‘ପିଞ୍ଜରା ଖୁବସୁରତି କା’ ର ଅଭିନେତ୍ରୀ ରିୟା ଶର୍ମା ଙ୍କ ସହିତ ବିବାହ କରିବାକୁ ଚାହାଁନ୍ତି TV ର ଏହି 4 ଜଣ ଅଭିନେତା, 3 ନମ୍ବର ଅଭିନେତାଙ୍କ ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଯେବେଠାରୁ ପିଞ୍ଜରା ଖୁବସୁର୍ତୀ ସିରିୟଲ କଲର୍ସ ଚ୍ୟାନେଲରେ ଆରମ୍ଭ ହୋଇଛି ସେବେଠାରୁ ଏହାର ଟି ଆର୍ ପି ବହୁତ ଉପରେ ରହିଛି, ଯାହାର ସମସ୍ତ ଶ୍ରେୟ ଯାଉଛି ସେହି ସୁନ୍ଦର ଅଭିନେତ୍ରୀ ରିୟା ଶର୍ମାଙ୍କୁ । ସେ ଏହି ସିରିୟଲରେ ସୁନ୍ଦର ଝିଅ ମୟୂରା ଚରିତ୍ରରେ ଅଭିନୟ କରୁଛନ୍ତି । ସେ ନିଜର ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ତାଙ୍କ ଦିୱାନା କରି ସାରିଲେଣି । ସେ କେବଳ ସାଧାରଣ ଲୋକଙ୍କୁ ନୁହେଁ ବରଂ ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ମାନଙ୍କୁ ମଧ୍ୟ ଦିୱାନା ବନାଇ ସାରିଛନ୍ତି ।

ସେମାନେ ତାଙ୍କ ପ୍ରେମରେ ଏତେ ପାଗଳ ଅଟନ୍ତି ଯେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଚାଲନ୍ତୁ ଜାଣିବା ସେ କେଉଁ ଅଭିନେତା ଅଛନ୍ତି ଯିଏ ମୟୂରାଙ୍କ ସୈାନ୍ଦର୍ଯ୍ୟର ଦିୱାନା ହୋଇ ଯାଇଛନ୍ତି, ତାଙ୍କୁ ବିବାହ କରିବାକୁ ସ୍ବପ୍ନ ଦେଖୁଛନ୍ତି ।

୧- ଗୈାତମ ଭିଜ୍ : ସର୍ବପ୍ରଥମେ ନାଁ ଆସେ ଗୈାତମ ବିଜ୍ଙ୍କର ଯିଏ ରିୟା ଶର୍ମାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଗୈାତମ ବିଜ୍ ପିଞ୍ଜରା ଖୁବସୁର୍ତୀରେ ମୟୂରାଙ୍କ ଦିଅର ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଠି ଦିଅରର ଭୂମିକା ଲିଭାଉ ଲିଭାଉ ତାଙ୍କ ସୈାନ୍ଦର୍ଯ୍ୟ ଦେଖି ହୃଦୟ ହାରି ଦେଇଛନ୍ତି । ସେ ମୟୂ୍ରାଙ୍କୁ ଦେଖି ଏତେ ଦିୱାନା ହୋଇ ଯାଇଛନ୍ତି ଯେ ତାଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ।

୨- ମୋହିତ ଜୋଶି : ମୟୂରାଙ୍କୁ ବିବାହ କରୁଥିବା ଲିଷ୍ଟରେ ‘ଇସ୍କ ମେଁ ମର୍ଜାୱା’ ୨ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ମୋହିତ ଜୋଶି ନାମ ବି ଏଥିରେ ଅଛି । ସେ ଏକ ସାକ୍ଷାତକାରରେ କହିଥିଲେ । ତାଙ୍କୁ ସାକ୍ଷାତକାରରେ ପଚରା ଯାଇଥିଲା ଆପଣଙ୍କୁ କେଉଁ ଭଳି ସ୍ତ୍ରୀ ଦରକାର ? ସେ କହିଥିଲେ ତାଙ୍କୁ କେଉଁ ଭଳି ଦରକାର କହିବା ଦରକାର ନାହିଁ, କାରଣ ଉଦାହରଣ ହେଉଛନ୍ତି ରିୟା ଶର୍ମା । ଯାହାଙ୍କ ପାଖରେ ସୁନ୍ଦରତା ପାଖରୁ ଆରମ୍ଭ କରି ଗୁଣବାନ ମଧ୍ୟ ଅଟନ୍ତି । ସେଥିପାଇଁ ତାଙ୍କୁ ବିବାହ କରିବାର ଇଚ୍ଛା ଅନେକ ସମୟ ଧରି ହୃଦୟରେ ଅଛି ।


୩- ଅରଜିତ୍ ତନେଜା : କୁମ୍ କୁମ୍ ଭାଗ୍ୟ ସୋରେ ପୁରବ୍ ଭୂମିକା ଲିଭାଇ ପ୍ରସିଦ୍ଧ ହୋଇଥିବା ଅଭିନେତା ଅଜୟ ତନେଜା ସେହି ଅଭିନେତାଙ୍କ ଗଣନାରେ ଆସନ୍ତି ଯିଏ ରିୟା ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଯେତେବେଳେ ସେ ପିଞ୍ଜରା ଖୁବସୁର୍ତୀରେ ଦେଖିଲେ ରିୟାଙ୍କୁ ସେତେବେଳେ ସେ ତାଙ୍କ ହୃଦୟ ହରେଇ ବସିଥିଲେ । ତାଙ୍କୁ ଯେତେବେଳେ ପଚରାଗଲା ଟିଭି ଇଣ୍ଡଷ୍ଟ୍ରିର ସେ କେଉଁ ଅଭିନେତ୍ରୀ କୁ ବିବାହ କରିବାକୁ ଚାହୁଁଛନ୍ତି ? ସେ ରିୟାଙ୍କ ନାଁ ନେଲେ ।


୪- ସାହିଲ୍ ଉପ୍ପଲ : ରିୟାଙ୍କୁ ବିବାହ କରିବାକୁ ଚାହୁଁଥିବା ଶେଷ ଲିଷ୍ଟରେ ଅଛନ୍ତି ରିୟାଙ୍କ ଅନ୍ ସ୍କ୍ରିନ ସ୍ବାମୀ ସାହିଲ୍ । ସେ କୁହନ୍ତି ଯେ ରୀୟା ଜଣେ ବହୁତ ଭଲ ଝିଅ ଅଟନ୍ତି, ସଂସ୍କାରି ଅଟନ୍ତି ମାନେ ସେ ଯେଉଁ ଗୁଣ ଗୁଡିକ ନିଜ ଲାଇଫ୍ ପାର୍ଟନର ପାଇଁ ଖୋଜୁଛନ୍ତି ତାହା ରିୟାଙ୍କ ପାଖରେ ଅଛି । ସେ ତାଙ୍କୁ ଅଫ୍ ସ୍କ୍ରିନ ମଧ୍ୟ ବିବାହ କରିବାକୁ ଚାହୁଁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।