ଟ୍ରେଡିଶନଲ ଲୁକରେ ନଜର ଆସିଲେ ରେଖା – ଆଲିୟା, ତ ଶିଳ୍ପା ଶେଟ୍ଟୀ ଏୟାରପୋର୍ଟରେ ଦେଖାଇଲେ…, ଦେଖନ୍ତୁ

ବଲୀଉଡର ଷ୍ଟାରମାନେ ଯେମିତି ହିଁ ନିଜ ଘରୁ ବାହାରକୁ ବାହାରନ୍ତି, ସେମିତି ହିଁ ସେମାନେ ପୈପରାଜୀର କ୍ୟାମାରାରେ ଚାଲି ଆସନ୍ତି, ଯାହାର ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ଫଟୋକୁ ଫ୍ୟାନମାନଙ୍କ ଦ୍ଵାରା ବହୁତ ପସନ୍ଦ ବି କରାଯାଏ । ଏହି ଆଧାରରେ ଏଥର ପୈପରାଜୀ କ୍ୟାମାରାରେ ଆସିଗଲେ ଆଲିୟା ଭଟ୍ଟ, ରେଖା ଓ ଅନନ୍ୟା ପାଣ୍ଡେଙ୍କ ଭଳି ଅଭିନେତ୍ରୀମାନେ । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ହଙ୍ଗାମା କରୁଛି ।

ୱାନ ପିସ ଡ୍ରେସରେ ନଜର ଆସିଲେ ଅନନ୍ୟା ପାଣ୍ଡେ

କରଣ ଜୌହରଙ୍କର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର – ୨’ ରୁ ବଲୀଉଡରେ ଡେବ୍ୟୁ କରିଥିବା ଅନନ୍ୟା ପାଣ୍ଡେ ବର୍ତ୍ତମାନ ଦିନରେ ଇଣ୍ଟର୍ନେଟରେ ହଙ୍ଗାମା କରୁଛନ୍ତି । ଅନନ୍ୟା ପାଣ୍ଡେଙ୍କର ଫ୍ୟାନ ଫଲୋଇଂ ବି ଜବରଦସ୍ତ ହୋଇ ଯାଇଛି । ଏହା ଛଡା ସେ ନିଜର ଅପକମିଂଗ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ରେ ବ୍ୟସ୍ତ ଅଛନ୍ତି । ଏ ସବୁ ମଧ୍ୟରେ ସେ ରାସ୍ତା ମଝିରେ ସ୍ପଟ ହୋଇଗଲେ, ଯେଉଁଥିରେ ସେ ୱାନ ପିସ ଡ୍ରେସ ପିନ୍ଧି ଥିଲେ । ଯାହାକୁ ଦେଖି ତାଙ୍କର ଫ୍ୟାନମାନେ ତାଙ୍କର ପ୍ରଶଂସା କରୁଛନ୍ତି ।

ଶିଳ୍ପା ଶେଟ୍ଟୀ ଦେଖାଇଲେ ଟଶନ

ମୁମ୍ବାଇ ଏୟାରପୋର୍ଟରେ ଶିଳ୍ପା ଶେଟ୍ଟୀ ବି କ୍ୟାମରାରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କର ଏକ ଅଲଗା ହିଁ ଟଶନ ଦେଖା ଯାଉଥିଲା । ଶିଳ୍ପା ଶେଟ୍ଟୀ ଏହି ସମୟରେ ବହୁତ କୁଲ ନଜର ଆସୁଥିଲେ ଓ ସେ ବହୁତ ଖୁସି ମଧ୍ୟ ଥିଲେ ।

ଟ୍ରେଡିଶନଲ ଲୁକରେ ନଜର ଆସିଲେ ଆଲିୟା ଭଟ୍ଟ

ବଲୀଉଡର ଚୁଲବୁଲୀ ଗର୍ଲ ନାମରେ ଫେମସ ଆଲିୟା ଭଟ୍ଟ ଏହି ସମୟରେ ପ୍ରାୟତଃ ଟ୍ରେଡିଶନଲ ଲୁକରେ ହିଁ ନଜର ଆସୁଛନ୍ତି । ଏହା ମଧ୍ୟରେ ଆଲିୟା ଭଟ୍ଟ ସଲ୍ୱାର ଶୁଟରେ ନଜର ଆସିଲେ, ଯେଉଁଥିରେ ସେ ସ୍ମାଇଲ ଦେଉଥିଲେ । କହିଦେଉଛୁ ଯେ ଆଲିୟା ଭଟ୍ଟ ସଡକ – ୨ର ଗୀତର ଶୁଟିଙ୍ଗ ପାଇଁ କ୍ୟାମାରାରେ ନଜର ଆସିଥିଲେ ।

ଟ୍ରେଡିଶନଲ ଲୁକରେ ନଜର ଆସିଲେ ସଦାବହାର ଅଭିନେତ୍ରୀ

ବଲୀଉଡର ସଦାବହାର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ରେଖା ଟ୍ରାଡିସନଲ ଲୁକ ରେ ନଜର ଆସିଲେ । ରେଖାଙ୍କର ଲୁକ ବହୁତ ଭିନ୍ନ ଥିଲା । ପ୍ରକୃତରେ ରେଖା ଡିଜାଇନର ମନୀଷ ମଲ୍ହୋତ୍ରାଙ୍କ ସହ ସାକ୍ଷାତ ସମୟରେ ନଜର ଆସିଥିଲେ । ଏହି ସମୟରେ ରେଖା ଧଳା ଡ୍ରେସ ପିନ୍ଧି ଥିଲେ । ତାଙ୍କର ଏହି ଲୁକ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।