ଜାଣନ୍ତୁ ସବୁଠୁ ମହଙ୍ଗା ଘର କାହାର, Priyanka, Katrina, Deepika, Kangna

ବର୍ତ୍ତମାନ ସମୟରେ ବଲୀଉଡର ଅଭିନେତ୍ରୀମାନେ ହଲିଉଡର ଅଭିନେତ୍ରୀମାନଙ୍କ ଠାରୁ କୌଣସି ବି ମତରେ କମ ନୁହନ୍ତି । ସେମାନେ ନିଜର ଷ୍ଟାଇଲିସ ଲୁକ, ଅଭିନୟ ଦ୍ଵାରା ହଲିଉଡର ଅଭିନେତ୍ରୀମାନଙ୍କୁ ବି ଟକ୍କର ଦେଇଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ବଲୀଉଡର ଅଭିନେତ୍ରୀମାନେ ନିଜର ଅଭିନୟ ଓ ଷ୍ଟାଇଲିସ ଲୁକ ଦ୍ଵାରା କୋଟି କୋଟି ଦର୍ଶକମାନଙ୍କର ହୃଦୟ ଜିତିଛନ୍ତି ।

କିନ୍ତୁ ଏଥିପାଇଁ ଏମାନେ ବହୁତ ପରିଶ୍ରମ ବି କରନ୍ତି ଓ ଏହି ପରିଶ୍ରମର ଫଳ ସ୍ୱରୂପ ଏମାନେ କୋଟି କୋଟି ଟଙ୍କା ନେଇଥାନ୍ତି ଓ ନିଜେ ଏକ ଭଲ ଲାଇଫ ଷ୍ଟାଇଲରେ ଜୀବନ ବ୍ୟତୀତ କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ଟପ ଅଭିନେତ୍ରୀମାନଙ୍କର ଘର ବିଷୟରେ କହିବୁ ।

ଆଲିୟା ଭଟ୍ଟ

ଫଟୋରେ ଯେମିତି ଦେଖି ପାରିବେ କି ଏହା ଆଲିୟା ଭଟ୍ଟଙ୍କ ଘର ଅଟେ । ଯାହାକି ବହୁତ ସୁନ୍ଦର ଅଟେ । ଏହାର ଲୁକ ବି ଭଲ ଅଟେ । ଯଦି ଏହି ଘରର ମୂଲ୍ୟ ବିଷୟରେ କହିବା ତେବେ ଏହି ଘରର ଦାମ ପାଖାପାଖି ୧୦ କୋଟି ଟଙ୍କା ଅଟେ । ଆଲିୟା ଭଟ୍ଟଙ୍କ ଏହି ଘର ମୁମ୍ବାଇରେ ଅବସ୍ଥିତ ।

କଙ୍ଗନା ରାଣାୱତ

କଙ୍ଗନା ରାଣାୱତଙ୍କ ବହୁତ ପପୁଳାର ଅଭିନେତ୍ରୀ ଅଟନ୍ତି । ତାଙ୍କର ଘର ବି ଆପଣ ଦେଖି ପାରିବେ । କଙ୍ଗନା ରାଣାୱତଙ୍କ ଘର ବି ଅନ୍ୟ ବଲୀଉଡ ଅଭିନେତ୍ରୀଙ୍କ ଘର ଭଳି ବହୁତ ଶାନଦାର ଅଟେ । କଙ୍ଗନା ରାଣାୱତଙ୍କ ଘରର ମୂଲ୍ୟ ପାଖାପାଖି ୭ କୋଟି ଟଙ୍କା ଅଟେ ।

କଟରୀନା କୈଫ

କଟରୀନା କୈଫଙ୍କ ଘରର ଲୁକ ଦେଖନ୍ତୁ ଯାହାକି ବହୁତ ସୁନ୍ଦର ଅଟେ । କଟରୀନା କୈଫଙ୍କ ଘରର ବଜଟ ବିଷୟରେ କହିବା ତ ଏହାର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ଅଟେ ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମାଙ୍କ ଘରର ଫଟୋ ବି ଆପଣ ଦେଖି ପାରିବେ । ତାଙ୍କର ଘର ବି ବହୁତ ସୁନ୍ଦର ଅଟେ ଓ ତାଙ୍କର ଏହି ଆଲିଶାନ ଘରର ମୂଲ୍ୟ ୮ କୋଟି ଟଙ୍କା ଅଟେ ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣଙ୍କ ଘର ବି ଅନ୍ୟ ବଲୀଉଡ ଅଭିନେତ୍ରୀଙ୍କ ଭଳି ବହୁତ ସୁନ୍ଦର ଅଟେ । ଦୀପିକା ପାଦୁକୋଣଙ୍କ ଘର ମୁମ୍ବାଇରେ ଅବସ୍ଥିତ । ଏହି ଘରର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ଅଟେ ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡାଙ୍କ ଘର ଅନ୍ୟ ଷ୍ଟାରମାନଙ୍କ ଅପେକ୍ଷା ବହୁତ ମହଙ୍ଗା ଅଟେ ଓ ତାଙ୍କର ଏହି ଘରର ମୂଲ୍ୟ ୨୫ ରୁ ୩୦ କୋଟି ଟଙ୍କା ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।