ଆଇପିଏଲରେ ଆପଣଙ୍କର ବହୁତ ଭଲ ଖେଳାଳି କିଏ ? ମୋର ତ କ୍ୟାମେରା ମ୍ୟାନ ଅଟେ କାରଣ…

ପ୍ରଥମ ଜୋକ

ସ୍ତ୍ରୀ : ଚାଲ ଭୁତ ଫିଲ୍ମ ଦେଖିବା…..

.

.

.

.

ସ୍ଵାମୀ : ଠିକ ଅଛି ଆଲମାରି ଭିତରୁ ବାହାଘର ଭିଡିଓ ବାହାର କର…….

ଦ୍ଵିତୀୟ ଜୋକ

ବର୍ତ୍ତମାନ ସେହି ଦିନ ଦୂର ନାହିଁ ଯେତେବେଳେ କନିଆଁ ସ୍ଟେଜ ଉପରକୁ ଆସିଲେ ମାତ୍ରେ ବରଯାତ୍ରୀ କହିବେ କି

ଆରେ ଇଏ ତ ଟିକ ଟକ ବାଲି ଝିଅ ଅଟେ….

ତୃତୀୟ ଜୋକ

ମୋ ଦୁଖ ଶୁଣିବ ତ କାନ୍ଦି ପକେଇବ

ପଡୋଶୀ ଘର ସହ ମା ଝଗଡା କରି ଆସିଛି

ଓ ବ୍ଲକ ମୁଁ ହୋଇ ଯାଇଛି……

ଚତୁର୍ଥ ଜୋକ

ଗୋଟିଏ ଲୋକ ଛିଡା ହୋଇ ଚାବିରେ

ନିଜର କାନ ସଫା କରୁ ଥିଲା…….

ପପୁ ଦୂରରେ ଛିଡା ହୋଇ ତାକୁ ଦେଖୁଥିଲା

ଏହା ପରେ ପପୁ ପାଖକୁ ଆସି କହିଲା

ଭାଇ, ସ୍ଟାର୍ଟ ଯଦି ହଉ ନାହିଁ ମୁଁ ଧକା ମାରି ଦେବି କି ?

ପଞ୍ଚମ ଜୋକ

୯୯ ପ୍ରତିଶତ ଲୋକ ନିଜ ବୋହୁକୁ

ମହାରାଣୀ କହି ଡାକନ୍ତି

ତଥାପି ବୋହୁ ଖୁସି ହୁଏ ନାହିଁ

ଷଷ୍ଠ ଜୋକ

ସ୍ତ୍ରୀ : ଏମିତି କେଉଁ ଆଇନ ଅଛି କି କେବଳ

ମୁଁ ହିଁ ତୁମକୁ ଖାଇବା ବନେଇ ଦେବି ବୋଲି ?

ସ୍ଵାମୀ : ଏହା ପୁରା ଦୁନିଆର ଆଇନ ଅଟେ

କଏଦୀକୁ ଖାଇବା ସରକାର ହିଁ ଦିଏ…….

ସପ୍ତମ ଜୋକ

ସ୍ଵାମୀ : ତୁମେ ମାସ୍କ କାହିଁକି ମୁହଁରେ ଦେଉ ନାହଁ ?

ସ୍ତ୍ରୀ : ତୁମକୁ କେମିତି ଜଣା ପଡିବ କି

ମୁଁ ମୁହଁ ଫୁଲେଈ ବୁଲୁଛି……

ଅଷ୍ଟମ ଜୋକ

ଆଜିକାଲି ମୁଁ ଏତେ ସିଙ୍ଗିଲ ଅଛି କି

ଗାଡିର ଷ୍ଟାଣ୍ଡକୁ ଜାଣିଶୁଣି ତଳକୁ କରି ରଖେ

ଯାହା ଦ୍ଵାରା କୌଣସି ବି ଝିଅ

ଦେଖିନେବ ଓ କହିବ

‘ହାଲୋ ଷ୍ଟାଣ୍ଡ’ ।

ନବମ ଜୋକ

ଆଇପିଏଲରେ ଆପଣଙ୍କର ବହୁତ ଭଲ ଖେଳାଳି କିଏ ?

ମୋର ତ କ୍ୟାମେରା ମ୍ୟାନ ଅଟେ କାରଣ

ସେହି ବ୍ୟକ୍ତି ହିଁ ସୁନ୍ଦର ସୁନ୍ଦର ଝିଅ ଦେଖାଇ ଥାଏ

ଦଶମ ଜୋକ

ପୁଅ କହିଲା : ମୋ ହଂସିନୀ

ଝିଅ କହିଲା : ଗୁପଚୁପ ଆଣ

ପୁଅ କହିଲା : ଟଙ୍କା ନାହିଁ

ଝିଅ କହିଲା : କାହିଁକି ନାହିଁ

ପୁଅ କହିଲା : ମହଙ୍ଗା ଜମାନା

ଝିଅ କହିଲା : ତେବେ ଆଜି ଠାରୁ

ତୁ ମୋର ଭାଇ !!

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।