ଟିଭି ସିରିଏଲ Uttaran ର ଇଚ୍ଛା, Tina Dutt ଙ୍କ ଟପଲେସ ଫଟୋସୁଟ ହେଉଛି ଭାଇରାଲ, ଆଗରୁ କେବେ ଦେଖିନଥିବେ ତାଙ୍କର ଏପରି ଲୁକ, ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଟିଭି ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସାନଦାର ଅଭିନୟ ସହ ଷ୍ଟାଇଲିସ, ପର୍ଶନାଲିଟି ପାଇଁ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ “ଉତ୍ତରନ” ରେ ଅଭିନୟ କରିଥିବା ଅଭିନେତ୍ରୀ ଟିନା ଦତ୍ତାଙ୍କର କିଛି ଟପଲେସ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସେହି ବିଷୟରେ କହିବାକୁ ଯାଉଛୁ ।

କଲର୍ସ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ଉତ୍ତରନ” ରେ ମୁଖ୍ୟ ଭୂମିକାରେ ଇଚ୍ଛା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଟିନା ଦତ୍ତାଙ୍କୁ କିଏ ନ ଜାଣିଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଟିନାଙ୍କୁ ସଂସ୍କାରୀ ବୋହୁ ଭାବେ ମଧ୍ୟ କୁହାଯାଏ । ସେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଏହା ଛଡା ସେ ନିଜର କିଛି ବୋଲ୍ଡନେସ ଫୋଟୋ ମଧ୍ୟ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥାନ୍ତି ।

ବର୍ତ୍ତମାନ ଟିନା ନିଜର କିଛି ହଟ ଓ ବୋଲ୍ଡ ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ସେ ତାଙ୍କର ଗ୍ଲାମରିୟସ ଅନ୍ଦାଜରେ ଦର୍ଶକ ମାନଙ୍କୁ ଅଧିକ ପ୍ରଭାବିତ କରିଥାନ୍ତି । ବର୍ତ୍ତମାନ ତାଙ୍କର ଟପ୍ଲେସ ଫୋଟୋସୁଟ ବହୁତ ଜୋରସୋରରେ ଚର୍ଚ୍ଚାରେ ରହିଛି ଯାହାକୁ ସେ ନିଜର ଇଂଷ୍ଟାଫ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହି ଫୋଟୋରେ ଟିନା ଜବରଦସ୍ତ ପୋଜ ଦେଇ କିଛି ଅଲଗା ଲୂକରେ ନଜର ଆସିଛନ୍ତି । ଏହା ସହ ଟିନା ଏହି ଫୋଟୋରେ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି ଯାହା ତାଙ୍କୁ ଆହୁରି ଅଧିକ ଗରଜେସ କରୁଛି । ଏହି ଫୋଟୋକୁ ସେୟାର କରି ଟିନା ଦତ୍ତା କ୍ୟାପସନରେ ଲେଖିଛନ୍ତି ଯେ “ଖରାପ ନ ଲାଗେ ତ ଟେମ୍ପ୍ରେଚର ବଢାଅ” । ଏହି ଟପ୍ଲେସ ଫୋଟୋ ଶେୟର କରି ଟିନା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟର କମେଣ୍ଟ ବକ୍ସ ବନ୍ଦ କରିଛନ୍ତି କାରଣ କେହି ଯେମିତି ଏହି ଫୋଟୋକୁ ନେଇ ଖରାପ କମେଣ୍ଟ ନ ଦିଅନ୍ତି ।

ଟିନାଙ୍କ କ୍ଯାରିୟର ବିଷୟରେ କହିବାକୁ ଗଲେ ସେ ୫ ବର୍ଷରୁ ଅଭିନୟ ଜାରି ରଖିଛନ୍ତି । ସେ ଟିଭି ସିରିଏଲ “ଶିଷ୍ଟର ନିବେଦିତା”ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ଛଡା ସେ ବଙ୍ଗାଳୀ ଫିଲ୍ମ ଓ ସିରିଏଲରେ କାମ କରି ସାରିଛନ୍ତି । ୨୦୦୩ରେ ଅଭିନେତ୍ରୀ ଐଶ୍ଵରୀୟା ରାଏଙ୍କ ସହ ବଙ୍ଗାଳୀ ଫିଲ୍ମ “ଚୋଖେରାବାଲି” ରେ କାମ କରିଥିଲେ ।

ଟିଭି ସିରିଏଲ “ଉତ୍ତରନ” ରେ ଇଚ୍ଛା ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କୁ ଶେଷ ଥର ପାଇଁ “ବିଗ ବସ-୧୪”ରେ ଗେଷ୍ଟ ଭାବେ ଦେଖା ଯାଇଥିଲା । ସେ ଦେଖିବାକୁ ଯେତିକି ଗ୍ଲାମରିୟସ ତାଙ୍କର ଲୂକ ମଧ୍ୟ ସେତିକି ନିଆରା ଅଟେ । ଉତ୍ତରଣ ସିରିଏଲ ବ୍ଯତୀତ ଟିନା “ଡାୟନ”, “ଖତରୋ କା ଖିଲାଡ଼ି”, “କୋଇ ଆନେ କୋ” ସିରିଏଲେରେ ଅଭିନୟ କରିଛନ୍ତି ।

କିନ୍ତୁ ଦର୍ଶକ ମାନେ ତାଙ୍କୁ “ଉତ୍ତରନ” ସିରିଏଲର ଇଚ୍ଛା ନାମରେ ହିଁ ଜାଣିଛନ୍ତି । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।