ସାରା ଅଲୀ ଖାନ କରୀନାଙ୍କ ଭାଇଙ୍କୁ କରିବାକୁ ଚାହୁଁଥିଲେ ବିବାହ, ବାପା ସୈଫଙ୍କୁ କହିଦେଇଥିଲେ ନିଜ ହୃଦୟର କଥା, ଆଉ ତା ପରେ…

ବଲୀଉଡ ଦୁନିଆରେ ବହୁତ ଭଲ କଳାକାର ଅଛନ୍ତି । ବଲୀଉଡର କଳକାର ମାନେ ନିଜ ଅଭିନୟ ଉପରେ କରନ୍ତି କିନ୍ତୁ ତାଙ୍କର ଭାଗ୍ୟର ନିଷ୍ପତି ଦର୍ଶକମାନେ ହିଁ କରିଥାନ୍ତି । ବର୍ତ୍ତମାନ ହିଁ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନଙ୍କର ଦୁଇଟି ଫିଲ୍ମ ରିଲିଜ ହୋଇଯାଇଛି । ଏବଂ ଏହି ଫିଲ୍ମ ଗୁଡିକ ବହୁତ ହିଟ ମଧ୍ୟ ହୋଇଛି । କିନ୍ତୁ ଏହା ମଧ୍ୟରେ ସାରା ଅଲୀ ଖାନ ଏକ ଆଶ୍ଚର୍ଯ୍ୟ କରିଦେବା ବୋଲି କଥା କହିଛନ୍ତି । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

Image courtesy: Google

ସାରା ଅଲୀ ଖାନ ବର୍ତ୍ତମାନ କିଛି ଦିନ ତଳେ ହିଁ ନିଜର ବାପା ସୈଫଙ୍କ ସହିତ କରଣଙ୍କ ଶୋ କୁ ଆସିଥିଲେ । ଏଠି ସାରା ନିଜ ପର୍ସନଲ ଏବଂ ପ୍ରୋଫେଶନଲ ଲାଇଫ ସହିତ ଜଡିତ କିଛି ରାଜ ବିଷୟରେ କହିଛନ୍ତି ।

ରଣବୀର କପୂରଙ୍କ ସହ ବାହା ହେବାକୁ ଚାହୁଁଛନ୍ତି ସାରା ଅଲୀ ଖାନ

Image courtesy: Google

ଏହି ସମୟରେ କରଣ ସାରାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଏବଂ ଯାହାର ଉତ୍ତର ସାରା ନିଜର ହୃଦୟ ସହିତ ଦେଇଛନ୍ତି । ସାରା ରଣବୀର କପୂରଙ୍କୁ ମାନେ ନିଜ ସାବତ ମା କରିନାଙ୍କ ଭାଇଙ୍କ ସହିତ ବାହା ହେବାକୁ ଚାହୁଁଛନ୍ତି । ଏତିକି ନୁହେଁ ସାରା ରଣବୀରଙ୍କୁ ଡେଟ ମଧ୍ୟ କରିବାକୁ ଚାହୁଁଛନ୍ତି । ଏହା ପରେ କରଣ ଯେତେବେଳେ ସାରାଙ୍କୁ ପଚାରିଲେ କି ସେ ଡେଟରେ କାହା ସହିତ ଯିବାକୁ ଚାହାନ୍ତି ତେବେ ସେ କହିଲେ କି ସେ କାର୍ତିକ ଆର୍ୟନକୁ ଡେଟ କରିବାକୁ ଚାହୁଁଛନ୍ତି ।

ସାରା ଅଲୀ ଖାନଙ୍କର ବୟଫ୍ରେନ୍ଡକୁ ଏହି ପ୍ରଶ୍ନ ପଚାରିବେ ସୈଫ

Image courtesy: Google

କରଣ ଜୋହର ଏହି ଏପିଶୋଡରେ ସୈଫ ଅଲୀ ଖାନଙ୍କୁ ପଚାରିଲେ ଯେ ତୁମେ ସାରାଙ୍କର ବୟଫ୍ରେନ୍ଡକୁ କେଉଁ ସବୁ ପ୍ରଶ୍ନ ପଚାରିବ ? ସୈଫ କହିଲେ କି ମୁଁ ତାଙ୍କୁ ପଲିଟିକଲ ଭିଉଜ ଏବଂ ଡ୍ରଗ୍ସ ବିଷୟରେ ପ୍ରଶ୍ନ ପଚାରିବି । ଏହା ଛଡା ମୋ ଝିଅ ଯାହାକୁ ବି ପସନ୍ଦ କରିବ ତାହା ସହିତ ବାହାଘର କରିବା ପାଇଁ ମୋର କିଛି ଅସୁବିଧା ନାହିଁ ।

ସୈଫ ଆଗକୁ କହିଲେ କି ମୋ ଝିଅ ସହିତ ବାହା ହେବା ପାଇଁ ତାଙ୍କ ପାଖରେ ଟଙ୍କା ନିଶ୍ଚିତ ଥିବା ଦରକାର, ଯଦି ଟଙ୍କା ଅଛି ତେବେ ସେ ମୋ ଝିଅକୁ ବାହା ହୋଇ ପାରିବ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।