Mumbai ର ବର୍ତ୍ତମାନ ଅବସ୍ଥାକୁ ଦେଖି Modi ସରକାରଙ୍କର 2ଟି ବଡ ନିଷ୍ପତ୍ତି, ଉଦ୍ଧବ ଠାକରେ ଆଶ୍ଚର୍ଯ୍ୟ

ସୁଶାନ୍ତ ସିଂହ ରାଜପୁତଙ୍କ ମାମାଲା ଏବେ ବଲିଉଡ ରୁ ନେଇ ରାଜନୀତିରେ ପହଞ୍ଚିଛି । ଯାହାକୁ ନେଇ ମୋଦୀ ସରକାର ଏବେ କିଛି ନିୟମ ବନାଇବାକୁ ଯାଉଛନ୍ତି ଯାହା ବଡ ବଡ ଆକ୍ଟର ଙ୍କୁ ଜେଲ ରେ ପୁରାଇପାରେ । ଏହି ଆଇନ ରେ ଉଦ୍ଧବ ଠାକରେ ସରକାର ଦ୍ଵାରା କରା ଯାଇଥିବା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ନୂଆ ଆଇନ ବ୍ୟବସ୍ଥା କରାଯିବ । ମୋଦୀ ସରକାର ଯେଉଁ ଆଇନ ବନାଇବେ ସେଥିରେ ସର୍ବ ପ୍ରଥମେ ସୁଶାନ୍ତଙ୍କ ମାମଲାରେ ନ୍ୟାୟିକ ଯାଞ୍ଚ ହେବ ଓ ସୁଶାନ୍ତଙ୍କ ଦୋଷିକୁ ଉଚିତ ଦଣ୍ଡ ମଧ୍ୟ ମିଳିବ ଓ ଅନ୍ୟ ଏକ ଆଇନ ଅନୁସାରେ ସବୁଠୁ ଅଧିକ ଧ୍ୟାନ ସୁଶାନ୍ତଙ୍କ ଭଳି ସେହି ଯୁବକ ମାନଙ୍କ ଉପରେ ଦିଆଯିବ ଯେଉଁମାନେ ଛୋଟ ଗାଁ ରୁ ବା ଛୋଟ ସହରରୁ ମୁମ୍ବାଇ ଆସି ନିଜ ସ୍ଵପ୍ନକୁ ପୂରଣ କରିବାକୁ ଚାହାଁନ୍ତି ।

ଏହି ଆଇନ ଅନୁସାରେ ଛୋଟ ସହରରୁ ଆସିଥିବା କଳାକାରଙ୍କୁ ଟର୍ଚର କଲେ ଆଜୀବନ କାରାବାସ ପର୍ଯ୍ୟନ୍ତ ଦଣ୍ଡ ମିଳିପାରେ । କହିଦେଉଛୁ କି ଛୋଟ ଛୋଟ ସହରରୁ ଆସୁଥିବା ଯୁବକଙ୍କୁ ବଲିଉଡ ରୁ ଓ ସେଠାକାର ଲୋକାଲ ସରକାରଙ୍କ ଠାରୁ ପ୍ରତାରଣା ମିଳିଥାଏ । ତାଙ୍କର ଏହି ଅତ୍ୟାଚାରକୁ ବନ୍ଦ କରିବା ପାଇଁ ହିଁ ଏହି ଆଇନ ବନା ଯାଉଛି ।

