କ୍ରିକେଟ କମେଣ୍ଟେଟରଙ୍କ ସ୍ୟାଲେରୀ କେତେ ହୋଇଥାଏ ? ଏହିଭଳି କିଛି ଜିକେ ପ୍ରଶ୍ନ ଓ ଉତ୍ତର

ଆଜିକାଲିର ଦୁନିଆରେ ସରକାରୀ ପରୀକ୍ଷା ପଦ୍ଧତି ବହୁତ କଠିନ ହୋଇ ଚାଲିଛି । ସାଧାରଣତଃ ନିଯୁକ୍ତି ପାଇଁ ପୋଷ୍ଟ କମ ଓ ପିଲା ସଂଖ୍ୟା ଅଧିକ । ସେଥିପାଇଁ ଏହି ପରୀକ୍ଷା ବ୍ୟବସ୍ଥାକୁ କଠିନ କରାଯାଉଛି । ଆପଣ ମାନେ ତ ଜାଣିଥିବେ UPSC ର ପରୀକ୍ଷା ବହୁତ କଠିନ ହୋଇଥାଏ । ଏଥିପାଇଁ ବିଦ୍ୟାର୍ଥୀ ଦିନ ରାତି ପରିଶ୍ରମ କରିଥାନ୍ତି, ହେଲେ ବହୁତ କମ ପିଲା ଏଥିରେ ଚୟନ ହୋଇଥାନ୍ତି । ଏହି ପରୀକ୍ଷା ପ୍ରତି ବର୍ଷ ତିନୋଟି ପର୍ଯ୍ୟାୟରେ ଆୟୋଜିତ କରାଯାଇଥାଏ ।

ଏହି ତିନୋଟି ପର୍ଯ୍ୟାୟରେ ସଫଳ ହେବା ପରେ ବିଦ୍ୟାର୍ଥୀ ନିଜର ନମ୍ବର ହିସାବରେ ଆଏ.ଏ.ଏସ, ଆଇ.ପି.ଏସ ଓ ଆର.ଏସ ତଥା ଅନ୍ୟ କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇଥାଏ । ଆସନ୍ତୁ ଜାଣିବା ଏହି ପରୀକ୍ଷାରେ ପଚରା ଯାଉଥିବା କିଛିଟା ପ୍ରଶ୍ନ ବିଷୟରେ ।

୧ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କୁ ସ୍ୟାଲେରୀ କିଏ ଦିଏ ?

ଉତ୍ତର – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୪ ଲକ୍ଷ ଡଲାର ଅର୍ଥାତ ୨. ୯୯ କୋଟି ଟଙ୍କା ସ୍ୟାଲେରୀ ମିଳିଥାଏ । ତାଙ୍କୁ George Washington (ଜର୍ଜ୍ଜ ୱାଶିଂଗଟନ)ଙ୍କ ଦ୍ଵାରା ଦରମା ଦିଆଯାଏ ।

୨ – କଣ ସିଗାରେଟ ପିଇବା ବାଲା ଲୋକ ରକ୍ତ ଦେଇ ପାରିବେ ନାହିଁ ?

ଉତ୍ତର – ସିଗାରେଟ ପିଇବା ବାଲା ଲୋକ ରକ୍ତଦାନ କରି ପାରିବେ । କିନ୍ତୁ ରକ୍ତ ଦାନ କରିବାର ୧ ଘଣ୍ଟା ପରେ ଓ ୧ ଘଣ୍ଟା ପୂର୍ବରୁ ଧ୍ରୁମପାନ କରିବା ଉଚିତ ନୁହେଁ ।

୩ – ଟିଭି ସିରିୟଲ ଶନିବାର ଓ ରବିବାରରେ କାହିଁକି ଟେଲିକାଷ୍ଟ ହୁଏ ନାହିଁ ?

ଉତ୍ତର – କୌଣସି ବି ଟିଭି ସିରିୟଲକୁ ସବୁଦିନ ସୁଟ କରିବା ଓ ପୁଣି ଏଡିଟ କରି ଟେଲିକାଷ୍ଟ କରିବା ବହୁତ କଷ୍ଟକର କାମ ହୋଇଥାଏ । ଏପିସିଡ଼ ସୁଟ କରିବା ପରେ ତାହାର ଏଡିଟିଙ୍ଗ, ଡବିଙ୍ଗ, ଆଦିରେ ସମୟ ଲାଗିଥାଏ ।

୪ – ସ୍ପେସରେ ଗୁଳି ଚଳାଇଲେ କଣ ହେବ ?

ଉତ୍ତର – ସ୍ପେସରେ ଗୁଳି ବହୁତ ବର୍ଷ ପର୍ଯ୍ୟନ୍ତ ବୁଲୁଥିବ ଯେ ପର୍ଯ୍ୟନ୍ତ କୌଣସି ତାରା କିମ୍ବା ଗ୍ରହ ତାର ସାମ୍ନାକୁ ନ ଆସିଛି ।

୫ – ଯଦି କୌଣସି ବିଲେଇ ଆପଣଙ୍କ ଗାଡି ସାମ୍ନାକୁ ଆସି ମରିଯାଏ ତେବେ କଣ ସୁନାର ବିଲେଇ ତିଆରି କରିବାକୁ ପଡେ ?

