ଏହି ୮ ଜଣ ସାଉଥ ହିରୋଙ୍କ ସ୍ତ୍ରୀ ପରି ଭଳି ସୁନ୍ଦର, ଆଗରୁ କେବେ ଦେଖି ନଥିବେ

ଟଲୀଉଡ ଷ୍ଟାରମାନେ ବଲୀଉଡ ଷ୍ଟାରମାନଙ୍କ ଠାରୁ ବି କମ ପ୍ରସିଦ୍ଧ ନୁହନ୍ତି । ବର୍ତ୍ତମାନ ସମୟରେ ସମସ୍ତଙ୍କ ମଧ୍ୟରେ ଟଲୀଉଡ ଫିଲ୍ମର କ୍ରେଜ ଦେଖିବାକୁ ମିଳୁଛି । ଏହା ଛଡା ଟଲୀଉଡର ସବୁଠୁ ଅଧିକ ଦେଖାଯାଉଥିବା ଫିଲ୍ମ ଇଣ୍ଡଷ୍ଟ୍ରି ଅଟେ । ଯାହା ସମୟ ସମୟ ବହୁତ ମହାନ କଳାକାର ଦେଇଛନ୍ତି । ରଜନୀକାନ୍ତ, ଶ୍ରୀଦେବୀ, ରେଖା ଇତ୍ୟାଦି କେତେକ ମହାନ କଳାକାର ନିଜର କ୍ୟାରିୟର ଟଲୀଉଡରୁ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏହି ଟଲୀଉଡ ଷ୍ଟାରଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ବହୁତ ସୁନ୍ଦର ଅଟନ୍ତି । ଏମାନଙ୍କ ଯୋଡି ବି ପରଫେକ୍ଟ ଅଟେ ।

ଅଲୁ ଅର୍ଜୁନ

ଅଲୁ ଅର୍ଜୁନ ନେହା ରେଡ୍ଡୀଙ୍କ ସହ ୬ ମାର୍ଚ ୨୦୧୧ରେ ବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ବି ଅଛି । ତାଙ୍କ ପୁଅର ନାମ ଅୟାନ ଓ ତାଙ୍କ ଝିଅର ନାମ ଅରହା ଅଟେ ।

ଜୁନିୟର ଏନଟିଆର

ଜୁନିୟର ଏନଟିଆର ୫ ମେ ୨୦୧୧ରେ ବିବାହ କରିଛନ୍ତି । ତାଙ୍କ ସ୍ତ୍ରୀ ନାମ ଲକ୍ଷ୍ମୀ ପ୍ରଣାର୍ଥୀ । ତାଙ୍କର ଦୁଇଟି ପୁଅ ଅଛନ୍ତି । ବଡ ପୁଅ ନନ୍ଦମୁରି ଅଭୟ ରାମ ଓ ସାନ ପୁଅ ନାମ ହେଉଛି ଭରଗୱା ରାମ ଅଟେ ।

ମହେଶ ବାବୁ

ମହେଶ ବାବୁ ୧୦ ଫେବୁଆରୀ ୨୦୦୫ରେ ବିବାହ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ନମ୍ରତା ଶିରୋଡକର । ଯିଏ ଜଣେ ଅଭିନେତ୍ରୀ ଅଟନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ଝିଅର ନାମ ସିତାରା ଓ ତାଙ୍କ ପୁଅର ନାମ ଗୌତମ କ୍ରୀଷ୍ଣା ଅଟେ ।

ରବି ତେଜା

ରବି ତେଜା ୨୬ ମେ ୨୦୦୨ରେ ବିବାହ କରିଛନ୍ତି ଓ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି କଲ୍ୟାଣୀ ତେଜା । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ପୁଅର ନାମ ମହାଧନ ଭୂପତିରାଜୁ ଓ ଝିଅର ନାମ ମୋକ୍ଷଧ ଭୂପତିରାଜୁ ଅଟେ ।

ନାଗା ଚୈତନ୍ୟ

ନାଗା ଚୈତନ୍ୟ ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ସାମନ୍ତା ରୂଥ ପ୍ରଭୁ ୬ ଅକ୍ଟୋବର ୨୦୧୭ରେ ବିବାହ କରିଛନ୍ତି ଓ ଆପଣଙ୍କୁ କହିଦେଉଛୁ କି ଏହି ଦୁଇ ଜଣନାକ ଲଭ ମ୍ୟାରେଜ ହୋଇଛି ।

ରାମ ଚରଣ

ରାମ ଚରଣ ତାଙ୍କର ଭଲ ନାମ ଅଟେ କିନ୍ତୁ ତାଙ୍କୁ ସ୍ନେହରେ ଚେରୀ ବୋଲି ଡାକନ୍ତି । ସେ ନିଜର କ୍ୟାରିୟରରେ ବହୁତ ଭଲ ଭଲ ସିନେମା କରିଛନ୍ତି । ସେ ୧୨ ଜୁନ ୨୦୧୨ରେ ବିବାହ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଉପାସନା କମିନେନୀ ଅଟେ । ତାଙ୍କ ସ୍ତ୍ରୀ ଆପ୍ପୋଲୋର ଚେୟାରମ୍ୟାନ ଅଟନ୍ତି ।

ୟଶ

କେଜିଏଫ ଅଭିନେତା ୟଶ ୯ ଡିସେମ୍ବର ୨୦୧୬ ରେ ବିବାହ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ରାଧିକା ପଣ୍ଡିତ । ଜିଏକୁ ନିଜେ ମଧ୍ୟ ଜଣେ ଭଲ ଅଭିନେତ୍ରି ଅଟନ୍ତି । ତାଙ୍କ ଝିଅ ନାମ ହେଉଛି ଆୟାରା ।

ବିଜୟ

ବିଜଯ ସଙ୍ଗୀତାଙ୍କ ୨୬ ଅଗଷ୍ଟ ୧୯୯୯ରେ ବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଝିଅଙ୍କ ନାମ ହେଉଛି ଦିବ୍ୟା ଶଶା ଓ ତାଙ୍କ ପୁଅ ନାମ ଜେସନ ସଞ୍ଜୟ ଅଟେ ।

ଧନୁଷ

ଧନୁଷ ୧୮ ନିଭେମ୍ବର ୨୦୦୪ ରେ ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ୟାଙ୍କ ସହ ବିବାହ କରିଛନ୍ତି । ତାଙ୍କର ଦୁଇଟି ପୁଅ ଅଛନ୍ତି । ୟାତ୍ରା ଯିଏ ୨୦୦୬ ରେ ଜନ୍ମ ହୋଇଥିଲା ଓ ଲିଙ୍ଗା ଯିଏ ୨୦୧୦ରେ ଜନ୍ମ ହୋଇଥିଲା ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।