ଏହି ଆଇନ ରେ ସେହି ସମସ୍ତ ଯୁବକଙ୍କୁ ବହୁତ ସୁବିଧା ମିଳିବ ଯେଉଁମାନେ ମୁମ୍ବାଇ ଆସି ନିଜର କ୍ଯାରିୟର ବନାଇବା ପାଇଁ ଚାହୁଞ୍ଚନ୍ତି । ଆପଣଙ୍କୁ କହି ଦେଉଛୁ କି ମହାରାଷ୍ଟ୍ର ସରକାର ଏବେ ବଦ୍ନାମ ହୋଇ ସାରିଛି । ମହାରାଷ୍ଟ୍ର ସରକାର କଙ୍ଗନା ରଣାବତ ଙ୍କୁ ଅପମାନ କରି ପୁରା ମହିଳା ସମାଜକୁ ଅପମାନ କରିଛି । ସେପଟେ ଜେଲ ରେ ଥିବା ରିୟା ମଧ୍ୟ ଆଦିତ୍ୟ ଠାକରେ ଙ୍କ ନାମ ସିବିଆଇ କୁ କହି ଦେଇଛନ୍ତି । ଯାହା ଦ୍ଵାରା ଆଦିତ୍ୟ ଠାକରେ ସମସ୍ୟାରେ ଥିବା ନଜର ଆସୁଛନ୍ତି ।

ଏବେ କୁହାଯାଉଛି କି ଡ୍ରଗ୍ସ ମାମଲାରେ ରିୟାଙ୍କ ସାଙ୍ଗ ଆଦିତ୍ୟ ଠାକରେ ଙ୍କ ନାଁ ସାମ୍ନା କୁ ଆସିବା ପରେ ଏବେ CBI ମୁମ୍ବାଇ ପୋଲିସ ର ବଡ ବଡ କମିଶନର ଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଲୋକମାନଙ୍କର ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି କି ସେହି ସବୁ ଲୋକଙ୍କର ରିୟାଙ୍କ ସହିତ କେଉଁଠି ନା କେଉଁଠି କନେକ୍ସନ ଥିଲା । ଏବେ CBI ଟୀମ ଆଦିତ୍ୟ ଠାକରେ ଙ୍କ ପାଖକୁ ଯିବେ ଯାହାର ଡ୍ରଗ୍ସ ଲିଙ୍କ ରେ ବଡ ହାତ ଅଛି ।

ଆପଣଙ୍କୁ କହି ଦେଉଛୁ କି CBI କୁ ପ୍ରଥମରୁ ହିଁ ମହାରାଷ୍ଟ୍ର ସରକାରର ଷଡଯନ୍ତ୍ର ବିଷୟରେ ସନ୍ଦେହ ଥିଲା । କିନ୍ତୁ ଏବେ ରିୟା ଓ ତାଙ୍କ ଭାଇକୁ ଜେଲ ରେ ବନ୍ଦ କରିବା ପରେ ଆହୁରି ଅଧିକ ପ୍ରମାଣ ମିଳି ଯାଇଛି । ଯାହା ଦ୍ଵାରା ମହାରାଷ୍ଟ୍ର ସରକାରର ସବୁଠୁ ଉଚ୍ଚ ପଦର ଲୋକଙ୍କୁ ବି ଛାଡିବ ନାହିଁ CBI । CBI କୁ ସେହି ୩ ଟି ବଡ ପ୍ରମାଣ ମିଳି ଯାଇଛି ଯାହାର ଅପେକ୍ଷା ସେ କରିଥିଲେ ।

NCB ର ଡାଇରେକ୍ଟର ମଧ୍ୟ ଏହି କଥା କହିଦେଲେ କି ଏବେ ତ ବଡ ମାଛକୁ ଧରିବା ବାକି ଅଛି । ଏହା ସହିତ CBI ମଧ୍ୟ ରିୟାଙ୍କ ଉପରେ ନଜର ରଖିଛି କି କଣ ରିୟାଙ୍କର ମହେଶ ଭଟ୍ଟ ଙ୍କ ସହିତ ସମ୍ପର୍କ ଥିଲା ଓ କଣ ସେ ଚାହୁଁ ନଥିଲେ କି ସୁଶାନ୍ତ ସେହି ଦୁଇ ଜଣଙ୍କ ମଧ୍ୟରେ ଆସନ୍ତୁ । ଏହା ସହିତ CBI ଏହା ମଧ୍ୟ ଦେଖିବ କି ସବୁଠୁ ଅଧିକ ସକ୍ରିୟ କିଏ ଥିଲା ଯିଏ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।