଯୋଡି ବି ବହୁତ ସୁନ୍ଦର ଏ ଦୁଇ ଜଣ କପଲ ତାଙ୍କ ଫଟୋ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

୨ . ଜେନିଫର ୱିଙ୍ଗେଟ

ଜେନିଫର ୱିଙ୍ଗେଟ ସିରିଏଲ ଜଗତରେ ହାଇସ୍ପିଡ ଆର୍ଟିଷ୍ଟ ମାନଙ୍କ ଭିତରୁ ଜଣେ । ତାଙ୍କର ବାହାଘର ର ୨ ବର୍ଷ ଭିତରେ ତାଙ୍କ ସ୍ଵାମୀ ଅରୁଣ ସିଂ ଗ୍ରୋବର ଙ୍କ ସହ ତାଙ୍କ ର ବିଛେଦ ହୋଇଥିଲା । କିନ୍ତୁ ଜେନିଫରଙ୍କର ଗୋଟେ ସନ୍ତାନ ଥିଲା । ଜେନିଫର ଙ୍କ ସହ ସେ ପିଲାର ଫୋଟୋ ସୋସିଆଲ ମିଡିୟା ରେ ଦେଖିବାକୁ ମିଳୁଛି କିନ୍ତୁ ସେ ତାଙ୍କ ର ଗୋଟେ ପିଲା ଥିବାର କଥା ଏଇପର୍ଜ୍ଯନ୍ତ କାହାରୀକୁ କହି ନାହାନ୍ତି ।

୩ ଦୀପିକା ସିଂ

ସ୍ଟାରପ୍ଲସ ର ମୋସ୍ଟ ପପୁଲାର ସୋ ଦୀୟା ଅର ବାତି ହମ ସିରିଏଲ ର ଚର୍ଚିତ ଅଭିନେତ୍ରୀ ଦୀପିକା ସିଂ ବି ବର୍ତମାନ ଗୋଟେ ପିଲାର ମା ହୋଇ ସାରିଛନ୍ତି । ଦୀପିକା ସିଂ ନିଜ ସିରିଏଲ ର ଡାଇରେକ୍ଟର ରୋହିତ ରାଜ ଗୋଏଲ ଙ୍କ ସହ ୨୦୧୪ ରେ ବର୍ଷ ବିବାହ କରିଥିଲେ, ୨୦୧୭ ରେ ତାଙ୍କର ଗୋଟେ ପୁଅ ହୋଇଥିଲା ତାରନା ଶୁଭମ ଗୋଏଲ । ଏବେ ବି ଦୀପିକା ସିଂ ନିଜକୁ ଫିଟ ରଖିଛନ୍ତି, ସେ ଫୁଣୀ ଥରେ ସିରିଏଲ ଜଗତ କୁ ଆସିବେ ବୋଲି ଜଣା ପଡୁଛି ।

୪ ସୋମ୍ୟା ସେଠ

ସୋମ୍ୟା ସିଟ ନବ୍ୟା ସିରିଏଲ ରୁ ଘରେଘରେ ଚର୍ଚିତ ହୋଇଛନ୍ତି । ସେ ତାଙ୍କ ସିକ୍ରେଟ ବୟ ଫ୍ରେଣ୍ଡେ ଙ୍କୁ ହଟାତ ବିବାହ କରି ନିଜର ଫ୍ୟାନ ମାନଙ୍କୁ ସେ ଝଟକା ଦେଇଥିଲେ । କିଛିଦିନ ପରେ ତାଙ୍କର ଗୋଟେ କିଉଟ ପିଲା ଜନ୍ମ ହେଇଥିଲା ବର୍ତ୍ତମାନ ସେ ତାଙ୍କ ପିଲା ଓ ସ୍ବାମୀଙ୍କ ସହ ସହର ରେ ରହୁଛନ୍ତି । ସୋମ୍ୟା ସିଟ ତାଙ୍କ ର ସବୁ ଫୋଟୋ କୁ ସୋସିଆଲ ମିଡିୟା ରେ ଅପ୍ଲୋଡ କରିବାର ଦେଖିବାକୁ ମିଳୁଛି ।

୫ ନିସା ରାବଲ

ନିସା ରାବଲ ସ୍ଟାରପ୍ଲସ ର ପପୁଲାର ସିରିଏଲ ଏରିସ୍ତା କ୍ୟା କେହେ ଲାତା ହେ ରୁ ବହୁତ ଚର୍ଚିତ । ସିରିଏଲ ଜଗତ ର କରନ ମେହେର ଙ୍କ ସହ ସେ ବିବାହ ବନ୍ଧନ ରେ ବାନ୍ଧିହୋଇଥିଲେ । ସେ ବର୍ତ୍ତମାନ ଗୋଟେ ପିଲା ର ମା ହୋଇସାରିଲେଣି ଏବଂ ସେ ତାଙ୍କ ପିଲା କୁ ବହୁତ ଭଲରେ ପାଳନକରୁଛନ୍ତି । ବର୍ତ୍ତମାନ ବି ନିସା ରାବଲ ତାଙ୍କ ନିଜ କୁ ଫିଟ ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।