6 bollywood ହିରୋଇନି ଯିଏ ବାହାଘର ପୂର୍ବରୁ ହିଁ ହେଇଯାଇଥିଲେ ପ୍ରେଗନେଣ୍ଟ

ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ହିରୋଇନ ବାହା ହେବା ପୂର୍ବରୁ ମା ହେବାର ଦେଖିବାକୁ ମିଳିଥାଏ । କେତେ ଜଣ ତ ଲୁଚିକୀ ବାହା ମଧ୍ୟ ହୋଇ ଯାଇଛନ୍ତି । କିନ୍ତୁ ଏମିତି କିଛି ହିରୋଇନ ଅଛନ୍ତି ଯିଏ କି ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହୋଇଥିଲେ ଏବଂ ବିନା ବିବାହରେ ପିଲାକୁ ଜନ୍ମ ମଧ୍ୟ ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ନତାସା ସ୍ତାନକୋଭିକ

ହାର୍ଦ୍ଦିକ ଏବଂ ନତାସା ୨୦୨୦ ଆରମ୍ଭରେ ଏଙ୍ଗେଜମେନ୍ଟ କରିଥିଲେ । ସେହି ମାସରେ ହିଁ ଖବର ମିଳିଥିଲା କି ନତାସା ପ୍ରେଗ୍ନେଣ୍ଟ ଅଛନ୍ତି । ନତାସା ସୋସିଆଲ ମିଡିଆରେ ନିଜର ମାଆ ହେବାର ଫଟୋ ପୋଷ୍ଟ କରିଥିଲେ । କିନ୍ତୁ ସେତେବେଳେ ଦୁହିଁଙ୍କର ବିବାହ ହୋଇନଥିଲା । ନତାସା ଏବଂ ହାର୍ଦ୍ଦିକ କିଛି ସମୟ ପୂର୍ବରୁ ହିଁ ବିବାହ କରିଛନ୍ତି ଏବଂ ନିଜର ପୁତ୍ର ସନ୍ତାନକୁ ଜନ୍ମ ମଧ୍ୟ ଦେଇଛନ୍ତି ।

କଟ୍ରିନା କୈଫ

କଟ୍ରିନା ଆଜି ଯାଏଁ ବିବାହ କରିନାହାନ୍ତି ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ କଟ୍ରିନା ମଧ୍ୟ ପୂର୍ବରୁ ପ୍ରେଗ୍ନେଣ୍ଟ ହୋଇ ସାରିଚନ୍ତି । କଟ୍ରିନାଙ୍କ ସମ୍ପର୍କ ବହୁତ ଜଣଙ୍କ ସହିତ ଥିବାର ସମସ୍ତେ ଜାଣିଛନ୍ତି । କିନ୍ତୁ ସବୁଠୁ ବେଶୀ ରଣବୀର କପୁର ଏବଂ ସଲମାନ ଖାନ ଙ୍କ ସହିତ ନିଜର ସମ୍ପର୍କକୁ ନେଇ କଟ୍ରିନା ବହୁତ ଚର୍ଚ୍ଚାରେ ରହି ଆସିଛନ୍ତି । ନିଜ କ୍ୟାରିୟର ଆରମ୍ଭ ରେ ହିଁ କଟ୍ରିନା ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ଏବଂ ସେ କ୍ଲିନିକ କୁ ଅବୋର୍ଶନ କରିବା ପାଇଁ ମଧ୍ୟ ଯାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସାମ୍ନାକୁ ଅସିନାହିଁ କି ସେ ଛୁଆ ଥିଲା କାହାର ।

ନେହା ଧୁପିଆ

ନେହା ଧୁପିଆ ମଧ୍ୟ ବାହା ହେବା ପୂର୍ବରୁ ପ୍ରେଗ୍ନେଣ୍ଟ ହୋଇଯାଇଥିଲେ । ଏହି କଥା ତାଙ୍କ ସ୍ବାମୀ ନିଜେ ସେୟାର କରିଥିଲେ । ୨୦୧୮ ରେ ନେହା ଅଙ୍ଗଦ ବେଦୀ ଙ୍କ ସହିତ ବହୁତ ଶୀଘ୍ର ବିବାହ କରିଥିଲେ । ବିବାହର କିଛି ମାସ ପରେ ହିଁ ଶୀଘ୍ର ବିବାହ କରିବାର କାରଣ ଜଣାପଡିଥିଲା ।

ଏମି ଯାକସନ

ଏମି ୨୦୧୯ ରେ ମାଆ ହୋଇଥିଲେ । ସେ ଗୋଟେ ପୁତ୍ର ସନ୍ତାନକୁ ଜନ୍ମ ହେଇଥିଲେ । ଏମି ନିଜ ବଏଫ୍ରେଣ୍ଡ ଙ୍କ ସହ ନିର୍ବନ୍ଧ କରିଥିଲେ କିନ୍ତୁ ବିବାହ ପୂର୍ବରୁ ସେ ମାଆ ହୋଇଥିଲେ ।

ମହିମା ଚୌଧୁରୀ

ମହିମା ୨୦୦୬ ରେ ହଟାତ ବିବାହ କରିଥିଲେ । ଆଊ କିଛି ମାସ ପରେ ତାଙ୍କର ଝିଅ ହେବାର ଖବର ମିଳିଥିଲା । ମହିମା ମଧ୍ୟ ବିବାହ ପ୍ରୁବରୁ ପ୍ରେଗ୍ନେନ୍ଟ ହୋଇଥିଲେ ସେଥିପାଇଁ ସେ ହଟାତ ବିବାହ କରିଥିଲେ ।

ଶ୍ରୀ ଦେବୀ

ଶ୍ରୀ ଦେବୀ ଯେତେବେଳେ ବିବାହ ପୂର୍ବରୁ ପ୍ରେଗ୍ନେନ୍ଟ ହେଇଥିଲେ ସେ ସେହି କଥା ଲୁଚାଇ ନଥିଲେ ବରଂ ମିଡ଼ିଆ ଆଗରେ କହିଥିଲେ କି ସେ ମାଆ ହେବାକୁ ଯାଉଛନ୍ତି ଏବଂ ବିବାହ ର କିଛି ମାସ ପରେ ତାଙ୍କ ଝିଅ ଜାଂହବି ଜନ୍ମ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।