ନାବାଳିକା ଅବସ୍ଥାରେ ହିଁ ମା ହେଇ ଯାଇଥିଲେ Bollywood ର ଏହି 3 ଜଣ ଫେମସ Actress, ନମ୍ବର 2 ତ ସବୁଠୁ କମ ବୟସର ଥିଲେ

ମା ହବା ଗୋଟିଏ ସ୍ତ୍ରୀର ସବୁଠାରୁ ସୁଖଦ ଅନୁଭବ ବୋଲି ମାନନ୍ତି । ବଲିଉଡର କିଛି ଅଭିନେତ୍ରୀ ନିଜେ ମା ହେବାର ଅନୁଭୂତି କୁ ନିଜ ଫ୍ୟାନ୍ ସହ ସେୟାର ମଧ୍ୟ କରିଛନ୍ତି ।

କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ମା ବନିବାକୁ ନିର୍ଣ୍ଣୟ କରିଛନ୍ତି ଏବଂ ସେଇଠି କିଛି ଅଭିନେତ୍ରୀ ବଲିଉଡ ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ହୋଇ ଯାଇଥିଲେ । ଆଜି ଆମେ ସେହି ହିରୋଇନ୍ ମାନଙ୍କ ବିଷୟରେ କହିବୁ ଯିଏ ବହୁତ କମ୍ ବୟସରେ ବିବାହ ପୂର୍ବରୁ ମା ବନି ଯାଇଥିଲେ । ୧-ଭାଗ୍ୟଶ୍ରୀ : ଫିଲ୍ମ ‘ମେନେ ପ୍ୟାର କିୟା’ ରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଏହି ସୁନ୍ଦର ଅଭିନେତ୍ରୀ ଭାଗ୍ୟଶ୍ରୀ ଅଟନ୍ତି ।

୧୯୯୦ ମସିହାରେ ବ୍ୟବସାୟ ହିମାଲ୍ୟା ଦଶାନୀଙ୍କୁ ବିବାହ କରିଥିଲେ । ଆଜି ଭାଗ୍ୟଶ୍ରୀ ଦୁଇଟି ପିଲାର ମାଆ ହୋଇ ସାରିଛନ୍ତି । ତାଙ୍କର ଗୋଟିଏ ୨୩ ବର୍ଷୀୟ ପୁଅ ଅଛି ଯାହାର ନାଁ ଅଭିମନ୍ୟୁ ଦଶାନୀ ଅଟେ ଏବଂ ସେ ମଧ୍ୟ ଗୋଟିଏ ଝିଅର ମା ହୋଇ ସାରିଛନ୍ତି ଯାହାର ନାଁ ଅବନ୍ତିକା ଦଶାନୀ ଅଟେ । ଭାଗ୍ୟଶ୍ରୀ ମାତ୍ର ୧୭ ବର୍ଷ ବୟସରେ ମା ବନି ଯାଇଥିଲେ । କୁହାଯାଏ ଯେ ହିମାଲ୍ୟା ଦାଶାନୀଙ୍କୁ ବିବାହ କରିବା ପୁର୍ବରୁ ଅଭିନେତ୍ରୀ ଜଣକ ଗର୍ଭବତୀ ଥିଲେ ।

୨- ଉର୍ବଶୀ ଢୋଲକିଆ : ଉର୍ବଶୀ ଢୋଲକିଆ ଛୋଟ ପରଦାର ବିଖ୍ୟାତ ଅଭିନେତ୍ରୀ କୁହା ଯାଆନ୍ତି । କୋମଲରେଖା ଚରିତ୍ର ପାଇଁ ଆଜି ବି ତାଙ୍କୁ ବହୁତ ମନେ ପକାଉଛନ୍ତି । ଉର୍ବଶୀ ନିଜ ପ୍ରଫେସନାଲ ଜୀବନରେ ଯେତିକି ନାଁ କମାଇଲେ ତାହା ମଧ୍ୟ ବହୁତ କମ୍ ବୟସରେ । ଉର୍ବଶୀ ମାତ୍ର ୧୫ ବର୍ଷ ବୟସରେ ବିବାହ କରିଥିଲେ ଏବଂ ସେ ୧୬ ବର୍ଷ ବୟସରେ ଦୁଇଟି ଯାଆଁଳା ପିଲାର ମାଆ ବନିଥିଲେ । ବାହାଘରର ଦେଢ଼ ବର୍ଷ ପରେ ଉର୍ବଶୀଙ୍କ ତଲାକ ହୋଇଗଲା । ସେ ଏକା ଏକା ଦୁଇ ପୁଅଙ୍କ ଲାଳନପାଳନ ସହ ଦାୟିତ୍ଵ ନିର୍ବାହ କରିଥିଲେ ।

୩- ଡିମ୍ପଲ କପାଡିଆ : ପୁରୁଣା ଦିନର ଏହି ଅଭିନେତ୍ରୀ ଡିମ୍ପଲ କପାଡିଆ ଆଜି ବି ମଧ୍ୟ ବହୁତ ସୁନ୍ଦର ଦେଖା ଯାଆନ୍ତି । ତାଙ୍କର ପ୍ରଥମ ଫିଲ୍ମ ବବି ଥିଲା ଏବଂ ସେ ଏହି ଫିଲ୍ମରେ ସମସ୍ତଙ୍କୁ ତାଙ୍କ ଦିୱାନା ବନାଇ ଥିଲେ । ୧୬ ବର୍ଷ ବୟସରେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ୧୯୭୩ ମସିହାରେ ବିବାହ କରିଥିଲେ । ସେ ବିବାହ ପୂର୍ବରୁ ବର୍ଷ ୧୯୭୩ ମାର୍ଚ୍ଚ ମାସରେ ଟ୍ୱିଙ୍କଲ୍ ଖାନ୍ନାଙ୍କ ମା ମଧ୍ୟ ହୋଇ ସାରିଥିଲେ ।

ବାହାଘରର କିଛି ଦିନ ପରେ ଡିମ୍ପଲ ଏବଂ ରାଜେଶ ଖାନ୍ନାଙ୍କ ତଲାକ ହୋଇଗଲା‌ । ଏହାପରେ ଡିମ୍ପଲ ଦୁଇ ଝିଅଙ୍କ ଲାଳନପାଳନ କରିଥିଲେ । ତେବେ ଦେଖିଲେ ଯେଉଁଠି ବଲିଉଡର କିଛି ଅଭିନେତ୍ରୀ ୩୦ ବର୍ଷ ପରେ ବିବାହ କରୁଛନ୍ତି ଏବଂ କିଛି ଅଭିନେତ୍ରୀ ଯିଏ ୧୫, ୧୬ ବର୍ଷ ବୟସରେ ମା ବନିଯାଇ ଥିଲେ ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