Vastu Tips- ମରିଗଲେ ବି ଏହି 2 ଟି ଜିନିଷ ର ଦାନ ଭୁଲରେ ମଧ୍ୟ କରିବେ ନାହିଁ, ଦୁଃଖ, ଦରିଦ୍ରତା, ଗରିବୀ କେବେ ହେଲେ ପିଛା ଛାଡିବନି

ଶାସ୍ତ୍ର ଅନୁସାରେ ଦାନ କରିବା ଏକ ମହତ କାର୍ଯ୍ୟ ହୋଇଥାଏ । ଏହାଦ୍ୱାରା ବ୍ୟକ୍ତିକୁ ତାର କୋଟି କୋଟି ଜନ୍ମର ପୁଣ୍ୟ ମିଳିଥାଏ । ମାନ୍ୟତା ଅଛି କି ଦାନ କରିବା ଦ୍ୱାରା ବ୍ୟକ୍ତି ବହୁତ ସମସ୍ୟା ଦୂର ହୋଇଥାଏ । ଏହା ସହ ଭଗବାନଙ୍କର ଆଶୀର୍ବାଦ ମିଳିଥାଏ ଯାହାଫଳରେ କି ମନୁଷ୍ୟକୁ ଜୀବନରେ ବହୁତ ସୁଖ ଶାନ୍ତି ମିଳିଥାଏ ଓ ଧନ ଧାନ୍ୟରେ ଘର ଭରି ଉଠେ । କିନ୍ତୁ ମନୁଷ୍ୟ ତାର ଅଜାଣତରେ ଏପରି କିଛି ଜିନିଷ ଦାନ କରିଦିଏ ଯାହା ଫଳରେ ତାକୁ ଦାରିଦ୍ର୍ୟତାର ସମ୍ମୁଖିନ ହେବାକୁ ପଡିଥାଏ ।

ଆମ ଶାସ୍ତ୍ରରେ କୁହାଯାଇଛିକି କିଛି ଏମିତି ଜିନିଷ ଦାନ କରିବା ମହାପାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧- ଭୁଲରେବି କାହାକୁ ମୁନିଆ କିମ୍ବା ଧାରୁଆ ଜିନିଷ ଦାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଘରର ଶୁଖ ଶାନ୍ତି କ୍ଷୁର୍ଣ୍ଣ ହୋଇଥାଏ ।

୨ – ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ଶନି ଦୋଷ ଥାଏ ତାକୁ ତେଲ ଦାନ କରିବା ଉଚିତ । କିନ୍ତୁ ଏହି ଖରାପ ହୋଇନଥିବା ଆବଶ୍ୟକ । ଖରାପ ତେଲ ଦାନ କରିବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

୩ – ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି କି ପ୍ଲାଷ୍ଟିକ ହେଉ କି ଷ୍ଟିଲ ର ବାସନ କୁସନ ଦାନ କରିବା ଉଚିତ ନୁହେଁ । ଷ୍ଟିଇଲ ବାସନ କୁସନ ଦାନ କରିବା ଦ୍ୱାରା ଶୁଖ ଶାନ୍ତି ହ୍ରାସ ହୋଇଥାଏ ଓ ପ୍ଲାଷ୍ଟିକର ବାସନ କୁସନ ଦାନ କରିବା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇଥାଏ ।

୪ – ବାସୀ ଖାଦ୍ୟ କାହାକୁ ଦାନ କରିବା ଉଚିତ ନୁହେଁ । ବାସୀ ଖାଦ୍ୟ ଦାନ କରିବା ଦ୍ୱାରା ଘର ପରିବାର ସଦସ୍ୟଙ୍କର ଶରୀର ଖରାପ ହୋଇଥାଏ । ଏବଂ ଧନ ର ମଧ୍ୟ କ୍ଷୟ ହୋଇଥାଏ । ଘର ସଦସ୍ୟ କୌଣସି କୋଟ କଚେରୀ ମାମଲାରେ ପଡିପାରନ୍ତି ଏଥିପାଇଁ ବାସୀ ଖାଦ୍ୟ କାହାକୁ ବି ଦାନ କରିବା ଉଚିତ ନୁହେଁ ।

୫ – ଶାସ୍ତ୍ର ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନଆଯାଏ । ଏଥିପାଇଁ କେବେବି ଝାଡୁର ଦାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ  ହୋଇଥାନ୍ତି । ଯାହାଫଳରେ ଘରର ଧନ କ୍ଷୟ ହେବାକୁ ଲାଗିଥାଏ ଓ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ ।

୬ – ଆପଣ କୌଣସି ପୁରୁଣା ବା ମଇଳା କପଡାର ଦାନ କରିବା ଉଚିତ ନୁହେଁ । ଖାସ କରି କୌଣସି ବ୍ରାହ୍ମଣଙ୍କୁ କେବେବି ହେଲେ ପୁରୁଣା ବସ୍ତ୍ର ଦାନ କରିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । କିନ୍ତୁ କୌଣସି ଗରିବ ବ୍ୟକ୍ତିଙ୍କୁ ପୁରୁଣା ବସ୍ତ୍ର ଦାନ କରିପାରିବେ କିନ୍ତୁ ମଇଳା ବସ୍ତ୍ର ନୁହେଁ ।

୭ – ଚିରା ଫଟା ଗ୍ରନ୍ଥ ବା ବହି ଦାନ କରିବା ଉଚିତ ନୁହେଁ । ଏହାଦ୍ୱାରା ଆପଣ ସବୁବେଳେ ସମସ୍ୟା ଘେରରେ ରହିଥିବେ । କିନ୍ତୁ ନୂତନ ଗ୍ରନ୍ଥ ଦାନ କରିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।