Vastu Tips- ମା’ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଅଛି ତ ଘରେ ଏହି 1 ନିୟମ ବନେଇ ଦିଅନ୍ତୁ, କେବେ ବି ହେବ ନାହିଁ ଧନର ଅଭାବ

ପ୍ରତେକ ଲୋକ ନିଜ ଜୀବନରେ ଧନ କମେଇବା ପାଇଁ ଚାହୁଁ ଛନ୍ତି ମାତ୍ର ସେ ନିଜର ଧନର ବୃଦ୍ଧିକୁ ବଢେଇ ପାରୁନାହାଁନ୍ତି । ଏହା ସମସ୍ତଙ୍କ ପାଇଁ ଏକ ସମସ୍ଯା ଅଟେକି ଯଦି ଆପଣ ଧନର ଉପାର୍ଜନ କରିବେନି ଅଧିକରୁ ଅଧିକ ତେବେ ଆପଣ ଉପରକୁ ଯାଇ ପାରିବେ ନାହିଁ । କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ଧନ କମଉଛନ୍ତି ମାତ୍ର ତାଙ୍କ ପାଖରେ ଏହି ଧନ ରହୁ ନାହିଁ । ତେବେ ଆପଣ ଆମେ କହିବାକୁ ଯାଉଥିବା ଉପାୟ ଗୁଡିକ କରନ୍ତୁ ।

ଯେକୌଣସି ଏକ ଶୁଭ ଦିନରେ ସକାଳୁ ଉଠିକି ଆପଣ ନିଜର ନିତ୍ୟ କର୍ମ ସେସ କରନ୍ତୁ ଓ ଏହା ପରେ ଆପଣ ନିଜର କାମ ସାରିକି ପୂଜା କରିବା ସମୟରେ ଏକ ନାଲି କପଡାରେ କିଛି ସୁଧା ସଫା ଚାଲୁଳ ନେଇକି ରଖନ୍ତୁ ୭ ଟି ଓ ଏହାକୁ ପୂଜା ସମୟରେ ମା ଲକ୍ଷ୍ମୀ ଙ୍କ ପାଖରେ ରଖନ୍ତୁ ।

ପୂଜା ସମ୍ପର୍ଣ ପରେ ଏହାକୁ ଆପଣ ନିଜ ପାଖରେ ରଖନ୍ତୁ । ସକାଳୁ ସୋଇକି ଉଠିବା ପରେ ନିଜର ହାତକୁ ଦେଖି ପ୍ରଣାମ କରନ୍ତୁ ଓ ମନରେ ମା ଲକ୍ଷ୍ମୀ ଙ୍କୁ ସ୍ମରଣ କରନ୍ତୁ ଏଭଳି କରିବା ଦ୍ଵାରା ଆପଣ ଦେଖିବେକୀ ବିଷ୍ଣୁ ଭଗବାନ ଓ ମା ସରସ୍ଵତୀ ମଧ୍ୟ ପ୍ରସନ୍ନ ହେବେ। ଘରର ଦୁଆର ମୁହଁରେ ସକାଳୁ ଉଠିକି କିଛି ପାଣି ଢାଳନ୍ତୁ ଏଭଳିଳ କରିବା ଦ୍ଵାରା ଆପଣଙ୍କ ଘରେ ସମ୍ପତି ବୃଦ୍ଧି ପାଇବ ।

ଘରେ ଥିବା ଲକର କିମ୍ବା ଆଲମାରି କୁ ଆପଣ ଉତ୍ତର ଦିଗକୁ କରି ରଖିବେ ତାହେଲେ ଆପଣଙ୍କର ନିଜର ଘରେ ଅଭାବ ରହିବନି । ଏହା ସହ ଆପଣଙ୍କର ପତ୍ନୀ ହେଉଛନ୍ତି ଘରର ଲକ୍ଷ୍ମୀ ତାଙ୍କୁ କେବେବି ଅପମାନ କରନ୍ତୁ ନାହିଁ । ନିଜର ବାପା ମାଙ୍କୁ କିଛି ପରିମାଣରେ ପଇସା ନିଶ୍ଚୟ ଦିଅନ୍ତୁ ।

ଏବଂ ରାତିରେ ଶୋଇବା ସମୟରେ ଆପଣ ପଇସା କୁ ଗଣିକି ସୁଆନ୍ତୁ ଓ ପ୍ରାଥନା କରନ୍ତୁ କି ହେ ଧନ ର ଦେବୀ ମୋ ପାଖରେ ସବୁ ବେଳେ ରହି ଥାନ୍ତୁ ଓ ନିଜର ବୃଦ୍ଧି କରନ୍ତୁ । ପଇସାରେ କେବେବି ନିଜର ଛେପ ଲଗାନ୍ତୁନି । ଯଦି ଆପଣଙ୍କର ଜୀବନରେ ଯଦି କିଛି ବି ଭଲ ହେଉନି ତେବେ ରବିବାର ଡିଆଁ ରାତିଏ ଶୋଇବା ଆଗରୁ ପାଣିରେ କିଛି କ୍ଷୀର ମିଶେଇକି ରଖନ୍ତୁ ଓ ଏହାକୁ ସକାଳୁ ଉଠିକି ଏହାକୁ ବବୁଲ ଗଛ ମୂଳରେ ଢାଳି ଦିଅନ୍ତୁ ।

ଏହା ପରେ ଆପଣ ଏହାକୁ ପୂଜା କରନ୍ତୁ ଏଭଳି କରିବା ଦ୍ଵାରା ଆପଣ ଧନବାନ ହୋଇ ପାରିବେ । ଏହା ସହ ଆପଣ କଳା ଚଢେଇ କିମ୍ବା କଳା କୁକୁରକୁ ମଧ୍ୟ ଖାଇବାକୁ ଦେଇ ପାରିବେ । ଏଭଳି କଲେ ନ  ହଉଥିବା କାମ ବି ହୋଇଯିବ।  ସକାଳୁ ଉଠିକି ଘର ସଫା କରିବେ ଓ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଝାଡୁକୁ ଲୁଚେଇକି ରଖିବା ଏକ ଜରୁରୀ କାମ ।

ଏହା ସହ ରାତିରେ ଦହି , କ୍ଷୀର , ପିଆଜ କୁ ଦାନ କରନ୍ତୁନି ଏଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ଚାଲିଯିବେ ଓ ତାଙ୍କ ବଦଳରେ ଅଲକ୍ଷ୍ମୀ ବାସ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।