ମଜେଦାର ଜୋକ୍ସ- ସ୍ତ୍ରୀ କହିଲା ଶୁଣୁଛ ଆଜି ଟିକିଏ ଅଫିସରୁ ଶୀଘ୍ର ଆସିବ, ଫିଲ୍ମ ଦେଖିବାକୁ ଯିବା, ସ୍ୱାମୀ କହିଲା ଯଦି ନ ଆସିଲି ତ…

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।

୧ – ପୁଅ : ତୁମ ଦେହରେ ବି ମାତା ଆସୁଛନ୍ତି । କେବେ କହିନ ତୁମେ ।

ଝିଅ : କଣ ହେଲା ?

ପୁଅ : ତମ ଚୁଟି ଅଡୁଆ ହୋଇଥିବା dp ଦେଖିଲି ତ !


ଝିଅ : କମିନା, ଗାଧୋଇକି ସେଲ୍ଫି ନେଇଥିଲି

୨ – ପପୁ : ନିଜ ଛେଳିକୁ ବସରେ ନେଇକି ଯାଉଥିଲା କି କଣ୍ଡକ୍ଟର ମନା କରିଦେଲା…

ପପୁ ଯେତେବେଳେ ଛେଳି କୁ ବୁର୍ଖା ପିନ୍ଧେଇକି ବସରେ ନେଇକି ଗଲା,

ଆଉ କଣ୍ଡକ୍ଟର କୁ କହିଲା – ଏ ମୋର ଜେଜେ ମା ଅଟନ୍ତି, ବୁଢ଼ୀ ହୋଇଯାଇଛନ୍ତି ସେଥି ପାଇଁ ନଇଁ ଯାଉଛନ୍ତି …

କିଛି ସମୟ ପରେ ଛେଳି ପାଟି କରିଦେଲା ..

କଣ୍ଡକ୍ଟର ପଚାରିଲା ଆରେ ଏ କଣ ?

ପପୁ – କିଛି ନାହିଁ … ଜେଜେ ମାଆଙ୍କର ଜପ ମାଳି ଛିଡି ଗଲା ।

୩ – ଝିଅ – ଜାନୁ ମୋର କିଛି ଟଙ୍କା ଦରକାର

ପୁଅ : ହଁ କୁହ କେତେ ଟଙ୍କା ଦରକାର . ୫୦୦ ନା ୧୦୦୦

ଝିଅ : ନାଇଁ ଜାନୁ ମାତ୍ର ୧୦୦

ପୁଅ : ମନେ ମନେ କହିଲା

ଆପ ଛା ଗଏ ମୋଦି ଜି .

୪ – ପପୁ STD ବୁଥ କୁ ଯାଇ ତାର ମାଲିକଙ୍କୁ ଦୁଇଟି ଚଟକଣି ଲଗେଇଦେଲା ..

ବୁଥ ମାଲିକ : ତମେ ମତେ କାହିଁକି ମାରିଲ ?

ପପୁ : ସାମ୍ନା ବୋର୍ଡରେ ଲେଖା ଅଛି ଦୁଇ ଲଗେଇ କି ଡାଏଲ କରନ୍ତୁ

୫ – ମଦ ଗୋଟିଏ ଗୁଣ ଅନେକ

* ମଦୁଆ କୁ ଇଂଲିଶ କହିବା ଆସିଯାଏ


* ମଦୁଆ ନାଚରେ ଏକ୍ସପର୍ଟ ହୋଇଯାଏ

* ମଦୁଆଙ୍କର ବନ୍ଧୁତା ନିବିଡ଼ ହୋଇଯାଏ

* ମଦୁଆ ମାନେ ନିଜ ସ୍ତ୍ରୀ ସହ ଆଖି ରେ ଆଖି ମିଶେଇକି କଥା ହୋଇପାରନ୍ତି ।

୬ – ପପୁ ସକାଳୁ ନିଜ କୁକୁରକୁ ବାହାରେ ବୁଲାଉଥିଲା

ପପୁ : ସବାସ ମୋର ଶେର ଦୌଡ଼ ଜୋର ସେ ଦୌଡ଼ !


