ରାତିରେ ତକିଆ ତଳେ କଣ ରଖିଲେ ହୋଇଥାଏ ଶୁଭ ? ଏହା ସହିତ ପଢନ୍ତୁ ଆଜିର 18 Anuchinta

ସବୁ ମନୁଷ୍ୟ ତାର ନୀତିଦିନିଆ କାର୍ଯ୍ୟ ସାରି ରାତିରେ ଟିକିଏ ଶାନ୍ତିରେ ଶୋଇବାକୁ ଚାହିଁଥାଏ । ଯଦି ଏହି ନିଦ୍ରା ଠିକ ଭାବରେ ହୋଇନଥାଏ ତେବେ ତାକୁ ବହୁତ ଅସାନ୍ତି ଲାଗିଥାଏ । ଏହାଦ୍ବାରା ତାର ସ୍ୱାସ୍ଥ୍ୟ ପ୍ରତି ବହୁତ ହାନିକାରକ ସାବ୍ୟସ୍ତ ହୋଇଥାଏ  ।  ତେବେ ତାକୁ ବହୁତ ଅସାନ୍ତି ଲାଗିଥାଏ ।  ଶୁଖ ନିଦ୍ରା ଯୋଗୁଁ ବ୍ୟକ୍ତି ର ସ୍ୱାସ୍ଥ୍ୟ ଠିକ ରହିଥାଏ । ସାଧାରଣତଃ ମନୁଷ୍ୟ ଜାଣତ ରେ ହେଉ ବା ଅଜାଣତରେ ହେଉ  ଶୋଇବା ବେଳେ ତକିଆ ତଳେ କିଛି ଜିନିଷ ରାଖୀ ସୋଇ ପଡିଥାଏ । କିନ୍ତୁ ଏହି ଜିନିଷ ରଖିବାଦ୍ବାରା ତାକୁ କିଛି ଶୁଭ ଓ ଅଶୁଭ ଫଳ ଭୋଗିବାକୁ ପଡିଥାଏ । ଏଠି ପାଇଁ ଆଜି ଆସନ୍ତୁ ଜାଣିବା ଶୋଇବା ବେଳେ ତକିଆ ତଳେ କଣ ରାଖୀ ସୋଇଲେ ଶୁଭ ଫଳ ମିଳିଥାଏ ।

୧ – ସବୁଜ କପଡାରେ ମୁଗକୁ ବାନ୍ଧି ତକିଆତଳେ ରାଖୀ ସୋଇଲେ ଏବଂ ତାକୁ ସକାଳୁ ମନ୍ଦିରରେ ଦାନ କରିଦେଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭଲ ରହିଥାଏ ଏହା ସହିତ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

୨ – ଗୋଟିଏ ଧଳା କପଡାରେ ପାନମଧୁରୀ ବାନ୍ଧି ତକିଆତଳେ ରଖୀ ଶୋଇବା ଦ୍ଵାରା ଗ୍ରହଦସା କମ ହୋଇଥାଏ ଏବଂ ଖରାପ ସ୍ଵପ୍ନା ଓ ମାନସିକ ଚିନ୍ତା ଦୂର ହୋଇଥାଏ  ।

୩ – ଶୋଇବା ସମୟରେ ତକିଆ ତଳେ କେତୋଟି ରସୁଣ ପାଖୁଡା ରାଖୀ ଶୋଇବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସୁନିଦ୍ରା ଆସିଥାଏ ।

୪ – ଯଦି ସୋଇବା ସମୟରେ ପିଲା ଚମକୁଥାଏ କିମ୍ବା ଦାରୁଥାଏ ତେବେ ତକିଆତଳେ ଗୋଟିଏ ଲୁହାଜିଇସ ରଖିବା ଦ୍ଵାରା ପିଲାଙ୍କ ଚମକିବା ବନ୍ଦ ହୋଇଥାଏ ଏବଂ ପିଲା ଆରମରେ ସୋଇଥାନ୍ତି ।

୫ – ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖୀ ସୋଇଲେ ଏବଂ ମଙ୍ଗଳବାର ଦିନ ତାକୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀ ବିବାଦ ଦୂର ହୋଇଥାଏ ।

୬ – ତକିଆ ପାଖରେ କେବେବି ଘଣ୍ଟା ରଖି ଶୋଇବା ଉଚିତ ନୁହେଁ ଏହାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧିହୋଇଥାଏ ତା ସହିତ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ।

