ସ୍ତ୍ରୀ ର ଏମିତି କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ ତା’ର ସ୍ଵାମୀ ଦେଖି ପାରେ ନାହିଁ ! ୯୯% ଲୋକଙ୍କୁ ଜଣା ନାହିଁ

ଆଜି ଆମେ କିଛି ମଜାଦାର ପ୍ରଶ୍ନ ବିଷୟରେ କଥା ହେବା । ଆପଣ ଜାଣିଥିବେ କି ଇଣ୍ଟରଭ୍ୟୁରେ କିଛି ଏମିତି ହିଁ ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହାର ଉତ୍ତର ବହୁତ ସହଜ ହୋଇଥାଏ କିନ୍ତୁ ତାହା ଆମ ଚିନ୍ତାଶକ୍ତି ବାହାରେ ଥାଏ ଯାହା ଦ୍ଵାରା ଆମେ ତାହାର ଉତ୍ତର ଦେଇ ପାରି ନଥାଉ । କିନ୍ତୁ ଏମିତି ହିଁ ପ୍ରଶ୍ନ ଆପଙ୍କ ବୁଦ୍ଧି ମାପିବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧. କେଉଁ ମାସରେ ସବୁଠୁ କମ ପିଲା ଜନ୍ମ ହୋଇଥାନ୍ତି ।

Image courtesy: Google

ଉତ୍ତର – ଫେବୃୟାରି ରେ କାରଣ ଫେବୃୟାରି ୨୮ ଦିନିଆ ।

୨. କେଉଁ ପଶୁକୁ ଆଇନା ଦେଖିଲେ ଡର ଲାଗିଥାଏ ?

Image courtesy: Google

ଉତ୍ତର – ଘୁଷୁରି

୩. କେଉଁ ଦେଶରେ ୫୦ ହଜାର ର ନୋଟ ଚଳିଥାଏ ?

ଉତ୍ତର – ଦକ୍ଷିଣ କୋରିୟାରେ

୪. ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠାରେ ମଶା ନାହାଁନ୍ତି ।

ଉତ୍ତର – ଫ୍ରାନ୍ସରେ

୫. ସବୁଠୁ ଶୀଘ୍ର ହେଉଥିବା ଫସଲ କଣ ଅଟେ ?

Image courtesy: Google

ଉତ୍ତର – ମକା

୬. ଭାରତର ସବୁଠୁ ବଡ ସଡକର ନାମ କଣ ଅଟେ ?

ଉତ୍ତର – ଗ୍ରାଣ୍ଡ ଟ୍ରକ ରୋଡ

୭. ସ୍ତ୍ରୀ ର ଏମିତି କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ ତା’ର ସ୍ଵାମୀ ଦେଖି ପାରେ ନାହିଁ ?

Image courtesy: Google

ଉତ୍ତର – ବିଧବା ରୂପ କାରଣ ସ୍ଵାମୀ ମରି ସାରିଥାଏ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।