ଏହି ଅଭିନେତ୍ରୀଙ୍କୁ ନିଜ ଘରର ବୋହୁ କରିବାକୁ ଚାହୁଁଛନ୍ତି ସଲମାନ ଖାନଙ୍କର ମା, ଘରେ ସମସ୍ତେ ବି ପସନ୍ଦ କରନ୍ତି ଏହି ଝିଅକୁ

ସଲମାନ ଖାନ ବଲୀଉଡର ଜଣେ ମାତ୍ର ଏମିତି ଅଭିନେତା ଅଟନ୍ତି ଯିଏକି ସବୁଦିନ କୌଣସି ନା କୌଣସି କାରଣ ଯୋଗୁ ମିଡିୟାର ଚର୍ଚାରେ ରୁହନ୍ତି । ସଲମାନ ଖାନ ନିଜର ରାଗ ଛଡା ଦରିୟାଦିଲୀ ପାଇଁ ଜଣା ଯାଆନ୍ତି । ସେ ସର୍ବଦା ଲୋକମାନଙ୍କର ସାହାର୍ଯ୍ୟ ପାଇଁ ଆଗକୁ ଆସନ୍ତି । ସଲମାନ ଖାନଙ୍କର ଦୁନିଆ ସାରା କୋଟି କୋଟି ଫ୍ୟାନ ଅଛନ୍ତି ଏବଂ ସମସ୍ତେ ତାଙ୍କର ଫିଲ୍ମକୁ ମଧ୍ୟ ଅପେକ୍ଷା କରିଥାନ୍ତି ।

ଫିଲ୍ମ ଛଡା ଫ୍ୟାନମାନେ ସଲମାନ ଖାନଙ୍କର ବିବାହକୁ ବି ଅପେକ୍ଷା କରିଛନ୍ତି । ସଲମାନ ଖାନଙ୍କର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ବିଭନ୍ନ ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି । କିନ୍ତୁ ଆଜି ଆମ ସଲମାନ ଖାନ ସହ ଜଡିତ ଏକ ଖାସ ଖବର ଆପଣଙ୍କ ପାଇଁ ଆଣିଛୁ । ଖବର ଅନୁସାରେ ସଲମାନ ଖାନଙ୍କର ମା ଗୋଟିଏ ଅଭିନେତ୍ରୀକୁ ବହୁତ ପସନ୍ଦ କରନ୍ତି ଏବଂ ସେ ଚାହାନ୍ତି କି ସେ ତାଙ୍କ ଘରର ବୋହୁ ହୁଅନ୍ତୁ ।

ଏହି ଅଭିନେତ୍ରୀକୁ ବୋହୁ ବନାଇବା ପାଇଁ ଚାହାନ୍ତି ସଲମାନଙ୍କର ମା

Image courtesy: Google

କହିଦେଉଛୁ ଯେ ସଲମାନଙ୍କର ମା ଯେଉଁ ଅଭିନେତ୍ରୀଙ୍କୁ ନିଜ ଘରର ବୋହୁ କରିବା ପାଇଁ ଚାହାନ୍ତି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ କଟରୀନା କୈଫ । ସଲମାନଙ୍କର ମାଙ୍କର ସ୍ଵପ୍ନ ଏହା ଅଟେ କି ତାଙ୍କ ପୁଅ କଟରିନାଙ୍କ ସହ ବିବାହ କରନ୍ତୁ । କିନ୍ତୁ କଟରିନା କେଉଁ କାରଣରୁ ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ନାହିଁ ଏହା ବିଷୟରେ କେହି ଜାଣି ନାହାନ୍ତି ।

Image courtesy: Google

ଥରେ ଯେତେବେଳେ ରିପୋର୍ଟର କଟରିନାଙ୍କୁ ପଚାରିଲେ କି ସେ ସବୁଠୁ ଅଧିକ ବିଶ୍ଵାସ କାହାକୁ କରନ୍ତି । ଏହାର ଉତ୍ତରରେ କଟରିନା କହିଲେ କି ସେ ପୁରା ବ୍ରହ୍ମାଂଡରେ ମାତ୍ର ଜଣେ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତି ସେ ହେଉଛିନ୍ତି ସଲମାନ ଖାନ । ସଲମାନ ଏବଂ କଟରିନାଙ୍କର ଫ୍ୟାନ ଦୁଇଜଣଙ୍କର ବିବାହକୁ ଅପେକ୍ଷା କରିଛନ୍ତି ।

କେବେ ଏହି ଅଭିନେତ୍ରୀକୁ ବିବାହ କରିବାକୁ ଚାହୁଁଥିଲେ

Image courtesy: Google

ବର୍ତ୍ତମାନ ହିଁ ସଲମାନ ଖାନ କହିଲେ କି ସେ ଗୋଟିଏ ସମୟରେ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୂହୀ ଚାୱଲାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ସେ କହିଲେ କି ଜୂହୀ ଚାୱଲା ତାଙ୍କୁ ବହୁତ ପସନ୍ଦ ଥିଲେ । ଜୂହୀଙ୍କ ପିତା ସହ ସେ ବିବାହର କଥାବାର୍ତ୍ତା ବି କରିସାରିଥିଲେ । କିନ୍ତୁ ତାଙ୍କ ପିତା ଏହି ବିବାହ ପାଇଁ ରାଜି ହୋଇନଥିଲେ । କହିବାକୁ ଗଲେ ସଲମାନଙ୍କର ସମ୍ପର୍କ ବହୁତ ଅଭିନେତ୍ରୀଙ୍କ ସହ ଥିଲା ।

ସେଥିପାଇଁ ଜୂହୀଙ୍କର ପିତା ଚାହୁଁ ନ ଥିଲେ କି ଜୂହୀ ଏବଂ ସଲମାନ ଖାନଙ୍କର ବିବାହ ହେଉ । ଜୂହୀଙ୍କର ପିତାଙ୍କ ନଜରରେ ସଲମାନଙ୍କର ଛବି ବହୁତ ଭଲ ନ ଥିଲା । ବର୍ତ୍ତମାନ ହିଁ ସଲମାନ ଖାନ ଏକ ଇଣ୍ଟରଭିୟୁରେ ନିଜେ କହିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।