୭ – ତକିଆ ପାଖରେ କେବେବି ମନିପର୍ସ ରଖି ଶୋଇବା ଉଚିତ ନୁହେଁ , ଏହାଦ୍ଵାରା ଅଯଥା ଖର୍ଚ ବୃଦ୍ଧି ହୋଇଥାଏ ଏବଂ ସମ୍ପର୍କରେ ମଧୁରତା କମ ହୋଇଥାଏ ।

୮ – ଶୋଇବା ବେଳେ କେବେବି ତକିଆ ତଳେ ବହି କିମ୍ବା ପେପର ରଖୀ ଶୋଇବା ଉଚିତ ନୁହେଁ ଏହାଦ୍ଵାରା ନିଜର କ୍ୟାରିୟର ଏବଂ ବୁଦ୍ଧି ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

୯ – ଶୋଇବା ସମୟରେ କେବେବି ଚପଲ ପାଖରେ ରଖି ଶୋଇବା ଉଚିତ ନୁହେଁ ଏହାଦ୍ବାରା ମନ ବିକାର ଗ୍ରସ୍ତ ହୋଇଥାଏ ଏବଂ ଭଲ ନିଦ ହୋଇନଥାଏ ।

୧୦ – ଶୋଇଲା ବେଳେ ତକିଆ ପାଖରେ କେବେ ବି ପାଣି ବୋତଲ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଅଶୁଭ ହୋଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ , ଏହା ସହ ମନ ଚିନ୍ତା ଗ୍ରସ୍ତ ହୋଇଥାଏ ।

୧୧ – ଶୋଇବା ସମୟରେ ତକିଆ ପାଖରେ ହନୁମାନ ଚାଳିଶା ରଖିବା ଦ୍ଵାରା ଶୋଇବା ସମୟରେ ହନୁମାନ ଚାଳିଶା ପଢିବା ଦ୍ଵାରା ମଙ୍ଗଳ କାରୀ ହୋଇଥାଏ  ଏବଂ ସବୁ ସଙ୍କଟ ଦୂର ହୋଇଥାଏ ।

୧୨ – ବାସ୍ତୁ ଅନୁସାରେ ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ଔଷଧ ରଖିବା ଉଚିତ ନୁହେଁ ଏହାଦ୍ବାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ତା ସହିତ ଖର୍ଚ ବୃଦ୍ଧି ହୋଇଥାଏ ।

୧୩ – ଶୋଇବା ସମୟରେ ତକିଆ ତଳେ କୌଣସି ଚାବି ରଖିବା ଉଚିତ ନୁହେଁ , ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖାଯାଏ ।

୧୪ – ଶୋଇବା ବେଳେ କେବେବି ମୁଣ୍ଡ ପାଖରେ ତୈଳ ପାତ୍ର ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ବିଭିର୍ଣ୍ଣ ସମସ୍ଯା ଦେଖା ଦେଇଥାଏ ତା ସହିତ କଠିନ ପରିସ୍ଥିତି ଉତ୍ପନ୍ନ ହୋଇଥାଏ ।

୧୫ – ତକିଆ ତଳେ କେବେବି ନିୟୁଜ ପେପର କିମ୍ବା ମାଗାଜିନ ରାଖୀ ଶୋଇବା ଉଚିତ ନୁହେଁ ଏହାଦ୍ବାରା ଅମଙ୍ଗଳ ହୋଇଥାଏ ଏବଂ ଖରାପ ପ୍ରଭାବ ପକାଇଥାଏ ।

୧୬ – ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ପୁରୁଣା କପଡା କିମ୍ବା ମଇଳା ହୋଇଥିବା କପଡା ରଖିବା ଉଚିତ ନୁହେଁ ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ।

୧୭ – ତକିଆ ତଳେ ଠାକୁରଙ୍କ ପାଖରେ ଦିଆଯାଇଥିବା ତାଜା ଫୁଲ ରାଖୀ ଶୋଇବା ଦ୍ଵାରା ମନରେ ଶାନ୍ତି ଆସିୟଥାଏ ଏବଂ ସୁଖ ନିଦ୍ରା ଆସିଥାଏ ।

୧୮ – ଶୋଇବା ସମୟରେ ତକିଆ ତଳେ ସୁଗନ୍ଧିତ ପୁଷ୍ପ କିମ୍ବା ଧଳା କପଡାରେ ଇତର ଲଗାଇ ରଖିବା ଦ୍ଵାରା ସମ୍ପର୍କରେ ଏବଂ କାର୍ଯ୍ୟ କ୍ଷେତ୍ର ରେ ଉର୍ଣ୍ଣତି ଆସିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।