Siddharth Shukla ଙ୍କ ମୃତ୍ୟୁ ଖବର ପାଇଁ ଭାଙ୍ଗି ପଡିଛନ୍ତି ଫ୍ୟାନ୍ସ, ଶୋଇବା ପୂର୍ବରୁ କାହିଁକି ଖାଇଥିଲେ ଏହି ସବୁ ଔଷଧ

ମନୋରଞ୍ଜନ ଦୁନିଆରୁ ଅତ୍ୟନ୍ତ ଦୁଃଖଦ ଖବର ସାମନାକୁ ଆସିଛି । ଅଭିନେତା ଓ ବିଗ ବିସ୍-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନିଧନ ହୋଇ ଯାଇଛି । ସୁତ୍ରାନୁସାରେ ୪୦ ବର୍ଷୀୟ ସିଦ୍ଧାର୍ଥ ଙ୍କର ହାର୍ଟ ଆଟାକରେ ମୃ-ତ୍ୟୁ ହୋଇଛି । ସୂଚନା ଅନୁସାରେ ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ । କିନ୍ତୁ ସକାଳେ ଆଉ ଉଠି ପାରି ନଥିଲେ । ତାଙ୍କୁ ଆନନ ଫାନନ ର କୁପର ହସ୍ପିଟାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ଓ ହା-ର୍ଟ ଆ-ଟା-କ ଯୋଗୁଁ ମୃ-ତ୍ୟୁ ହୋଇଥିବା କହିଥିଲେ ।

ଏହା ମଧ୍ୟରେ ସିଦ୍ଧାର୍ଥ ଙ୍କର ଶେଷ ଇଂ-ଷ୍ଟା-ଗ୍ରା-ମ ପୋଷ୍ଟ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ୨୪ ଅଗଷ୍ଟରେ କରିଥିବା ଏହି ଶେଷ ପୋ-ଷ୍ଟ-ରେ ସିଦ୍ଧାର୍ଥ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଧନ୍ୟବାଦ ଦେଇ ନିଜର ଏକ ଫଟୋ ପୋ-ଷ୍ଟ କରିଥିଲେ । ସିଦ୍ଧାର୍ଥ ଶୁକ୍ଲା ରିୟାଲିଟି ଶୋ ବିଗ ବସ୍-୧୩ ରେ ନଜର ଆସିଥିଲେ । ଶୋ ରେ ତାଙ୍କର ଅଲଗା ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତାଙ୍କ ବିଶ୍ବସ୍ତତା ଦେଖି ସମସ୍ତେ ଖୁବ ପ୍ରଭାବିତ ହୋଇଥିଲେ ।

ଏହି କାରଣରୁ ତାଙ୍କ ଫ୍ୟାନ ତାଙ୍କୁ ଭୋଟ ଦେଇ ବିଜେତା ବନେଇ ଦେଇଥିଲେ । ଶୋ ରେ ଅନ୍ୟ କଣ୍ଟେଷ୍ଟାଣ୍ଟ ସେହନାଜ ଗିଲଙ୍କ ସହ ତାଙ୍କ ଯୋଡି ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହା ପୂର୍ବରୁ ତାଙ୍କୁ ‘ଖତରୋ କେ ଖିଲାଡି’ ର ସପ୍ତମ ସିଜିନ ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ସିରିଏଲ ବାଲିକା ବଧୂ ରୁ ହିଁ ତାଙ୍କୁ ଘରେ ଘରେ ନୂଆ ପରିଚୟ ମିଳିଥିଲା । ସିଦ୍ଧାର୍ଥ ଶୁକ୍ଲା ଙ୍କର ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ସହ ଲଭ ଆ-ଫେ-ୟା-ର ମଧ୍ୟ ଥିଲା । ବିଗ ବସ୍ ରେ ସେମାନଙ୍କ ମଧ୍ୟରେ ତୁ ତୁ ମେ ମେ ଖୁବ ଚର୍ଚ୍ଚାରେ ରହୁଥିଲା ।  ୧୨ ଡିସେମ୍ବର ୧୯୮୦ ରେ ସିଦ୍ଧାର୍ଥଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ୨୦୦୪ ରେ ସେ ଅଭିନୟରେ ଡେବ୍ୟୁ କରିଥିଲେ । ୨୦୦୮ ରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ସିରିଏଲରେ ମଧ୍ୟ ନଜର ଆସିଥିଲେ । କିନ୍ତୁ ବାଲିକା ବଧୂ ପରଠୁ ତାଙ୍କୁ ଅସଲ ଲୋକପ୍ରିୟତା ମିଳିଥିଲା ।

ଟିଭି ବ୍ଯତୀତ ବଲିଉଡରେ ମଧ୍ୟ କାମ କରିଛନ୍ତି ସିଦ୍ଧାର୍ଥ ଶୁକ୍ଲା । ୨୦୧୪ ରେ ରିଲିଜ ହୋଇଥିବା ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲ୍ହନିୟା’ ରେ ସେ ସେକେଣ୍ଡ ଲିଡ ଭାବେ କାମ କରିଥିଲେ । ଏହା ସହ ଏକତା କପୁରଙ୍କ ‘ବ୍ରୋକେନ ବଟ୍ ବିୟିଟିଫୁଲ୍’ ସିରିଜରେ ମଧ୍ୟ ସେ କାମ କରିଛନ୍ତି । ସିଦ୍ଧାର୍ଥ ବହୁତ କମ୍ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତାଙ୍କ ନିଧନରେ ଫ୍ୟାନ ବହୁତ ଦୁଃଖୀ ଅଛନ୍ତି । ବିଶ୍ବାସ ହେଉନାହିଁ କି ସେ ଆଉ ଆମ ଗହଣରେ ନାହାନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ଫ୍ୟାନଙ୍କ ସହ ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ଶୋକ ପ୍ରକଟ କରୁଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।