ଉତ୍ତର – ବିଲେଇ ମରିଗଲା ପରେ ଲୋକମାନେ କୁହନ୍ତି କି ସୁନାର ବିଲେଇ ତିଆରି କରି ଦାନ କରିବାକୁ ପଡିବ । ନଚେତ ପାପ ଲାଗିବ କିନ୍ତୁ ଏମିତି କଲେ କେବଳ ପକେଟ ଖାଲି ହେବ, ପାପରୁ ମୁକ୍ତି ମିଳିବ ନାହିଁ । ଅଜାଣତରେ କରିଥିବା ଅପରାଧ ଅପରାଧ ନୁହେଁ । କିନ୍ତୁ ଖରାପ ଲାଗିଥାଏ ।

୬ – ସୋନିୟା ଗାନ୍ଧୀଙ୍କ ପାଖରେ କେତେ ସମ୍ପତି ଅଛି ?

ଉତ୍ତର – ୨୦୧୯ର ନାମାଙ୍କନ ପତ୍ର ଅନୁଯାଇ ସୋନିୟା ଗାନ୍ଧୀଙ୍କ ପାଖରେ ୧୧. ୮୨ କୋଟି ଟଙ୍କାର ସମ୍ପତି ଅଛି । ଏହା ଛଡା ଇଟାଲୀରେ ୭ କୋଟି ୫୨ଲକ୍ଷ ଟଙ୍କାର ସମ୍ପତିରେ ବି ତାଙ୍କର ଅଂସ ଅଛି ।

୭ – ଔଷଧର ଏକ୍ସପ୍ୟାରି ଡେଟ ଚାଲିଗଲା ପରେ ଖାଇଲେ କଣ ହେବ ?

ଉତ୍ତର – ଔଷଧ କେମିକାଳ ଥାଏ ଯାହାକି କିଛି ଦିନ ଏକ୍ସପ୍ୟାରି ହୋଇଯାଏ । ଏକ୍ସପ୍ୟାରି ଡେଟ ଯିବା ପରେ ଔଷଧର ପ୍ରଭାବ ଶେଷ ହୋଇଯାଏ । ଯାହାକୁ ସେବନ କରିବା ଦ୍ଵାରା କୌଣସି ପ୍ରଭାବ ଦେଖାଯାଏ ନାହିଁ ।

୮ – ଏୟାର୍ଟେଲ ବିଜ୍ଞାପନର ୪ ଜି ଝିଅ କିଏ ଅଟନ୍ତି ?

ଉତ୍ତର – ଏହି ୪ ଜି ଝିଅର ନାମ ସାଶୀ ଛେତ୍ରୀ ଅଟେ । ସେ ୨୦୧୫ ରୁ ଏୟାର୍ଟେଲ ୪ଜି ର ପ୍ରଚାର କରୁଛନ୍ତି । ସେ ଡେରାଡୁନରେ ରୁହନ୍ତି ।

୯ – ଯଦି ଆମେ ବ୍ୟାଙ୍କ ଆକାଉଣ୍ଟ ୧ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ନ କରିବା ତେବେ କଣ ହେବ ?

ଉତ୍ତର – ଯଦି ଆମେ ବ୍ୟାଙ୍କ ଆକାଉଣ୍ଟକୁ ୧୨ ମାସ ପର୍ଯ୍ୟନ୍ତ ବ୍ୟବହାର କରୁ ନାହାନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟକୁ ଇନଆକ୍ଟିବ ଆକାଉଣ୍ଟ ବୋଲି ମାନିନିଏ । ତାକୁ ଡାର୍ମଟ ଆକାଉଣ୍ଟରେ ପକାଇ ଦିଏ । ଏହା ପରେ ଆପଣ ନେଟ ବ୍ୟାକିଙ୍ଗ, ଏଟିଏମ କିମ୍ବା ଆକାଉଣ୍ଟକୁ କୌଣସି ପ୍ରକାରରେ ବ୍ୟବହାର କରି ପାରିବେ ନାହିଁ ଏବଂ ବ୍ୟାଙ୍କକୁ ଯାଇ ପୁଣି ଥରେ kYC କରିବାକୁ ପଡିବ ।

୧୦ – କ୍ରିକେଟ କମେଣ୍ଟେଟରଙ୍କ ସ୍ୟାଲେରୀ କେତେ ହୋଇଥାଏ ?

ଉତ୍ତର – କ୍ରିକେଟ କମେଣ୍ଟେଟରଙ୍କୁ ଗୋଟିଏ ମ୍ୟାଚ ପାଇଁ ୧.୫ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସ୍ୟାଲେରୀ ମିଳିଥାଏ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।