Bollywood ର ଏହି ପପୁଲାର ଅଭିନେତା ଚୁପଚାପ କରିନେଲେ ବିବାହ, ଦେଖନ୍ତୁ କିଏ ହେଲେ ତାଙ୍କ ସ୍ତ୍ରୀ

ବର୍ତ୍ତମାନ ସମୟରେ ଖବର ଆସୁଛି କି ବଲୀଉଡର ଜଣେ ଅଭିନେତା ଚୁପଚାପ ବିବାହ କରି ନେଇଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛି ଫେମସ କୋରିୟୋଗ୍ରାଫର ଅଭିନେତା ଓ ଡାନ୍ସର ପୁନୀତ ପାଠକ । ଯିଏକି ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏମିତିରେ ଚୁପଚାପ ବିବାହ କରିବାର ନିଷ୍ପତି ପୁନୀତ ପାଠକ କାହିଁକି ନେଲେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ଉଙ୍କି ମାରୁଛି । ଏହା ପଛରେ ଅସଲ କାରଣ କଣ ସମସ୍ତେ ଜାଣିବାକୁ ବି ଚେଷ୍ଟା କରୁଛନ୍ତି ।

କହିବାକୁ ଗଲେ ଜଲ୍ଦି ବିବାହ କରିବାର ନିଷ୍ପତି ନେବା ପଛରେ ଯେଉଁ କାରଣ ଦର୍ଶା ଯାଉଛି ତାହା ବହୁତ ଆଶ୍ଚର୍ଯ୍ୟ କର ଅଟେ । କହିବାକୁ ଗଲେ ପୁନୀତ ପାଠକ ଏହିଭଲି ଭାବରେ ବିବାହ କରି ନେବେ ବୋଲି କେହି ବି ଚିନ୍ତା କରି ନ ଥିଲେ ।

ଆପଣଙ୍କୁ କହିଦେଉଛୁ କି ପୁନୀତ ପାଠକ ୧୧ ଡିସେମ୍ବର ଦିନ ଅର୍ଥାତ ଗତକାଲି ବିବାହ କରିଛନ୍ତି । କହିଦେଉଛୁ କି ପୁନୀତ ପାଠକ ବହୁତ ଦିନ ହେବ ଡେଟ କରୁଥିବା ଗର୍ଲଫ୍ରେନ୍ଡ ନିଧି ମୋହନଙ୍କୁ ବିବାହ କରିଛନ୍ତି । ସୋସିଆଲ ମିଡିଡାରେ ପୁନୀତ ପାଠକଙ୍କ ବିବାହର ଫଟୋ ବହୁତ ଭାଇରାଲ ବି ହେଛି । ପୁନୀତ ପାଠକ ନଜିର ବିବାହ ସମାରୋହରେ କେବଳ ନିଜର ଖାସ ବନ୍ଧୁମାନଙ୍କୁ ଓ ପରିବାର ଲୋକମାନଙ୍କୁ ହିଁ ଇଭାଇଟ କରିଥିଲେ ।

ପୁନୀତ ପାଠକଙ୍କ ବିବାହ ସମାରୋହରେ ତାଙ୍କର କିଛି ପାଖାପାଖି ବନ୍ଧୁ ହିଁ ନଜର ଆସିଥିଲେ । ଯେଉଁମାନେ ପୁନୀତ ପାଠକ ବିବାହ ପାଇଁ ବହୁତ ଖୁସି ଥିଲେ । ଆପଣ ତାଙ୍କୁ ବଡ ପରଦାରେ ଅଭିନୟ ଓ ଡାନ୍ସ କରୁଥିବାର ଦେଖିଥିବେ ଓ ରିୟଲ ଲାଇଫରେ ବି ତାଙ୍କର ଡାନ୍ସକୁ ବହୁତ ଅଧିକ ପସନ୍ଦ କରାଯାଏ । ସେ କେତେକ ଟିଭି ଅଭିନେତ୍ରୀ ଓ ବଲୀଉଡ ଅଭିନେତ୍ରୀଙ୍କୁ କୋରିୟୋଗ୍ରାଫ କରିଛନ୍ତି ।

କହିଦେଉଛୁ କି ‘ଖତରୋଂ କେ ଖିଲାଡ଼ୀ-୯’ର ବିଜେତା ପୁନୀତ ପାଠକ ଗର୍ଲଫ୍ରେଂଡ ନିଧି ମୁନୀ ସିଂହଙ୍କ ସହିତ ଅଗଷ୍ଟର ଶେଷ ସମୟରେ ନିର୍ବନ୍ଧ କରିଥିଲେ । ଦୁଇ ଜଣ ନିଜର ବନ୍ଧୁ ଓ ପରିବାର ଲୋକମାନଙ୍କ ଉପସ୍ଥିତିରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଦୁଇ ଜଣ ନିର୍ବନ୍ଧ ଦିନର ଫଟୋ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର ବି କରିଥିଲେ । କୋରିୟୋଗ୍ରାଫ ଡାନ୍ସ ଇଣ୍ଡିଆ ଡାନ୍ସରୁ ଲାଇମଲାଇଟକୁ ଆସିଥିଲେ । ସେ ଦ୍ଵିତୀୟ ରନର ଅପ ମଧ୍ୟ ଥିଲେ ଏହା ଛଡା ସେ ଡାଂସ ପ୍ଲସ, ଡାଂସ ଚୈଂପିଯନ୍ସ ଓ ଇଂଡିୟା ନେକ୍ସ୍ଟ ସୁପରସ୍ଟାର୍ସର ବି ଅଂସ ରହିସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।