ବହୁତ ହ୍ୟାଣ୍ଡସମ Miss World Priyanka ଚୋପ୍ରାଙ୍କ 5 ବୟଫ୍ରେଣ୍ଡ !

ମିସ ୱୋର୍ଲ୍ଡ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଓ ପରିଶ୍ରମ ଦ୍ଵାରା ବଲୀଉଡ ଦୁନିଆରେ ଆସିଥିଲେ । ତାଙ୍କ ନିଜ ଘର ବରେଲୀରେ ସ୍ଥିତ ଅଟେ । ଆପଣ ମାନେ ମିସ ୱୋର୍ଲ୍ଡ ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ଫିଲ୍ମ ପାଇଁ ଜାଣିଛନ୍ତି, ତେବେ ପ୍ରିୟଙ୍କା ନିଜ ପରିବାରରେ ବହୁତ ଗେଲ୍ହିଥିଲେ ତାଙ୍କ ମା ବାପା ଦୁହେଁ ଆର୍ମୀରେ ଚିକିତ୍ସଜ୍ଞ ଥିଲେ । ପ୍ରିୟଙ୍କା ଚୋପ୍ରାଙ୍କ ଜୀବନ ବହୁତ ଭଲ ଯାଇଛି, ମିସ ୱୋର୍ଲ୍ଡ ଜିତିବା ପରେ ସେ ପ୍ରଥମ ଫିଲ୍ମ ତାମିଲରେ କରିଥିଲେ ଯାହା ନା ଥିଲାଥମିଜାନ ଆପଣ ମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ସେହି ସମୟରେ ସେହି ଫିଲ୍ମ ସୁପର ହିଟ ହୋଇଥିଲା ।

ତେବେ ଏହା ପରେ ପ୍ରିୟଙ୍କା ଚୋପ୍ରା ବଲୀଉଡରେ ପାଦ ରଖିଲେ ଓ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଚର୍ଚା ର ବିଷୟ ହୋଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ ଲଭ ଅଫେଅର ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି, ତେବେ ଆସନ୍ତୁ ଜାଣିବା ସେହି ପୁଅ କିଏ ଥିଲେ ଯିଏ ମିସ ୱୋର୍ଲ୍ଡ ପ୍ରିୟଙ୍କା ଚୋପ୍ରାଙ୍କ ମନ କିଣି ନେଇଥିଲେ ।

୧. ଅସିମ ମରଚାଣ୍ଟ :

ଆପଣ ମାନେ ଅସିମ ମରଚାଣ୍ଟଙ୍କୁ ଜାଣିଥିବେ ସେ ଜଣେ ମଡଲ ଅଟନ୍ତି, ତେବେ ଯେତେବେଳେ ପ୍ରିୟଙ୍କା ଷ୍ଟ୍ରଗଲ କରୁଥିଲେ ସେହି ସମୟରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା ଯାହା ପରେ କିଛି ବର୍ଷ ଏହି ସମ୍ପର୍କ ଚାଲିଲା କିନ୍ତୁ ୨୦୦୦ରେ ଦୁହିଙ୍କ ସମ୍ପର୍କ ଭାଙ୍ଗି ଗଲା ଓ ଏହି ବର୍ଷ ପ୍ରିୟଙ୍କା ମିସ ୱୋର୍ଲ୍ଡ ମଧ୍ୟ ହୋଇଥିଲେ ।

୨. ହର୍ମାନ ବୱେଜା :

ହରମାନ ବୱେଜା ଜଣେ ହିରୋ ଅଟନ୍ତି ଯାହା ସହ ପ୍ରିୟଙ୍କା ଲଭ ଆଯ କଲ ଓ ୱ୍ହାଟ୍ସ ୟୋର ରାଶି ଭଳି ଫିଲ୍ମରେ ଏକାଠି କାମ କରିଥିଲେ । ତେବେ ଖବର ଅନୁଯାଇ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଯାହା ବହୁତ ଅଧିକ ଦିନ ଚାଲିଲା ନାହିଁ ।

୩. ସାହିଦ କପୁର :

ଆପଣ ମାନେ ସାହିଦ କପୁର ବିଷୟରେ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ସାହିଦ ବଲୀଉଡ ଦୁନିଆର ବଡ ଅଭିନେତା ଅଟନ୍ତି, ତେବେ ଖବର ଅନୁଯାଇ ଯେତେବେଳେ କରିନା ଓ ସାହିଦଙ୍କ ବ୍ରେକଅପ ହୋଇଥିଲା ସେହି ସମୟରେ ପ୍ରିୟଙ୍କା ଓ ସାହିଦ ଲଭ ଷ୍ଟୋରି ଚାଲିଥିଲା ତେବେ ଏହି କଥା ନିଜେ ପ୍ରିୟଙ୍କା କରନ ଜୋହାର ଶୋରେ ମାନିଛନ୍ତି ଯେ ସେ କେବେ ସାହିଦଙ୍କ ପ୍ରେମିକା ଥିଲେ ।

୪. ଅକ୍ଷୟ କୁମାର :

ବଲୀଉଡ ଖିଲାଡ଼ି ଅକ୍ଷୟ କୁମାରଙ୍କୁ କିଏ ଅବା ଜାଣି ନାହିଁ ସେ ଏମିତି ଗୋଟେ କଳାକାର ଅଟନ୍ତି ଯିଏ ବହୁତ ଛୋଟ ଜାଗାରୁ ଆସି ବଲୀଉଡ ଦୁନିଆରେ ନିଜ ନା ଲେଖିଛନ୍ତି । ତେବେ ଅକ୍ଷୟ କୁମାର ଓ ପ୍ରିୟଙ୍କା ବହୁତ ଫିଲ୍ମ ଏକାଠି କରିଥିଲେ କିନ୍ତୁ ତାଙ୍କ ସମ୍ପର୍କ ବିଷୟରେ ଟ୍ଵିନକଲକୁ ଜଣା ପଡିଥିଲା ଯାହା ପ୍ପାରେ ସେ ଅକ୍ଷୟକୁ ସତର୍କ ମଧ୍ୟ କରିଥିଲେ ଓ ଅକ୍ଷୟ ପ୍ରିୟଙ୍କା ସହ ସବୁ ସମ୍ପର୍କ ସମାପ୍ପ୍ତ କରିଥିଲେ ।

୫. ଗୀରାଟ ପେଡଲର :

ଆପଣ ମାନେ ଗୀରାଟ ପେଡଲାରଙ୍କୁ ଜାଣିଥିବେ ଯଦି ଆପାନ ହଲିଉଡ ଫିଲ୍ମ ଦେଖନ୍ତି କାହିଁକିନା ସେ ପ୍ରିୟଙ୍କାଙ୍କ ପ୍ରଥମ ବିଦେଶୀ ବୟଫ୍ରେଣ୍ଡ ଥିଲେ । ତେବେ ଗୀରାଟ ପ୍ରଡ୍ୟୁସର, ଶିଙ୍ଗାର ଓ ଏକ୍ଟର ଅଟନ୍ତି, ଗୀରାଟ ଓ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ସେହି ସମୟରେ ବହୁତ ଚର୍ଚା ବିଷୟ ହୋଇଥିଲା । ଯେତେବେଳେ ଗୀରାଟ ଭାରତ ଆସିଥିଲେ ସେହି ସମୟରେ ସେ ପ୍ରିୟଙ୍କାଙ୍କ ଘରେ ରହିଥିଲେ ଓ ଗୀରାଟଙ୍କ ଆସିବା ଖୁସିରେ ପ୍ରିୟଙ୍କା ପାର୍ଟି ମଧ୍ୟ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।