ଟିଭିର ଏହି 5 ପପୁଲାର ହିରୋଇନ ଲକଡାଉନରେ ବନିଗଲେ ମା, ନିଜେ ଶେୟାର କଲେ ଫୋଟୋ ଦେଖନ୍ତୁ

କହିବାକୁ ଗଲେ କରୋନା ଭାଇରସ କାରଣରୁ ଲକଡାଉନ ମଧ୍ୟରେ ବଲୀଉଡ ଇଣ୍ଡସ୍ତ୍ରୀର କିଛି ଅଭିନେତ୍ରୀ ମାନେ ମା ହେବାର ଖୁସି ଖବର ସମସ୍ତଙ୍କୁ ଦେଇଥିଲେ । ବଲିଉଡର କିଛି କଳାକାର ମା ହୋଇଥିବାର ଆପଣମାନେ ଜାଣିଥିବେ ସୋସିଆଲ ମିଡ଼ିଆରୁ । ଏହିପରି ଟିଭି କାଳାକାର ମାନେ ମଧ୍ୟ ମା ହୋଇଛନ୍ତି ଏହି କୋରନା ଦାଉରୁ ହୋଇଥିବା ଲାକଡାଉନ ସମୟରେ । ଆସନ୍ତୁ ଜାଣିବା ସେମାନେ କେଉଁମାନେ ଅଟନ୍ତି ଯେଉଁମାନେ କି ସୋସିଆଲ ମିଡିଆରେ ନିଜେ ମା ହେବାର ଖୁସି ଖବର ଜଣାଇଛନ୍ତି

ଶିଖା ସିଂ

ସେମାନଙ୍କ ମଧ୍ୟରେ ପ୍ରଥମରେ ଅଛନ୍ତି କୁମ୍ କୁମର ଅଭିନେତ୍ରୀ ଶିଖା ଶଙ୍କାଓ ତାଙ୍କର ପାଇଲଟ ସ୍ୱାମୀ କରଣ ସାହାଙ୍କର , ସେମାନେ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି । ୧୬ ଜୁନ ରେ ଅଭିନେତ୍ରୀ ଶିଖା ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି ଏବଂ ତାର ନାମ ଅଲିୟାଣା ସିଂ ସାହା ରଖିଛନ୍ତି । କୁହାଯାଏ କି ସେ ତାଙ୍କର ପିଲାର ନାମ କୁ ବହୁତ ଦିନ ଆଗରୁ ଭାବିକି ରଖିଥିଲେ । ଏବେ ପ୍ରାୟ ସବୁବେଳେ ଏହି ଯୋଡ଼ି ତାଙ୍କର ଏହି ସନ୍ତାନ ର ଫୋଟୋ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି ।

ଏକତା କଲ

ଦ୍ଵିତୀୟରେ ଆସୁଛନ୍ତି ଟିଭି କଳାକାର ଏକତା କଲ ଓ ତାଙ୍କ ସ୍ବାମୀ ସୁମିତ ବ୍ୟାଜଙ୍କର , ଏମାନେ ୪ ଜୁନରେ ଗୋଟିଏ ସନ୍ତାନର ମା ବାପା ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ଏହି ଖୁସି ଖବର ସମସ୍ତଙ୍କୁ ଦେଇଛନ୍ତି । ଶୁମିତ ନିଜ ଇନ୍ସଟାଗ୍ରାମରେ ପିଲାର ନାଁ ଓ ଫୋଟୋକୁ ସେୟାର କରି ଲେଖିଥିଲେ – its a boy shaal be called with । ଏହି ଦୁଇଜଣ ନିଜ ସନ୍ତାନ ସହ କିଛି ଫୋଟ ଓ ଭିଡିଓ ସୋସିଆଲ ମିଦିଆରେ ସେୟାର କରିଛନ୍ତି ।

ଡିମ୍ପଲ ଗାଙ୍ଗୁଲି

ତୃତୀୟରେ ଆସୁଛନ୍ତି ବିଗବସ ର ପ୍ରତିଯୋଗୀ ଓ ରାହୁଲ ମହାଜନ ଙ୍କର ସୋୟମ୍ବର ର ବିଜେତା ଡିମ୍ପଲ ଗାଙ୍ଗୁଲିଙ୍କର । ଡିମ୍ପଲ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ୧୧ ଏପ୍ରିଲରେ ଗୋଟିଏ ଝିଅର ମା ହୋଇଛନ୍ତି । ଏବଂ blue banny ନାଁ ମଧ୍ୟ ଲେଖିଥିଲେ । ଡିମ୍ପି ନିଜ ସ୍ୱାମୀଙ୍କ ସହିତ ଦୁଇ ଝିଅଙ୍କ ଫୋଟୋ ସେୟାର କରିଥିଲେ ।

ସ୍ମୃତି ଖାନା

ଚର୍ତୁର୍ଥରେ ଆସୁଛନ୍ତି “ମେରି ଆଶୀକି ତୁମସେ ହେ ” ର ପ୍ରସିଦ୍ଧ କଳାକାର ସ୍ମୃତି ଖାନା ଓ ଗୌତମ ଗୁପ୍ତାଙ୍କର ଦୁଇ ଜଣ ୧୫ ଏପ୍ରିଲ ରେ ଗୋଟିଏ ସନ୍ତାନର ମ ବାପା ହୋଇଥିଲେ , ସ୍ମୃତି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ କି our princes has right , ସ୍ମୃତି ସବୁବେଳେ ସୋସିଆଲ ମିଡିଆରେ ନିଜ ସନ୍ତାନର ଫୋଟୋ ସେୟାର କରୁଛନ୍ତି ।

ଦିଆ ଚୋପ୍ରା

ପଞ୍ଚମରେ ଆସୁଛନ୍ତି ଟିଭି କଳାକାର ଦିଆ ଚୋପ୍ରା ଓ ତାଙ୍କ ସ୍ବାମୀ ରିଚି ମେହେତାଙ୍କର ଏମାନେ ୬ ଏପ୍ରିଲରେ ଦ୍ୱିତୀୟ ବାର ମା ବାପା ହୋଇଥିଲେ ଏହା ସହ ଏମାନେ ସୋସିଆଲ ମିଡିଆରେ ଗୋଟେ ଗ୍ରୀଟିଂ କାର୍ଡ ସେୟାର କରି ଲେଖିଥିଲେ କି ଇବାନ ଅର୍ଥାତ ତାଙ୍କ ପୁତ୍ର ନଇଁ ଭଉଣୀ ସୋଫିଆ ମେହେଟାର ଜନ୍ମରେ ବହୁତ ଖୁସି ଅଛନ୍ତି ।

ନିରାଲି

ଷଷ୍ଠ ରେ ଆସୁଛନ୍ତି ବାଳିକା ବଧୁ ର ପ୍ରସିଦ୍ଧ କଳାକାର ରୁସ୍ଲାମ ମୁମତାଜ ଓ ତାଙ୍କ ସ୍ତ୍ରୀ ନିରାଲି ୨୬ ମାର୍ଚ୍ଚ ରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ ନିଜ ପୁତ୍ର ସହ ବହୁତ ଗୁଡିଏ ଫୋଟୋ ସୋସିଆଲ ମିଡ଼ିରେ ପୋଷ୍ଟ କରି ନିଜର ଖୁସି ଜାହିର କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।