କେବଳ ୧ ମିନିଟରେ ଅସୁନ୍ଦର ହଳଦିଆ ଦାନ୍ତକୁ ମୋତି ଭଳି ଧଳା କରିଦେବ ଏହି ଉପାୟ, ଜାଣନ୍ତୁ କିପରି

ଆଜି ଆମେ ଆପଣଙ୍କୁ ଦାନ୍ତ ସମ୍ବନ୍ଧୀୟ ଏକ ବିଶେଷ ସୂଚନା ଦେବାକୁ ଯାଉଛୁ । ଆମ୍ଭେମାନଙ୍କର ଅଳ୍ପ ଅସବଧାନତା ଯୋଗୁ ଆମ ଦାନ୍ତ ଗୁଡିକ ହଳଦିଆ ହୋଇଯାଏ । ଏହା ଛଡା ଅଧିକ ମିଠା ଖାଇବା, ଅଧିକ କୋଲ୍ଡ ଡ୍ରିଂକ ପିଇବା, ତମ୍ବାଖୁ ମଦ ଇତ୍ୟାଦି ସେବନ କରିବା, ଦାନ୍ତକୁ ଠିକ ରୂପରେ ସଫା ନ କରିବା ଯୋଗୁ ଦାନ୍ତ ହଳଦିଆ ପଡିବା ଆରମ୍ଭ ହୋଇଯାଏ ।

ଯଦି ଆପଣଙ୍କର ଦାନ୍ତ ମଧ୍ୟ ହଳଦୀଆ ପଡିଯାଇଛି ତେବେ ଏହି ଉପାୟକୁ ଆପଣାଇ ଆପଣ ନିଜର ଦାନ୍ତକୁ ସଫା କରି ଦିଅନ୍ତୁ । ପ୍ରଥେମ ଆପଣ ୫ ଟି ରୁ ୬ ଟି ଲବଙ୍ଗକୁ ନେଇ ଏହାର ପାଉଡର କରି ଦିଅନ୍ତୁ । ଏହା ପରେ ଆପଣ ଲବଙ୍ଗ ପାଉଡରରେ ଅଳ୍ପ ଟୁଥପେଷ୍ଟ ମିଶାନ୍ତୁ ।

ଏହା ପରେ ଏଥିରେ ସଠିକ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ । ବର୍ତ୍ତମାନ ଏଥିରେ ଆପଣ ଅଧ ଚାମଚ ବେକିଙ୍ଗ ସୋଢା ମିଶାନ୍ତୁ । ଏହା ପରେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।ବର୍ତ୍ତମାନ ଆପଣ ନିଜର ଦାନ୍ତ ମଜା ବ୍ରଶ ମାଧ୍ୟମରେ ଏହି ମିଶ୍ରଣକୁ ନେଇ ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ଦାନ୍ତକୁ ମାଜନ୍ତୁ ।

ଏହାକୁ କରିବା ପରେ ଆପଣ ଦେଖିବେ କି ଆପଣଙ୍କର ଦାନ୍ତର ସମସ୍ତ ହଳଦୀଆ ଅଂଶ ଗୁଡିକ ପୂରାପୂରି ଧଳା ହୋଇଯିବ । ଏହାକୁ ଆପଣ ସପ୍ତାହକୁ ମାତ୍ର ଥରେ ବ୍ୟବହାର କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କର ଦାନ୍ତ ସବୁ ଦିନ ପାଇଁ ସଫା ହୋଇଯିବ ।