ଏମାନେ ହେଲେ TV ସିରିଏଲ ‘ସିଆଇଡ଼ି’ ର Actor ମାନଙ୍କ ରିଅଲ ଲାଇଫ ପାର୍ଟନର, 2 ନମ୍ବର Actor ଙ୍କ ପତ୍ନୀ ଦେଖିବାକୁ ବହୁତ ସୁନ୍ଦର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଏଲ ସି.ଆଇ.ଡି ର କଳାକାର ମାନଙ୍କ ରିଅଲ ଲାଇଫ ଜୀବନସାଥୀ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ସୋନି ଟିଭି ରେ ପ୍ରସାରିତ ଧାରାବାହିକ ସି. ଆଇ.ଡି ଅନେକ ମାତ୍ରା ରେ ଲୋପ୍ରିୟତା ହାସଲ କରିଛି ଏବଂ ଏହି ସିରିଏଲ ପ୍ରାୟତଃ ଦର୍ଶକ ମାନେ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଏହି ସିରିଏଲ ଟିଭି ରେ ପ୍ରସାରିତ ହେଉ ନାହିଁ ସତ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ସିରିଏଲ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।

ତେବେ ବନ୍ଧୁଗଣ ଏହି ସିରିଏଲ ରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ ଆଜି ଆମେ ଆପଣଂକୁ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି ‘ଜାହ୍ନବୀ ଛେଡ଼ା’। ଏହି ଅଭିନେତ୍ରୀ ଏହି ସିରିଏଲ ରେ ଇନ୍ସପେକ୍ଟର ଶ୍ରେୟା ଭୂମିକା ରେ ଅଭିନୟ କରିଥିଲେ। ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପତି ଙ୍କ ନାମ ହେଉଛି ନିଶାନ୍ତ ଗୋପାଲୀୟା।

୨. ବନ୍ଧୁଗଣ ଦ୍ୱିତୀୟ କଳାକାର ଜଣକ ହେଉଛନ୍ତି ‘ହୃଷିକେଶ ପାଣ୍ଡେ’। ଏହି ଅଭିନେତା ଜଣକ ସି.ଆଇ.ଡି ସିରିଏଲ ରେ ୬ ବର୍ଷ ଧରି କାମ କରିଥିଲେ। ଏହି ସିରିଏଲ ରେ ସେ ଇନ୍ସପେକ୍ଟର ସଚ୍ଚିନ ଙ୍କ ଭୂମିକା ରେ ଅଭିନୟ କରିଥିଲେ। ଏହି ଅଭିନେତା ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ହେଉଛି ‘ତ୍ରିସା ପାଣ୍ଡେ’ ଅଟେ। ତ୍ରିସା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।


୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ‘ଦୟାନନ୍ଦ ସେଟ୍ଟୀ’।ଏହି ଅଭିନେତା ଜଣକ ସିରିଏଲ ସି.ଆଇ.ଡି ରେ ଇନ୍ସପେକ୍ଟର ଦୟା ର ଭୂମିକା ରେ ଅଭିନୟ କରିଥିଲେ। ଏହି ଅଭିନେତା ଜଣକ ଏହି ସିରିଏଲ ସମେତ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି।ବନ୍ଧୁଗଣ ଏହି ଅଭିନେତା ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ‘ସ୍ମିତା ସେଟ୍ଟୀ’ ଅଟେ। ସ୍ମିତା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।


୪. ବନ୍ଧୁଗଣ ଚତୁର୍ଥ କଳାକାର ଜଣକ ହେଉଛନ୍ତି, ‘ଆଦିତ୍ୟ ଶ୍ରୀବାସ୍ତବ’। ଏହି ଅଭିନେତା ସିରିଏଲ ସି.ଆଇ.ଡି ରେ ଆରମ୍ଭ ରୁ ଅଭିନୟ କରି ଆସୁଛନ୍ତି। ଏହି ଅଭିନେତା ସି.ଆଇ.ଡି ରେ ଅଭିଜିତ ନାମକ ଭୂମିକା ରେ ଅଭିନୟ କରିଥିଲେ। ବନ୍ଧୁଗଣ ଏହି ଅଭିନେତା ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ‘ମାନସୀ’ ଅଟେ ଏବଂ ସେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି।


୫. ବନ୍ଧୁଗଣ ପଞ୍ଚମ କଳାକାର ଜଣକ ହେଉଛନ୍ତି ‘ଶିବାଜୀ ସତ୍ୟମ’। ଏହି ଅଭିନେତା ଏସିପି ପ୍ରଦ୍ୟୁମନ୍ ନାମକ ଚରିତ୍ର ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ଅଭିନୟ କରୁଛନ୍ତି। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି ଅରୁଣା ସତ୍ୟମ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।