ବହୁତ ହିଁ ହଟ ଆଉ ଟାଇଟ ଡ୍ରେସ ରେ Madhuri Dixit ଙ୍କ ସହିତ ଠୁକମା ଲଗେଇଲେ Nora Fatehi, ଫଟୋ ହେଉଛି ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରିର ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଲୋକପ୍ରିୟ ତା ନୁହେ ସେମାନେ ନିଜର ଲୁକ, ଷ୍ଟାଇଲ, ପର୍ଶନାଲିଟି, କ୍ୟାରେକ୍ଟର, ଟ୍ୟାଲେନ୍ଟ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ପାଇଁ ପ୍ରସିଦ୍ଧ ତ ଆଉ କେତେକେ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ପ୍ରସିଦ୍ଧ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ନୋରା ଫତେଇଙ୍କ ସାନଦାର ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛୁ ଯାହା ସେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହ କରିଥିଲେ ।ବଲିଉଡର ଫ୍ୟମସ ଡ୍ୟାନ୍ସର ଭାବେ ଅଭିନେତ୍ରୀ ନୋରା ଫତେଇ ନିଜର ସାନଦାର ପର୍ଫୋମାଂସରେ ବହୁତ ଚର୍ଚ୍ଚାରେ ରହିଛନ୍ତି ।

ବଲିଉଡ ଦୁନିଆ ଛଡା ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଡ୍ୟାନ୍ସ ଖୁବ ଧମାଲ କରିଥାଏ । “ଡ୍ୟାନ୍ସ ଦିୱାନା” ସୋରେ ଅଭିନେତ୍ରୀ ନୋରା ଫତେଇ ସବୁଠାରୁ ଜରଜେସ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହ ଡ୍ୟାନ୍ସ କରିବାରେ ନଜର ଆସିଥିଲେ । ଦୁହିଙ୍କର ଏହି ବିଡିଓ ଖୁବ ଜୋରସୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତାଙ୍କର ଏହି ବିଡିଓକୁ ସତର ହଜାର ଫ୍ୟାନ୍ସ ମାନେ ଲାଇକ କରି ସାରିଛନ୍ତି । ସେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହ “ଦିଲବର ସଙ୍ଗ”ରେ ହୁକପ ଷ୍ଟେପ କରିବାରେ ନଜର ଆସିଥିଲେ ।

ସେହି ସମୟରେ ଅଭିନେତ୍ରୀ ନୋରା ଫତେଇଙ୍କ ଚେହାରରେ ବହୁତ ଖୁସି ଜଣା ପଡୁଥିଲା । ଏହି ବିଡିଓରେ ଅଭିନେତ୍ରୀ ନୋରା ଫତେଇ ସିଲଭର ଡ୍ରେସରେ ନଜର ଆସୁଥିଲେ ତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ରେଡ କଲର ଲେହେଙ୍ଗାରେ ବହୁତ ଗ୍ଲାମରିୟସ ଲାଗୁଥିଲେ । ଦୁହିଙ୍କର ଡ୍ରେସ ଓ ଅନ୍ଦାଜ ବହୁତ ଗରଜସ ଓ ସୁନ୍ଦର ଲାଗୁଥିଲା । ଏହାଛଡା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜ ପୁରୁଣା ଗୀତ “ମେରା ପିୟା ଘର ଆୟା” ରେ ଅଭିନେତ୍ରୀ ନୋରା ଫତେଇଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ।

ଦୁହିଙ୍କର ଏହି ଭଳି ନୂଆ ଷ୍ଟାଇଲରେ କରିଥିବା ଡ୍ୟାନ୍ସକୁ ଦର୍ଶକ ମାନେ ଖୁବ ପ୍ରଶଂସା କରିଛନ୍ତି । ଏହି ସୋରେ “ଡ୍ଯାଂସିଙ୍ଗ ଡଲ ଅଭିନେତ୍ରୀ ନୋରା ଫତେଇ” ଓ “ଡ୍ଯାଂସିଙ୍ଗ କୁଇନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ”ଙ୍କୁ ଦେଖିବା ପାଇଁ ଦର୍ଶକ ମାନେ ମଧ୍ୟ ଅଧିକ ସମୟ ଅପେକ୍ଷା କରି ନ ଥିଲେ । “ଡ୍ୟାନ୍ସ ଦିୱାନେ” ସୋରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଜଜ ଭାବେ ନଜର ଆସିଛନ୍ତି । ଗତ ବର୍ଷ ଅଭିନେତ୍ରୀ ନୋରା ଫତେଇ ମଧ୍ୟ “ଡ୍ୟାନ୍ସ ଦିୱାନେ” ସୋରେ ଜଜ ଭାବେ ନଜର ଆସିଥିଲେ ।

ଅଭିନେତ୍ରୀ ନୋରା ଫତେଇ ନିଜର ଅପକମିଙ୍ଗ ଆଲବମ ପାଇଁ ବ୍ୟସ୍ତ ଅଛନ୍ତି । ଏହାଛଡା ସେ ତାଙ୍କର ଆଗାମୀ ଫିଲ୍ମ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।