ପୁଣି ଏକ ନୂଆ Odia ଧାରାବାହିକରେ ନଜର ଆସିବେ ଚନ୍ଦନ ତୁଳସୀ ଓ ଲିସା, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କଉ ଆପଣ ମାନେ ବେଶ ଭଲ ଭାବେ ଜଣାଇଥିବେ । ଏହି କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଫ୍ୟାମ୍ସ ହେବ ସହ ନିଜର ବ୍ୟକ୍ତିତ୍ବ, ଲାଇଫ ଷ୍ଟାଇଲ, ବିହେଭିୟର ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଖାସ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ତ ଅଭିନେତା ମାନେ ନିଜର ହ୍ୟାଣ୍ଡସମ ଓ ଡ୍ୟାସିଙ୍ଗ ଲୁକ ପାଇଁ ବେଶ ଫ୍ୟାମ୍ସ ହୋଇ ପାରିଛନ୍ତି । ଓଲିଉଡର କଳାକାର ମାନଙ୍କ ଠାରୁ ଟିଭି ଜଗତର କଳାକାର ମାନେ କିଛି କମ ନୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଅଭିନେତ୍ରୀ ଲିସା, ତୁଲସୀ ଓ ଅଭିନେତା ଚନ୍ଦନା ପୁଣି ଥରେ ଏକାଠି ଗୋଟିଏ ସିରିଏଲରେ ନଜର ଆସିବାକୁ ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଅଭିନେତା ଚନ୍ଦନ, ଅଭିନେତ୍ରୀ ତୁଲସୀ ଓ ଲିସାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏହି ୩ ଜଣ କଳାକାର ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ରର ସ୍ଥାନ ସୃଷ୍ଟି କରି ପଡ଼ିଛନ୍ତି । ଏହି ୩ ଜଣ କଳାକାର ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ଏକା ସହ ଅଭିନୟ କରିବାର ନଜର ଆସିଥିଲେ । ଏହି ସିରିଏଲରେ ଏହି ୩ ଜଣଙ୍କର ସାନଦାର ଅଭିନୟ ପାଇଁ ଏମାନେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।

ଏହା ପରେ ଏହି ସିରିଏଲଟି ଶେଷ ହେବ ପରେ ଏମାନେ ଅନ୍ୟ କୌଣସି ସିରିଏଲରେ ଏକାଠି ନଜର ଆସି ନାହାନ୍ତି । ବର୍ତ୍ତମାନ ଖବର ଅନୁଯାୟୀ ସାର୍ଥକ ଚ୍ଯାନେଲରେ ନୂଆ ଏକ ସିରିଏଲରେ ଏହି ୩ ଜଣ କଳାକାର ପୁଣି ଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଏହି ନୂଆ ସିରିଏଲର ନାଁ ରହିଛି “ମଙ୍ଗୁଳା କନ୍ୟା” । ଏହି ନୂଆ ସିରିଏଲ ସିଦ୍ଧାର୍ଥ ଟିଭି ବା ସାର୍ଥକ ଚ୍ୟାନେଲରେ ଆରମ୍ଭ ହେବାକୁ ଯାଉଛି ।

ଯେଉଁଥିରେ ଆପଣ ମାନେ ଆଉ ଏକ ଥର ଅଭିନେତା ଚନ୍ଦନ, ଅଭିନେତ୍ରୀ ତୁଳସୀ ଓ ଲିସାର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ପାଇବେ । ଏହି ନୂଆ ସିରିଏଲ “ମଙ୍ଗୁଳା କନ୍ୟା” ରେ ଲିସା ପୁଣି ଥରେ କିପରି ଚନ୍ଦନ ଓ ତୁଳସୀଙ୍କର ଯୋଡିକୁ ଭାଙ୍ଗିବାକୁ ଚେଷ୍ଟା କରିବେ ଏହିଭଳି କିଛି ରୋମାଞ୍ଚକର ଓ ମଜାଦରା କାହାଣୀ ଦେଖିବାକୁ ମିଳିବ । ଅନେକ ଦିନ ପରେ ଏହି ୩ କଳାକାର ପୁଣି ଥରେ ଛୋଟ ପରଦାରେ ଏକାଠି ହୋଇ ଅଭିନୟ କରିବାକୁ ଯାଉଛନ୍ତି ।

ତେବେ ଏହାକୁ ନେଇ ଆପଣ ମାନେ କେତେ ଇଚ୍ଛୁକ ଓ ଆଗ୍ରହୀ ଅଛନ୍ତି ଏହି ବିଷୟରେ କମନେଟ କରି ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।