ଦେଖନ୍ତୁ ଭିଡିଓ – ଅର୍ପିତା ଅରବାଜଙ୍କର ଗର୍ଲଫ୍ରେନ୍ଡଙ୍କୁ ପାର୍ଟିରେ ସମସ୍ତଙ୍କ ସାମନ୍ନାରେ ଦେଲେ ଗାଳି, ଦେଖା ଯାଉଥିଲା ପ୍ରାଇବେଟ ପାର୍ଟ, ଆଉ ତା ପରେ…

ବଲୀଉଡର ଷ୍ଟାରମାନଙ୍କର ଦୁନିଆ ବି ଅଲଗା ପ୍ରକାରର ଅଟେ । ସେମାନେ ନିଜ ଜୀବନରେ ଏମିତି ଏମିତି କାମ କରି ଦିଅନ୍ତି କି ଯେଉଁ କାରଣରୁ ତାଙ୍କୁ ମିଡିଆର ଆଟେଂଶନ ମିଳିଯାଏ ଓ ସେମାନେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଆନ୍ତି । ଗତ କିଛି ଦିନ ତଳେ ରମଜାନର ମାସ ଚାଲିଥିଲା ଓ ସମସ୍ତ ମୁସଲମାନ ଲୋକମାନଙ୍କ ଘରେ ଇଫ୍ତାର ପାର୍ଟି ରଖା ଯାଇଥିଲା ।

କହିବାକୁ ଗଲେ ବଲୀଉଡର ସବୁଠୁ ପପୁଲାର ଇଫ୍ତାର ପାର୍ଟୀ ହୋଇଥାଏ ବାବା ସିଦ୍ଦିକୀଙ୍କର ଯେଉଁଥିରେ ପ୍ରାୟତଃ ସବୁ ସେଲିବ୍ରିଟି ଆସି ଥାନ୍ତି । ଖାସ କରି ସଲମାନ ଓ ଶାହରୁଖ ଖାନ । ପାର୍ଟିରେ ସଲମାନ ଓ ଶାହରୁଖ ଖାନ ନିଜର ପୁରା ପରିବାର ସହିତ ପହଞ୍ଚିଥିଲେ । ଏହି ସମୟରେ ଅର୍ପିତା ଅରବାଜଙ୍କର ଗର୍ଲଫ୍ରେଣ୍ଡଙ୍କୁ ସମସ୍ତଙ୍କ ସାମ୍ନାରେ ଗାଳି କଲେ ।

ଅର୍ପିତା ଅରବାଜଙ୍କର ଗର୍ଲଫ୍ରେଣ୍ଡଙ୍କୁ ସମସ୍ତଙ୍କ ସାମନ୍ନାରେ ଗାଳି ଦେଲେ

କହିବାକୁ ଗଲେ ସଲମାନ ଖାନ ବାବା ସିଦ୍ଦିକୀଙ୍କର ପାର୍ଟିରେ ନିଜର ପୁରା ପରିବାର ସହିତ ପହଞ୍ଚିଥିଲେ । ଏହା ଛଡା ଅରବାଜ ବି ନିଜର ଗର୍ଲଫ୍ରେଣ୍ଡ ଜର୍ଜିୟାଙ୍କୁ ନେଇ ପହଞ୍ଚିଥିଲେ ଓ ପାର୍ଟିରେ ଜର୍ଜିୟା ପୂରାପୂରି ବୋଲ୍ଡ ଅନ୍ଦାଜରେ ଦେଖା ଯାଉଥିଲେ । ଏହା ପରେ ପାର୍ଟିରେ କିଛି ଏମିତି ହେଲା କି ସମସ୍ତଙ୍କର ନଜର କେବଳ ତାଙ୍କ ଉପରେ ହିଁ ଥିଲା ଓ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହୋଇଗଲା ।

କହିବାକୁ ଗଲେ ଜର୍ଜିୟା ପାର୍ଟିରେ ଯେଉଁ ଦୁପଟ୍ଟା ପିନ୍ଧିଥିଲେ ତାହାକୁ ସେ ଠିକ ସେ ପିନ୍ଧି ନ ଥିଲେ ଯେଉଁ କାରଣରୁ ତାଙ୍କର ଦୁପଟ୍ଟା ବାରମ୍ବାର ତଳକୁ ଖସି ଯାଉଥିଲା । ଏହା ପରେ ଅରବାଜଙ୍କର ଭଉଣୀ ଅର୍ପିତା ଜର୍ଜିୟାଙ୍କୁ ଦୁପଟ୍ଟା ଠିକ କରିବା ପାଇଁ କହିଲେ । ଯାହାକି ପୁରା ନଣନ୍ଦ ଭଳି ଅନ୍ଦାଜରେ, ଯାହାକୁ ସମସ୍ତେ ଦେଖୁଥିଲେ । ଦେଖନ୍ତୁ ଭିଡିଓ –

ଏହି ଭିଡିଓରେ ଆପଣ ପୂରାପୂରି ଦେଖି ପାରିବେ କି ଅରବାଜଙ୍କ ସହିତ ଛିଡା ହୋଇଥିବା ଜର୍ଜିୟାଙ୍କୁ କେଉଁ ଭଳି ଭାବରେ ଅର୍ପିତା ନିଜର ଦୁପଟ୍ଟା ଠିକ କରିବା ପାଇଁ କହୁଛନ୍ତି । ଅର୍ପିତା ଜର୍ଜିୟାଙ୍କୁ ନିଜ ପାଖରେ ଡାକି କାନରେ କିଛି କହୁଛନ୍ତି । ଏହା ପରେ ଜର୍ଜିୟା ନିଜର ଦୁପଟ୍ଟା ଠିକ କରିବାକୁ ଲାଗିଲେ, ଯେତେବେଳ ଦୁପଟ୍ଟା ଠିକ ହେଲା ନାହିଁ ତେବେ ସେ କଥାବାର୍ତ୍ତା କରି ପଛକୁ ବୁଲିଗଲେ ଓ ଅରବାଜ ଛିଡା ହୋଇ ତାଙ୍କୁ କଭର କରୁଥିଲେ । ଦେଖନ୍ତୁ ଭିଡିଓ –

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।