କେବେ ଏମିତି କଳା ଦେଖାଯାଉଥିଲେ ବଲୀଉଡର ଏହି ସବୁ ହିରୋଇନ, କସ୍ମେଟିକ ସର୍ଜରୀ ବଦଳାଇ ଦେଲା ପୁରା ରୂପ, ଦେଖନ୍ତୁ କେଉଁମାନେ ଅଛନ୍ତି ଏଥିରେ ସାମିଲ

ବଲୀଉଡରେ କେତେକ ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ କସ୍ମେଟିକ ସର୍ଜରୀ ର ସାହାରା ନେଇ ନିଜକୁ ସୁନ୍ଦର ଓ ଆକର୍ଷକ କରିଛନ୍ତି । ଆଜି ମେଡିକାଲ ଓ କସ୍ମେଟିକ ସର୍ଜରୀ ଏତେ ବିକାଶ କରି ନେଇଛି କି ଚେହେରା ର ସର୍ଜରୀ ରୁ ନେଇ ରଙ୍ଗ ବଦଳାଇବା ପର୍ଯ୍ୟନ୍ତ ବର୍ତ୍ତମାନ ଅଭିନେତ୍ରୀମାନେ କିଛି ବି କରି ପାରିବେ । ଆପଣ କେତେକ ଏମିତି ଅଭିନେତ୍ରୀମାନଙ୍କ ବିଷୟରେ ପଢିଥିବେ ଯେଉଁମାନେ ପ୍ଲାସ୍ଟିକ ସର୍ଜରୀ କରାଇଛନ୍ତି । କହିବାକୁ ଗଲେ ଗୋରା ହେବା ପାଇଁ ବହୁତ ଟ୍ରୀଟମେଂଟ ଅଛି ।

କିନ୍ତୁ ଏହି ଟ୍ରୀଟମେଂଟ ଗୁଡିକ ଏତେ ମହଙ୍ଗା ହୋଇଥାଏ କି ଏହାର ଲାଭ ସମସ୍ତେ ଉଠାଇ ପାରନ୍ତି ନାହିଁ । ମେଡିକଲ ଟର୍ମ ରେ ଏହି ଟ୍ରୀଟମେଂଟ କୁ ‘ସ୍କିନ ଲାଇଟନିଂଗ ଟ୍ରୀଟମେଂଟ’ କୁହନ୍ତି । ବଲୀଉଡର କେତେକ ପ୍ରସିଦ୍ଧ ଅଭିନେତ୍ରୀମାନେ ନିଜର ଚେହେରାର ରଙ୍ଗକୁ ଗୋରା କରିବା ପାଇଁ ଏହି ଟ୍ରୀଟମେଂଟର ସହାରା ନେଇଛନ୍ତି । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ କିଛି ଏମିତି ହିଁ ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ।

ରେଖା

ବଲୀଉଡରେ ବହୁତ ସୁନ୍ଦର ଅଭିନେତ୍ରୀ ଆସିଲେ ଓ ଚାଲିଗଲେ କିନ୍ତୁ ରେଖାଙ୍କର ସୁନ୍ଦରତାର ସମାନତା କେହି ବି କରି ପାରିଲେ ନାହିଁ । ୬୪ ବର୍ଷ ରେ ବି ସେ କୌଣସି ଅଭିନେତ୍ରୀକୁ ପଛରେ ପକାଇ ପାରିବେ । କିନ୍ତୁ ଯଦି ଆପଣ ତାଙ୍କର ପ୍ରଥମ ଫିଲ୍ମ ଦେଖିବେ ତେବେ ତାଙ୍କୁ ଚିହ୍ନି ପାରିବେ ନାହିଁ । ପ୍ରଥମେ ସେ ବହୁତ ଶ୍ୟାମଳ ଥିଲେ କିନ୍ତୁ ପରେ ସର୍ଜରୀ ସାହାର୍ଯ୍ୟରେ ସେ ବି ଗୋରା ହୋଇଗଲେ ।

