Bollywood ର ଏହି 5 ସୁନ୍ଦର ହିରୋଇନ ବିନା ମେକଅପରେ ଦେଖାଯାଅନ୍ତି ଏମିତି, ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ !

ବଲିଉଡରେ ଏହି ୫ ପ୍ରସିଦ୍ଧ ଏବଂ ସୁନ୍ଦର ଅଭିନେତ୍ରୀ ବିନା ମେକ୍ଅପରେ ବୁଢ଼ୀ ଦେଖା ଯାଆନ୍ତି । ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ବଢୁଥିବା ବୟସକୁ ଲୁଚାଇବା ପାଇଁ ମେକ୍ଅପର ସାହାଯ୍ୟ ନିଅନ୍ତି । ମେକ୍ଅପ ବିନା ଜଦି ଆପଣ ଏମାନଙ୍କୁ ଦେଖନ୍ତି ତେବେ ଏମାନଙ୍କ ବୁଢାପଣ ସଫା ଜାଣି ପାରିବେ । ଜଦି ଆପଣ ଏହି ଅଭିନେତ୍ରୀଙ୍କୁ ମେକ୍ଅପ ନେବାର ଦେଖନ୍ତି ତେବେ ଦେଖିବେ ଏମାନେ ଯୁବପିଢିକୁ ଏମାନେ ଟକ୍କର ଦେଉଛନ୍ତି । ଆଜି ସେହି ପ୍ରସିଦ୍ଧ ଏବଂ ସୁନ୍ଦର ୫ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ବୁଢ଼ୀ ହୋଇଗଲେଣି ।

୧- ରେଖା : ରେଖା ନିଜ ସମୟରେ ଜଣେ ସୁନ୍ଦର ଅଭିନେତ୍ରୀ ଥିଲେ । ଆଜି ୬୫ ବର୍ଷ ବୟସରେ ମଧ୍ୟ ସେ କାହାକୁ ବି ଟକ୍କର ଦେଇ ପାରିବେ । ରେଖାଙ୍କ ସୁନ୍ଦରତାର ଦିୱାନା ନା କେବଳ ବଢାମାନେ ବରଂ ଯୁବାମାନେ ମଧ୍ୟ । ଜଦି ଆପଣ ରେଖାଙ୍କୁ ବିନା ମେକ୍ଅପରେ ଦେଖିବେ ତେବେ ଜାଣି ପାରିବେ କି ସୁନ୍ଦର ଦିଶିଲା ପାଇଁ ମେକ୍ଅପର କେତେ ବଡ଼ ହାତ ଅଛି ।

୨- ମାଧୁରୀ ଦିକ୍ଷୀତ : ବଲିଉଡରେ ଧକ୍ ଧକ୍ ଗାର୍ଲ୍ ମାଧୁରୀ ଦିକ୍ଷୀତ ଟିଭି ସୋ ଏବଂ ଫିଲ୍ମରେ ଯୁବକ ଦେଖା ଯାଆନ୍ତି । କିନ୍ତୁ ପ୍ରକୃତରେ ସେ ବହୁତ ବୁଢ଼ୀ ହୋଇଗଲେଣି । ଜଦି ଆପଣ ତାଙ୍କୁ ବିନା ମେକ୍ଅପରେ ଦେଖିବେ ଚିହ୍ନି ପାରିବେନି । ୫୩ ବର୍ଷୀୟ ମାଧୁରୀ ୧୯୯୯ ରେ ଆମେରିକାର ସର୍ଜନ ଡ଼. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ ।

୩- ତବୁ : ଅଭିନେତ୍ରୀ ତବୁ ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ ତାଙ୍କ ଅଭିନୟ ପାଇଁ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତବୁଙ୍କୁ ବଲିଉଡରେ ସବୁଠାରୁ ଭଲ ହିରୋଇନ୍ ମାନଙ୍କ ଭିତରୁ ବଛାଯାଏ‌ । ତବୁ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୮୫ ମସିହାରେ ଆସିଥିବା ଫିଲ୍ମ ‘ହମ୍ ନ ଜବାନ୍’ ରୁ ଆରମ୍ଭ କରିଥିଲେ । ୪୮ ବର୍ଷୀୟ ତବୁ ବିନା ମେକ୍ଅପରେ ଅଧିକ ବୁଢ଼ୀ ଲାଗନ୍ତି ‌ ।

୪- ରବୀନା ଟନ୍ଡନ୍ : ରବିନା ଟନ୍ଡନ୍ ୨୦୦୪ ରେ ଅନିଲ୍ ଥଡାନୀଙ୍କୁ ବିବାହ କରିଥିଲେ । ୪୫ ବର୍ଷୀୟ ରବୀନା ଆଜି ବି ଜବାନ୍ ଏବଂ ସୁନ୍ଦର ନଜର ଆସୁଛନ୍ତି । ଏବେ ତାଙ୍କର ଆସିଥିବା ନୂଆ ଫିଲ୍ମ ମାତ୍ର୍ ରେ ବହୁତ ସୁନ୍ଦର ଦିଶୁଛନ୍ତି । କିନ୍ତୁ ବିନା ମେକ୍ଅପରେ ଦେଖିଲେ ବୟସର ଫରକ୍ ନିହାତି ଦିଶିବ ।

୫- କରିଶ୍ମା କାପୁର : କ୍ରିଷ୍ଣା କାପୁର ୯୦ ଦଶକରେ ବହୁ ପ୍ରସିଦ୍ଧ ଏବଂ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ‌ । କରିଶ୍ମା କାପୁର ଫିଲ୍ମ ‘ପ୍ରେମ୍ କଏଦୀ’ରୁ ଡେବ୍ୟୁ କରିଥିଲେ । କରିଶ୍ମା କାପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ସର୍ବଦା ସେ ନିଜର ଗ୍ଲାମର ଫଟୋ ପୋଷ୍ଟ କରନ୍ତି । ସେ ମେକ୍ଅପରେ ସହିତ ବହୁତ ସୁନ୍ଦର ଏବଂ ଜବାନ୍ ଦିଶନ୍ତି ହେଲେ ବିନା ମେକ୍ଅପରେ ଦେଖିଲେ ସେ ସମ୍ପୂର୍ଣ୍ଣ ବୁଢ଼ୀ ନଜର ଆସନ୍ତି । ଆପଣଙ୍କୁ କହିଦବୁ କ୍ରିଷ୍ଣା ଏବେ ୪୫ ବର୍ଷୀୟ ଅଟନ୍ତି‌ ।

ଆପଣ ଏହି ୫ ସୁନ୍ଦର ଅଭିନେତ୍ରୀ ମାନଙ୍କ ଭିତରୁ କେଉଁ ଅଭିନେତ୍ରୀ ଙ୍କୁ ପସନ୍ଦ କରନ୍ତି ‌ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।