ବଲୀଉଡରୁ ଗାୟବ ହୋଇ ଯାଇଛନ୍ତି ଏହି ହଟ ହିରୋଇନ, ରାସ୍ତା ଉପରେ ଖାଉଥିଲେ ଗୋଲା, କେହି ବି ଚିହ୍ନି ପାରିଲେ ନାହିଁ, ଆପଣ ବି ଦେଖନ୍ତୁ କିଏ ସେ

ମଲ୍ଲିକା ଶେହରାବତଙ୍କର ନାମ ବଲୀଉଡର ସବୁଠୁ ହଟ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସିଥାଏ । କିନ୍ତୁ ସେ ଆଜିକାଲି ବଲୀଉଡରୁ ଦୂରେଇ ଯାଇଛନ୍ତି । ମଲ୍ଲିକାଙ୍କର ସବୁଠୁ ଅଧିକ ଚର୍ଚା ଫିଲ୍ମ ‘ମର୍ଡର’ରେ ହୋଇଥିଲା । ମଲ୍ଲିକାଙ୍କର ଏହି ଫିଲ୍ମ ସୁପରହିଟ ହୋଇଥିଲା ଓ ଏହି ଫିଲ୍ମ ତାଙ୍କୁ ରାତା ରାତି ଷ୍ଟାର କରିଦେଲା । ମଲ୍ଲିକା ବଲୀଉଡର ପ୍ରଥମ ଏମିତି ହିରୋଇନ ଥିଲେ ଯିଏକି ବୋଲ୍ଡ ସିନ ଦେଇଥିଲେ ।

କହିଦେଉଛୁ ଯେ ମଲ୍ଲିକା ଶେହରାବତ ମଲ୍ଲିକାଙ୍କର ଅସଲ ନାମ ନୁହେଁ । ତାଙ୍କର ଅସଲ ନାମ ରିମା ଲାମ୍ବା ଅଟେ । ମଲ୍ଲିକା ହରିୟାଣାର ଗ୍ରାମ ହିସାରର ଏକ ଛୋଟ ଗ୍ରାମ ମୋଥରେ ଜନ୍ମ ଗ୍ରହଣ କରିଥିଲେ । ଆଜିର ଏହି ପୋସ୍ଟରେ ଆମେ ମଲ୍ଲିକାଙ୍କ ବିଷୟରେ ଏଥିପାଇଁ କହୁଛୁ କାରଣ ବର୍ତ୍ତମାନ ହିଁ ମଲ୍ଲିକାଙ୍କୁ ଦେସୀ ଗର୍ଲ ଅବତାରରେ ସ୍ପଟ କରାଯାଇଛି । ସ୍ପଟ କରାଯାଇଥିବା ଫଟୋରେ ସେ ରାସ୍ତା ନିକଟରେ ବାଇଗଣି ରଙ୍ଗର ସୁଟ ପିନ୍ଧି ଚୁସ୍କି ଖାଉ ଥିଲେ । କହିବାକୁ ଗଲେ ମଲ୍ଲିକାଙ୍କୁ ସବୁବେଳ ହଟ ଲୁକରେ ଦେଖାଯାଏ । ସେଥିପାଇଁ ତାଙ୍କୁ ଏହିଭଳି ଅବତାର ଦେଖି ଚିହ୍ନିବା କଷ୍ଟକର ହୋଇଯାଇଥିଲା ।

ବୋଧେ କେହି ତାଙ୍କୁ ଚିହ୍ନି ପାରିଥିବେ, ବଲୀଉଡର ଏହି ବଡ ଅଭିନେତ୍ରୀ ଏହିଭଳି ଭାବରେ ରାସ୍ତା ନିକଟରେ ଚୁସ୍କି ଖାଇବା ପାଇଁ ବୁଲୁଛି ।

ଫିଲ୍ମରେ ନ୍ୟୂଡ ସିନ ଦେଇସାରିଥିବା ମଲ୍ଲିକା ସୁଟରେ ପୁରା ସଂସ୍କାରୀ ନଜର ଆସୁଛନ୍ତି । ଏହି ଫଟୋରେ ମଲ୍ଲିକା ଠେଲାବାଲା ପାଖରେ ଚୁସ୍କି କିଣିବା ପାଇଁ ଛିଡା ହୋଇଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ରାସ୍ତାରେ ଏତେ ବଡ ଷ୍ଟାର ପାଖରେ କେହି ବି ନ ଥିଲେ । ତାଙ୍କ ଆଖ ପାଖରେ କେହି ବି ନାହାନ୍ତି । କିଛି ହିଟ ଫିଲ୍ମ କରିବା ପରେ ମଲ୍ଲିକାଙ୍କୁ ଭଲ ଫିଲ୍ମ ମିଳିବା ବନ୍ଦ ହୋଇ ଯାଇଥିଲା । ସେଥିପାଇଁ ଅଭିନେତ୍ରୀ ଛଡା ସେ ଆଇଟମ ଗର୍ଲ ରୂପରେ ବି ନଜର ଆସିଥିଲେ ।

ଫିଲ୍ମରେ ଆସିବା ପୂର୍ବରୁ ମଲ୍ଲିକା ଏକ ଏୟାରଲାଇନ କମ୍ପାନୀ ପାଇଁ ଏୟାର ହୋସ୍ଟେସର କାମ ବି କରୁଥିଲେ । ମଲ୍ଲିକାଙ୍କର ଘରଲୋକ ଚାହୁଁ ନ ଥିଲେ କି ସେ ଅଭିନେତ୍ରୀ ହୁଅନ୍ତୁ । କିନ୍ତୁ ମଲ୍ଲିକା ନିଜର ଘର ଲୋକମାନଙ୍କୁ ମନାଇବାକୁ ଚେଷ୍ଟା କରିଲେ କିନ୍ତୁ ଯେତେବେଳେ ସେମାନେ ମାନିଲେ ନାହିଁ ତେବେ ସେ ଘରୁ କିଛି ଗହଣା ଚୋରୀ କରି ପଳାଇଲେ । ଫିଲ୍ମକୁ ଆସିବା ପୂର୍ବରୁ ମଲ୍ଲିକା ମଡେଲିଙ୍ଗ ବି କରୁଥିଲେ । ମଲ୍ଲିକା କେବଳ ବଲୀଉଡରେ ନୁହେଁ ହଲିଉଡରେ ବି କାମ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।