ଶ୍ରୀଦେବୀ

ଦିବଂଗତ ଅଭିନେତ୍ରୀ ଶ୍ରୀଦେୱୀ ବଲୀଉଡର ପ୍ରଥମ ଲେଡୀ ସୁପରଷ୍ଟାର ଥିଲେ । ଶ୍ରୀଦେବୀ ଏକ ଭଲ ଅଭିନେତ୍ରୀ ସହ ଏକ ଭଲ ଡାନ୍ସର ବି ଥିଲେ । କୁହାଯାଏ କି ସୁନ୍ଦର ଓ ଆକର୍ଷକ ଦେଖିବା ପାଇଁ ଶ୍ରୀଦେବୀ ବହୁତ ସର୍ଜରୀ ବି କରାଇଥିଲେ । ପ୍ରଥମ ଫିଲ୍ମରେ ସେ ବହୁତ ଶ୍ୟାମଳ ଦେଖା ଯାଉଥିଲେ କିନ୍ତୁ ପରେ ଅଚାନକ ତାଙ୍କର ରଙ୍ଗ ଗୋରା ହୋଇଗଲା ।

ହେମା ମାଳିନୀ

ହେମା ମାଳିନୀ ନିଜ ସମୟର ସବୁଠୁ ସୁନ୍ଦର ଅଭିନେତ୍ରୀ ଥିଲେ । ସେହି ସମୟରେ ହେମା ମାଳିନୀଙ୍କର ସୁନ୍ଦରତା ଉପରେ ଲକ୍ଷ ଲକ୍ଷ ଲୋକ ଫିଡା ଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ ଯେ ହେମା ମାଳିନୀଙ୍କର ରଙ୍ଗ ପ୍ରଥମେ ଶ୍ୟାମଳ ଥିଲା । କିନ୍ତୁ କିଷ୍ଣ ଲାଇଟ ଟ୍ରୀଟମେଂଟ ସାହାର୍ଯ୍ୟରେ ସେ ଏକ ଗୋରା ତ୍ୱଚା ହାସଲ କରିଲେ ।

କାଜୋଲ

କାଜୋଲ ଭାରତୀୟ ଫିଲ୍ମ ଜଗତର ଏକ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କ ନାମରେ ଗୋଟିଏ ରୁ ବଢି ଗୋଟିଏ ସୁପରହିଟ ଫିଲ୍ମ ଅଛି । ଆପଣ ଯଦି କାଜୋଲଙ୍କର ପ୍ରଥମ ଫିଲ୍ମ ଦେଖିବେ ତେବେ ତାଙ୍କର ରଙ୍ଗ ବହୁତ ଶ୍ୟାମଳ ଥିଲା । କିନ୍ତୁ ଆଜି ସେ କ୍ଷୀର ଭଳି ବହୁତ ଗୋରା ଦେଖା ଯାଆନ୍ତି ।

ଶିଲ୍ପା ଶେଟ୍ଟୀ

ନିଜ ଡାନ୍ସ ଦ୍ଵାରା ୟୁପି ବିହାର ଲୁଟି ଥିବା ଶିଲ୍ପା ଶେଟ୍ଟୀ ଆଜି ଲକ୍ଷ ଲକ୍ଷ ଲୋକମାନଙ୍କର ଦିବାନା ଅଟନ୍ତି । ଶିଲ୍ପା ଶେଟ୍ଟୀ ଯେତେବେଳେ ଫିଲ୍ମରେ ଆସିଥିଲେ ସେତେବେଳେ ତାଙ୍କର ରଙ୍ଗ ବହୁତ ଶ୍ୟାମଳ ଥିଲା । କିନ୍ତୁ ସ୍କିନ ଲାଇଟନିଂଗ ଟ୍ରୀଟମେଂଟ ସାହାର୍ଯ୍ୟରେ ସେ ବି ଏକ ଗୋରା ତ୍ୱଚା ହାସଲ କରିଲେ । କହିବାକୁ ଗଲେ ଆଜି ସେ ବହୁତ ଆକର୍ଷକ ଦେଖା ଯାଆନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।