ଆଜି ଏତେ ବର୍ଷ ପରେ ବହୁତ ବଦଳି ଯାଇଛନ୍ତି Salman Khan ଙ୍କ ଫିଲ୍ମ “ଜୟ ହୋ” ର କୁନି ଝିଅ ସାରା, ଦେଖା ଯାଆନ୍ତି କିଛି ଏମିତି….

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ତେବେ ବନ୍ଧୁଗଣ ଆପଣ “ଜୟ ହୋ” ଫିଲ୍ମ ତ ନିଶ୍ଚୟ ଦେଖିଥିବେ । ତେବେ ଆପଣ ଏଥିରେ ଅଭିନୟ କରିଥିବା ଶିଶୁ କଳାକାର ସାରା ଙ୍କୁ ତ ନିଶ୍ଚୟ ମନେ ରଖିଥିବେ ।

ବନ୍ଧୁଗଣ ଏହି ଫିଲ୍ମ ରେ ଅଭିନୟ କରିଥିବା ଏହି ଶିଶୁ କଳାକାର ଜଣଙ୍କ ବର୍ତ୍ତମାନ ସମୟ ରେ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ତାଙ୍କ ଵିଷୟ ରେ ଆହୁରି ଅଧିକ କିଛି କଥା ଜାଣିବା । ବନ୍ଧୁଗଣ ଜୟ ହୋ ଫିଲ୍ମ ରେ ଅଭିନୟ କରିଥିବା ଏହି ଶିଶୁ କଳାକାର ସାରା ଉଭୟ ତାମିଲ, ତେଲୁଗୁ ଓ ହିନ୍ଦୀ ଫିଲ୍ମ ରେ ଶିଶୁ କଳାକାର ଭାବରେ କାମ କରିଛନ୍ତି ।

ତାଙ୍କୁ ବର୍ତ୍ତମାନ ୧୫ ବର୍ଷ ବୟସ ହୋଇଛି । ତାଙ୍କର ପୁରା ନାମ ହେଉଛି ସାରା ଅର୍ଜୁନ । ନିକଟରେ ତାଙ୍କର ଏକ ଫୋଟୋ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥିଲା । ଏହି ଫୋଟୋ ରେ ସେ ନିଜ ମାଆ ଙ୍କ ସହିତ ହୋଲି ଖେଳୁଥିବାର ନଜର ଆସିଥିଲେ ।ସେ ଏହି ଫୋଟୋ ରେ ବହୁତ ସୁନ୍ଦର ଦେଖା ଯାଉଥିଲେ । ସେ ଅନେକ ସମୟ ରେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହୁଥିବା ର ନଜର ଆସିଥାନ୍ତି ।

ସେ ସୋସିଆଲ ମିଡ଼ିଆ ରେ ତାଙ୍କର ଅନେକ ଗୁଡିଏ ଫୋଟୋ ପୋଷ୍ଟ କରିଛନ୍ତି । ସେ ଏହି ଫୋଟୋ ଗୁଡିକ ରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ବିଭିନ୍ନ ପ୍ରକାର ପୋଜ ଦେଇ ଅନେକ ଫୋଟୋ ଉଠାଇଛନ୍ତି ଏବଂ ଏହାକୁ ସୋସିଆଲ ମିଡ଼ିଆ ରେ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫୋଟୋ ଗୁଡିକ ରେ ସେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଓ କ୍ୟୁଟ ଦେଖା ଯାଉଛନ୍ତି । ସେ “ଜୟ ହୋ” ଫିଲ୍ମ ରେ ଶିଶୁ କଳାକାର ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତାଙ୍କର ଏହି ଫିଲ୍ମ ରେ ଶିଶୁ କଳାକାର ଭାବରେ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ତାଙ୍କର ଅଭିନୟ ପ୍ରତି ଏପରି ରୁଚି ଥିବାର ଦେଖି ଲାଗେ ଯେ ସେ ଭବିଷ୍ୟତ ରେ ମଧ୍ୟ ଅଭିନୟ ରେ ନିଜର କ୍ୟାରିଅର ଗଢି ପାରନ୍ତି । ବର୍ତ୍ତମାନ ସମୟ ରେ ସେ ପାଠ ପଢୁଛନ୍ତି । ପାଠ ପଢିବା ସହିତ ସେ ଶିଶୁ କଳାକାର ଭାବରେ ମଧ୍ୟ ଅନେକ ଫିଲ୍ମ ରେ ନଜର ଆସିଥାନ୍ତି । ବନ୍ଧୁଗଣ ଆପଣଂକୁ ସାରା ଅର୍ଜୁନ କିପରି ଲାଗନ୍ତି ନିଶ୍ଚୟ ଆମକୁ ଜଣାଇବେ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।