୨୦୨୦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଡିଆ ହୀରୋ-ହିରୋଇନ

ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ସାନଦାର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଓଡିଆ ଜଗତରେ ହିଟ ଫିଲ୍ମ ଦେଇ ଓଡିଆ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାରେ ମୁଖ୍ୟ ଭୂମିକାରେ ରହିଛନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ଲୁକ, ବ୍ୟକ୍ତିତ୍ବ, ଷ୍ଟାଇଲ, କଳା ଓ ଭଲ ବ୍ୟବହାର ପାଇଁ ଆଜିକା ଡେଟରେ ଓଡିଆ ଇଣ୍ଡଷ୍ଟ୍ରିରେ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି ।

କିଛି କଳାକାର ମାନେ ଅଭିନୟ ଦୁନିଆରେ ରହି ସେହି ଦୁନିଆର କଳାକାର ମାନଙ୍କ ସହ ପ୍ରେମ କରି ବିବାହ ମଧ୍ୟ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ୨୦୨୦ରେ  ବିବାହ ବନ୍ଧନରେ ସବୁ ଦିନ ପାଇଁ ବାନ୍ଧି ହୋଇଛନ୍ତି ।

୧- “ଝିଲିକ” : ଓଡିଆ ଜଗତର ଅଭିନେତ୍ରୀ ଝିଲିକଙ୍କୁ କିଏ ନ ଜାଣିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଫିଲ୍ମ ଗୁଡିକ ମଧ୍ୟ ସେତିକୁ ଜବରଦସ୍ତ ଅଟେ । ଗତ କିଛି ଦିନ ହେବ ଅଭିନେତ୍ରୀ ଝିଲିକ ବିଧାୟକ ପୁପିନ୍ଦର ଘରୋଇଙ୍କୁ ବିବାହ କରିଛନ୍ତି ।

୨- “ତୁଷାର ଓ ମାହି” : ଓଡିଆ ଜଗତର ଟିଭି ସିରିଏଲେରେ ପ୍ରସାରିତ ହେଉଥିବା ଅନେକ କାର୍ଯ୍ୟ କ୍ରମ ଗୁଡିକରେ ଅଭିନେତା ତୁଷାର ଓ ଅଭିନେତ୍ରୀ ମାହି ଅଭିନୟ କରି ନିଜର ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ତୁଷାର ଓ ମାହି ପ୍ରେମ କରି ପରସ୍ପର ସହ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

୩- “ଶୁଭସ୍ମିତା” : ଓଡିଆ ଜଗତରେ ଟିଭି ସିରିଏଲରେ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ନିଜର ଜବରଦସ୍ତ ଅଭିନୟ ପାଇଁ ଅଭିନେତ୍ରୀ ଶୁଭସ୍ମିତା ଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ସେ ଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

୪- “ଅର୍ଦ୍ଧେନ୍ଦୁ” : ଓଡିଆ ଜଗତର ଅଭିନେତା ଅର୍ଦ୍ଧେନ୍ଦୁ ଅନେକ ଫିଲ୍ମରେ ଅଭିନୟ କରି ନିଜର ବେଷ୍ଟ ଦେଇଛନ୍ତି । ସେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥିଙ୍କ ସହ ବିବାହ କରିଛନ୍ତି ।

୫- “ଅମ୍ଳାନ”: ଓଡିଆ ଜଗତର ଅଭିନେତା ଅମ୍ଳାନ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ସେ ଭୂମିକାଙ୍କ ସହ ବିବାହ ବନ୍ଧରେ ବାନ୍ଧ ହୋଇଛନ୍ତି ।

୬- “ପ୍ରିୟଙ୍କା” : ତରଂଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ତେଜସ୍ବିନୀ”ରେ ଅଭିନେତ୍ରୀ ପ୍ରିୟଙ୍କା ନିଜର ଜବରଦସ୍ତ ଅଭିନୟ ଦେଇଥିଲେ । ଗତ କିଛି ଦିନ ହେବ ସେ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ।

୭- “ସୋନାଲି”: ଟିଭି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ସୋନାଲି ଗତ କିଛି ଦିନ ତଳେ ବିବାହ କରିଛନ୍ତି ।

୮- “ଦୀପ୍ତିରେଖା” : ଓଡିଆ ଜଗତର ସୁପରଷ୍ଟାର ଗାୟିକା ଦିପ୍ତିରେଖା ନିଜର ସୁନ୍ଦର ଗୀତ ପାଇଁ ପରିଚିତ ଅଟନ୍ତି । ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

୯- “କାମିନି” : ଓଡିଆ ସିରିଏଲ “କୁଆଁରୀ ବୋହୁ”ରେ ଅଭିନେତ୍ରୀ କାମିନି ଅଭିନୟ କରିଛନ୍ତି । ସେ ଗତ କିଛି ଦିନ ତଳେ ବିବାହ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।