ଏହି 5 bollywood ହିରୋଇନଙ୍କ height ଆପଣଙ୍କ ହୋସ ଉଡେଇଦେବ, 3ନଂ ତ ସବୁଠୁ ଅଧିକ ଡେଙ୍ଗା

କୁହାଯାଇଥାଏ ଝିଅ ମାନଙ୍କ ଉଚ୍ଚତା ପୁଅ ମାନଙ୍କ ଠାରୁ ଛୋଟ ହେବା ଉଚିତ, ବଲିଉଡ ରେ ମଧ୍ୟ ଏହି ନୀତି ଖୁବ ଚାଲିଥିଲା । ଆଗରୁ ଆକ୍ଟର ର ହାଇଟ ଆକ୍ଟ୍ରେଶ ଠାରୁ ବେଶୀ ରହୁଥିଲା । ଯଦି କେଉଁ ଆକ୍ଟ୍ରେଶ ଆକ୍ଟର ଠାରୁ ଲମ୍ବା ହେଉଥିଲେ ତେବେ ତାଙ୍କୁ ଫିଲ୍ମ ମିଳୁ ନଥିଲା । ସମୟ ବଦଳିବା ସହିତ ଏହି ଚିନ୍ତାଧାରା ମଧ୍ୟ ବଦଳି ଯାଇଛି ।

ବର୍ତମାନ ସମୟରେ ବହୁତ ହୀରୋଇନ ଏମିତି ଅଛନ୍ତି ଯାହାର ହାଇଟ ଆକ୍ଟର ମାନଙ୍କ ଠାରୁ ବେଶୀ । ଆଜି ଆମେ ଆପଣଙ୍କୁ ସେହି ଆକ୍ଟରେଶ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଅନୁଷ୍କା ଶର୍ମା

୨୦୧୭ ରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅନୁଷ୍କା ଶର୍ମାଂ କିଛି ଦିନ ପୂର୍ବରୁ ହିଁ ନିଜର ପ୍ରେଗନେଣ୍ଟ ହେବାର ଖବର ଜଣାଇଛନ୍ତି । ଅନୁଷ୍କା ବଲିଉଡ ର ସବୁଠାରୁ ବେଶୀ ପଇସା ନେଉଥିବା ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି । ନିଜ ପରିଶ୍ରମ ଦ୍ବାରା ଅନୁଷ୍କା ବହୁତ award ମଧ୍ୟ ପାଇଛନ୍ତି । ଅନୁଷ୍କା ନିଜର ପ୍ରଥମ ଫିଲ୍ମ “ରବ ନେ ବନା ଦି ଯୋଡ଼ି” କରି ବଲିଉଡ ଜୀବନ ଆରମ୍ଭ କରିଥିଲେ ଏବଂ ପ୍ରଥମ ଫିଲ୍ମ ରୁ ହିଁ ସମସ୍ତଙ୍କ ମନ କିଣିଥିଲେ । ଅନୁଷ୍କା ଙ୍କ ଉଚ୍ଚତା ୫.୯ ଫୁଟ ଅଟେ ।

କଟ୍ରିନା କେଫ

କଟ୍ରିନା କେଫ ବ୍ରିଟିଶ ଅଭିନେତ୍ରୀ ଅଟନ୍ତି । ୨୦୦୩ ରେ ‘ବୁମ’ ଫିଲ୍ମ କରି ବଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । କିନ୍ତୁ ସଲମାନ ଖାନ ଙ୍କ ସହିତ ‘ମୈନେ ପ୍ୟାର କିଉଁ କୀୟା ‘ ରୁ ସେ ଲୋକପ୍ରିୟତା ହାସଲ କରିଥିଲେ । କଟ୍ରିନାଙ୍କୁ ଇଣ୍ଡଷ୍ଟ୍ରି ରେ ୧୫ ବର୍ଷ ହୋଇସାରିଲାଣି ଏବଂ ତାଙ୍କ ଉଚ୍ଚତା ୫.୮ ଅଟେ ।

ସୁସ୍ମିତା ସେନ

ମାତ୍ର ୧୮ ବର୍ଷ ବୟସରେ ୧୯୯୪ ରେ ଫେମିନା ମିସ ୟୁନିଭର୍ଶ ଜିତିଥିବା ଅଭିନେତ୍ରୀ ସୁସ୍ମିତା ସେନ ବହୁତ ଫିଲ୍ମ କରିସାରିଛନ୍ତି । କିନ୍ତୁ ଏବେ ବହୁତ ଦିନ ହେବ ସେ ଫିଲ୍ମ ଜଗତରୁ ଦୁରେଈ ଅଛନ୍ତି । ଯେକୌଣସି ଫିଲ୍ମ ରେ ଗୋଟେ ଛୋଟ ରୋଲ କରିବାକୁ ମଧ୍ୟ ସୁସ୍ମିତା ୩ କୋଟି ଟଙ୍କା ନେଇଥାନ୍ତି । ସୁସ୍ମିତା ସେନ ଙ୍କ ଉଚ୍ଚତା ୫.୧୦ ଅଟେ ।

ସୋନମ କପୁର

ବଲିଉଡ କଳାକାର ଅନିଲ କପୁର ଙ୍କ ଝିଅ ସୋନମ୍ କପୁର ନିଜର ଜବରଦସ୍ତ ଫିଲ୍ମ ଦ୍ଵାରା ସବୁବେଳେ ସମସ୍ତଙ୍କ ପ୍ରିୟ ହୋଇଛନ୍ତି । ସେ ନିଜ କ୍ୟାରିୟର ର ଆରମ୍ଭ ୨୦୦୭ ରେ ଆସିଥିବା ଫିଲ୍ମ ‘ସୱାରୀୟା’ ରୁ କରିଥିଲେ କିନ୍ତୁ ଏହି ଫିଲ୍ମ ଫ୍ଲାପ ହୋଇଥିଲା । ସୋନମ୍ କପୁର ଇଣ୍ଡଷ୍ଟ୍ରି ର ହାଇେଷ୍ଟ୍ ଅମାଉନ୍ତ ନେଉଥିବା ଆକ୍ଟରେସ ମାନଙ୍କ ଭିତରୁ ଜଣେ ଅଟନ୍ତି । ସୋନମ୍ କପୁର ଙ୍କ ଉଚ୍ଚତା ୫.୯ ଅଟେ ।

ଡ଼ାଇନ ପେଣ୍ଟି

ଫିଲ୍ମ ‘କକଟେଲ’ ରୁ ଡାଇନା ଙ୍କ ସୁନ୍ଦରତା ପାଇଁ ସେ ବହୁତ ଚର୍ଚ୍ଚାରେ ଥିଲେ । ଦାଇନ ଆଊ ବି ବହୁତ ଫିଲ୍ମ୍ ରେ କାମ କରିସାରିଛନ୍ତି । ଡାଇନା ଙ୍କ ଉଚ୍ଚତା ୫.୧୦ ଅଟେ ।

ଏହା ଥିଲେ ସେହି ଆକ୍ଟ୍ରେସ ମାନଙ୍କ ଲିଷ୍ଟ ଯାହାଙ୍କ ଉଚ୍ଚତା ଆକ୍ଟର ମାନଙ୍କ ଠାରୁ ମଧ୍ୟ ବେଶି, ତେବେ ଆପଣଙ୍କ ପ୍ରିୟ ଆକ୍ଟର ଏବଂ ଆକ୍ଟେରେସ ମାନଙ୍କ ନା ଆମକୁ କମ୍ମେନ୍ଟ ରେ ଜାଣନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।