ଏଗୁଡିକ ହେଉଛି ଅଲୁ ଅର୍ଜୁନଙ୍କ କ୍ୟାରିୟରର ସବୁଠୁ ଭଲ ଫିଲ୍ମ, ନମ୍ବର ୧ କୁ ଭୁଲିବା ମୁସ୍କିଲ ଅଟେ

ଆଜି ଆମେ ଆପଣମାନଙ୍କୁ ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟରର କିଛି ଚର୍ଚ୍ଚିତ ଫିଲ୍ମ ବିଷୟରେ କହିବୁ । ଅଲ୍ଲୁ ଅର୍ଜୁନ ସାଉଥର ଏକ ଲୋକପ୍ରିୟ ଅଭିନେତା ଅଟନ୍ତି । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ । ତେବେ ଆସନ୍ତୁ ଜାଣିବା ତାଙ୍କର କେତେକ ଚର୍ଚ୍ଚିତ ଫିଲ୍ମ ବିଷୟରେ ।

୧. ରେସ ଗୁର୍ରମ

ଏହା ଅଲୁ ଅର୍ଜୁନଙ୍କ ଅଲ ଟାଇମ ବ୍ଲକ ବଷ୍ଟର ମଧ୍ୟରୁ ଗୋଟିଏ ଅଟେ । ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ୨୦୧୪ରେ ରିଲିଜ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ସହ ଏହି ଫିଲ୍ମରେ ସୃତି ହାସନ ନଜର ଆସିଥିଲେ । ଏହି ଫିଲ୍ମ ସୁପର ହିଟ ହୋଇଥିଲା ।

୨. ସନ୍ ଅଫ ସତ୍ୟମୂର୍ତ୍ତି

ଏହି ଫିଲ୍ମଟି ୨୦୧୫ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ସମାନ୍ଥା ପ୍ରଭୁ ନଜର ଆସିଥିଲେ , ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ।

୩. ଡିଜେ

କ୍ରାଇମ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଅଳ୍ଳୁ ଅର୍ଜୁନଙ୍କ ଆକ୍ସନ ଲୋକମାନଙ୍କ ମନକୁ ଜିତି ନେଇଥିଲା । ଅଲ୍ଲୁ ଅର୍ଜୁନଙ୍କ ସହ ଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ଏହି ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ।