ଇଏ ହେଉଛନ୍ତି Bollywood ର ସୁପରଷ୍ଟାର Mithun Chakraborty ଙ୍କ ସବୁଠୁ ସାନ ପୁଅ, ଯିଏ ଅବିକଳ ଦେଖା ଯାଆନ୍ତି ନିଜ ବାପାଙ୍କ ପରି ଓ ହ୍ୟାଣ୍ଡସମ

ନମସ୍କାର, ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ସାନପୁଅ ଙ୍କ ସମ୍ବନ୍ଧରେ ଜଣାଇବୁ ଯିଏ ଅବିକଳ ତାଙ୍କ ପିତା ଙ୍କ ଭଳି ଦେଖିବାକୁ । ଆପଣ ମାନେ ତ ଜାଣିଛନ୍ତି ଯେ, ‘ଡିସ୍କୋ ଡାନ୍ସର’ ନାମରେ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏକ ଲୋକପ୍ରିୟ ଅଭିନେତା ରୂପରେ ଗଣା ଯାଇଥାଏ । ସମସ୍ତେ ତାଙ୍କୁ ଶ୍ରଦ୍ଧା ରେ ମିଥୁନ ଦା ବୋଲି ଡାକନ୍ତି । ଏହି ଅଭିନେତା ଜଣକ ନିଜ ଅଭିନୟ ଜରିଆରେ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଏଇ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ତାଙ୍କୁ ଦର୍ଶକ ମାନଙ୍କ ଅସରନ୍ତି ଭଲ ପାଇବା ମଧ୍ୟ ମିଳିଛି । ନିଜ ଯଉବନ ସମୟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବହୁତ ହାଣ୍ଡସମ ଥିଲେ ଏବଂ ତାଙ୍କ ପାଇଁ ବଲିଉଡ ର ଅନ୍ୟାନ୍ୟ ଅଭିନେତ୍ରୀ ଦିୱାନୀ ଥିଲେ । ବଲିଉଡ ଇଣ୍ଡଷ୍ଟ୍ରୀ ର ଚୁଲବୁଲି ଏବଂ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀ ତାଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ଭଲ ପାଉଥିଲେ ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ୮୦ ଏବଂ ୯୦ ଦଶକରେ ନିଜ ଅଭିନୟ ଦ୍ଵାରା ବଲିଉଡ ଇଣ୍ଡଷ୍ଟ୍ରୀ ରେ ରାଜ୍ କରୁଥିଲେ । ୧୯୭୯ ମସିହାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅଭିନେତ୍ରୀ ଯୋଗୀତା ବାଲି ଙ୍କ ସହ ବିବାହ କରିଥିଲେ । ମିଥୁନ ୩ଟି ପୁଅ ଏବଂ ଗୋଟିଏ ଝିଅ ଙ୍କ ପିତା ଅଟନ୍ତି । ତାଙ୍କ ଝିଅ ଙ୍କ ନାମ ଦିଶାନି ଚକ୍ରବର୍ତ୍ତୀ ଅଟେ ।

 

ଆଜି ଆମେ ଆପଣଂକୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ପରିବାର ଏବଂ ୩ଟି ପୁଅ ଙ୍କ ସମ୍ବନ୍ଧରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ । ମିଥୁନ ଚକ୍ରବର୍ତ୍ତୀ ଙ୍କ ବଡ଼ପୁଅ ଙ୍କ ନାମ ମିମୋ ଚକ୍ରବର୍ତ୍ତୀ ଅଟେ । ମିମୋ ନିଜ କ୍ୟାରିଆର ର ୨୦୦୮ ମସିହାରେ ଆରମ୍ଭ ଫିଲ୍ମ ‘ଜିମି’ ରୁ ଆରମ୍ଭ କରିଥିଲେ । ବକ୍ସ ଅଫିସ ରେ ତାଙ୍କ ପ୍ରଥମ ଫିଲ୍ମ ଫ୍ଲଫ ହୋଇଥିଲା । ମିମୋ ଙ୍କ ଫିଲ୍ମ କ୍ୟାରିଆର ରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ‘ହଂଟେଡ଼’ ଏବଂ ‘ଆନିମି’ ଭଳି ଫିଲ୍ମ ରେ ଦେଖିବାକୁ ମିଳିଛି ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ମଝିଆ ପୁଅ ଙ୍କ ନାମ ରିମୋ ଚକ୍ରବର୍ତ୍ତୀ ଅଟେ । ରିମୋ ଙ୍କୁ ୨୦୦୮ ମସିହାରେ ମିଥୁନ ଚକ୍ରବର୍ତ୍ତୀ ଙ୍କ ଫିଲ୍ମ ‘ଫିର କଭି’ ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଜାଣିବା ମିଥୁନ ଚକ୍ରବର୍ତ୍ତୀ ଙ୍କ ସବୁଠାରୁ ସାନପୁଅ ଙ୍କ ସମ୍ବନ୍ଧରେ ଯିଏ ଅବିକଳ ନିଜ ପିତା ଙ୍କ ଭଳି ଦେଖିବାକୁ । ମିଥୁନ ଚକ୍ରବର୍ତ୍ତୀ ଙ୍କ ସାନ ପୁଅ ଙ୍କ ନାମ ନମାସୀ ଚକ୍ରବର୍ତ୍ତୀ ଅଟେ । ବର୍ତ୍ତମାନ ସେ ନିଜର ପାଠ ପଢ଼ା ପୂରଣ କରୁଛନ୍ତି । ନମାସୀ ଚକ୍ରବର୍ତ୍ତୀ ଅବିକଳ ନିଜ ପିତା ଙ୍କୁ ଭଳି ଦେଖିବାକୁ ।

ଯାହା ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ନମାସୀ ଚକ୍ରବର୍ତ୍ତୀ ଙ୍କ ଫଟୋ ଦେଖିଲେ ଏପରି ଲାଗେ ଯେପରି ତାହା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ଯୌବନ ସମୟର ଫଟୋ । ନମାସୀ ଚକ୍ରବର୍ତ୍ତୀ ଙ୍କୁ ଆପଣ ଏହି ଫଟୋ ମାଧ୍ୟମରେ ଦେଖି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେଉଥିବେ କାରଣ ସେ ଅବିକଳ ନିଜ ପିତା ଙ୍କ ଭଳି ଦେଖିବାକୁ ।

ନମାସୀ ଚକ୍ରବର୍ତ୍ତୀ ଙ୍କୁ ନିଜ ପିତା ଙ୍କ କାର୍ବନ କପି କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନମାସୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜ କ୍ୟାରିଆର ଆରମ୍ଭ କରିବେ ବୋଲି ଭାବୁଛନ୍ତି ଏବଂ ହୁଏତ ଖୁବ ଶୀଘ୍ର ଭବିଷ୍ୟତରେ ଆପଣ ନମାସୀ ଚକ୍ରବର୍ତ୍ତୀ ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ବଡ଼ ପରଦା ରେ ଦେଖିବାକୁ ପାଇବେ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ନୂଆ ନୂଆ ବଲିଉଡ ଖବର ସବୁବେଳେ ଆଣିଦେଉ, ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ନିଅନ୍ତୁ ଏବଂ ଏହାକୁ ସେୟାର୍ ମଧ୍ୟ କରନ୍ତୁ ଧନ୍ୟବାଦ।