ପୁଲିସ : ଆରେ ପୁଅ ଏଠି କି ଆ, ନିଜ ଭାଇ କୁ ନେଇକି କୁଆଡେ ଯାଉଛୁ ।

ପପୁ : ପୋଲିସରେ ଭର୍ତି କରିବା ପାଇଁ

ପୋଲିସ ଵାଲା ବେହୋସ ।

୭ – ସ୍ତ୍ରୀ : ଶୁଣୁଛ ଆଜି ଟିକିଏ ଅଫିସରୁ ଶୀଘ୍ର ଆସିବ, ଫିଲ୍ମ ଦେଖିବାକୁ ଯିବା

ସ୍ୱାମୀ : ଯଦି ନ ଆସିଲି ତ !!!

ସ୍ତ୍ରୀ : ଯଦି ସମୟରେ ଆସିଲ ତ ବିଜେପି ନିର୍ବାଚନ ଚିହ୍ନରେ ସ୍ୱାଗତ କରିବି, ଯଦି ଡେରି କଲ ତ କଂଗ୍ରେସ ର ନିର୍ବାଚନ ଚିନ୍ହରେ ….!

ଯଦି ବେସି ଡେରି କରିବ ତ … ଆମ ଆଦମୀ ଦଳର ନିର୍ବାଚନ ଚିନ୍ହ କବାଟ ପଛରେ ଅଛି ଧ୍ୟାନ ରଖିବ ।

୮ – ଗରମ ଦିନ ଆସୁଛି, ବିବାହିତ ପୁରୁଷଙ୍କ ପାଇଁ ଏକ ଉପଦେଶ –

ଯେତେବେଳେ ବି ଫ୍ରିଜ ରୁ ପାଣି ବୋତଲ ବାହାର କରୁଛନ୍ତି ତାକୁ ପୁଣି ଭର୍ତି କରି ରଖନ୍ତୁ,

ନଚେତ ଲେକ୍ଚର ପାଣି ବୋତଲ ରୁ ଆରମ୍ଭ ହୋଇ କିଏ ଜାଣେ କେଉଁ ବୋତଲରେ ସରିବ ।

୯- ସ୍ତ୍ରୀ ବହୁତ ପ୍ରେମ ଭରା ମନରେ ନିଜ ସ୍ୱାମୀ କହିଲା : ପ୍ରିୟ ଆମେ ସବୁ ଜନ୍ମରେ ପରସ୍ପର ସହିତ ଦେଖା ହେବା, ଏମିତି ସବୁ ଜନ୍ମରେ ପରସ୍ପରକୁ ଭଲ ପାଇବା ।


ସ୍ୱାମୀ ଲମ୍ବା ନିଶ୍ୱାସ ମାରି କହିଲା : ଏ ସବୁତ ଠିକ ଅଛି, କିନ୍ତୁ ତମେ ଏହି ଜନ୍ମରେ ପିଛା ଛାଡିବ ତ ଆର ଜନ୍ମରେ ଦେଖା ହୋଇପାରିବ ।

୧୦. ଲକଡାଉନ ରେ ୱାର୍କ ଫ୍ରମ ବସ- ମୁଁ ତୁମକୁ ଫୋନ କରିଥିଲି

ତ ତୁମ ସ୍ତ୍ରୀ କହିଲେ କି ତୁମେ ରୋଷେଇ କରୁଛ …

ତୁମେ କଲ ବ୍ୟାକ କାହିଁକି କଲ ନାହିଁ ?

ପପୁ-ସାର, ମୁଁ କରିଥିଲି, ଆପଣଙ୍କ ସ୍ତ୍ରୀ କହିଲେ କି ଆପଣ ବାସନ ଧୋଉଛନ୍ତି ।

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।