ଏମାନେ ହେଲେ ସାଉଥର ଟପ 5 ବୋଲ୍ଡ Actress, ଯାହାଙ୍କ ସୁନ୍ଦରତା ଓ ବୋଲ୍ଡନେସ ଆଗରେ ଫିକା ପଡନ୍ତି ଦୀପିକା-ପ୍ରିୟଙ୍କା

ଆଜି କାଲି ଦର୍ଶକ ମାନେ ବଲିଉଡ ଠାରୁ ସାଉଥ ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଯେଉଁଠି ବଲିଉଡ କଳାକାର ମାନେ କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଠିକ ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପ୍ରତିଭାବାନ କଳାକାର ଙ୍କର କୌଣସି ଅଭାବ ନାହିଁ । ଏଠାରେ ଗୋଟିଏ ରୁ ବଳି ଗୋଟିଏ କଳାକାର ରହିଛନ୍ତି ଯାହାଙ୍କ ଅଭିନୟର ଯାଦୁରେ ଲୋକମାନେ ଦିବାନା । ଯାହାଙ୍କୁ ଦେଖିବା ପାଇଁ ଲୋକମାନେ ପୁରା ପାଗଳ । ସେହିପରି କିଛି ଏମିତି ସାଉଥ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁ ମାନେ କୌଣସି ଗୁଣରେ ବଲିଉଡ ହିରୋଇନ ଙ୍କ ଠାରୁ କମ ରେ ନାହାନ୍ତି ।

ଏମାନେ ବଲିଉଡ ହିରୋଇନ ଙ୍କ ଠାରୁ ବହୁତ ଅଧିକ ସୁନ୍ଦର ଓ ବୋଲ୍ଡ ନଜର ଆସନ୍ତି ଓ ଏମାନଙ୍କ ଅଭିନୟ ମଧ୍ୟ ଜବରଦସ୍ତ ଅଟେ । ଆଜି ଆମେ ଆପଣଙ୍କୁ ଏହିପରି କିଛି ସାଉଥ ହିରୋଇନ ଙ୍କ ବିଷୟରେ କହିବୁ ଯାହାଙ୍କ ସୁନ୍ଦରତା ଆଗରେ ବଲିଉଡ ହିରୋଇନ ମାନେ ବି ଫେଲ ମାରିଯିବେ ।

୧. ରକୁଲ ପ୍ରିତ୍ ସିଂହ

ରକୁଲ ପ୍ରିତ୍ ସିଂହ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ତାଙ୍କ ହଟନେଶ ଓ ସୁନ୍ଦରତା ପାଇଁ ସମସ୍ତେ ତାଙ୍କର ଦିୱାନା ଅଟନ୍ତି , ଯେଉଁଥି ପାଇଁ ତାଙ୍କର ଫ୍ୟାନ ଫଲୋଇଂ ବହୁତ ଭଲ ଅଟେ । ରକୁଲ ପ୍ରିତ୍ ଦେଖିବାକୁ ବହୁତ ହଟ ଲାଗନ୍ତି । ସେ ଫିଲ୍ମରେ ଥିବେ ମାନେ ଫିଲ୍ମ ହିଟ ହବାଟା ସୁନିଶ୍ଚିତ ଅଟେ । ସାଉଥରେ ରକୁଲ ପ୍ରିତ୍ ସାମ୍ନାରେ କେହି ବି ଅଭିନେତ୍ରୀ ଟିକନ୍ତି ନାହିଁ । ରକୁଲ ପ୍ରିତ ବଲିଉଡରେ ତାଙ୍କ ଭାଗ୍ୟ ପରୀକ୍ଷା କରି ସାରିଲେଣି । କିନ୍ତୁ ସାଉଥରେ ତାଙ୍କ ନାମ ଅଧିକ ପ୍ରଶଂସା ଜନକ ଅଛି ।

୨. ଶୃତି ହାସନ

ସାଉଥର ଟପ ଅଭିନେତ୍ରୀଙ୍କ ମଧ୍ୟରୁ ଶୃତି ହାସନ ଜଣେ ଅଟନ୍ତି । ତାଙ୍କ ସୋନ୍ଦର୍ଯ୍ୟ ଆଗରେ ସମସ୍ତେ କ୍ଲିନ ବୋଲ୍ଡ ହେଇ ଯାଆନ୍ତି । କହି ଦେଉଛୁ କି ଶୃତି କମଳ ହାସନଙ୍କ ଝିଅ ଅଟନ୍ତି । କମଳ ମଧ୍ୟ ଜଣେ ଭଲ ଅଭିନେତା ରହି ସାରିଛନ୍ତି ଯାହାଙ୍କୁ ଶୃତି ଫାଲୋ କରିଥାନ୍ତି। ଆଜି ତାଙ୍କର ନାମ ଓ ଫେମ ଦୁଇଟି ଯାକ ଅଛି । ସେ ସାଉଥର ସୁପର ଷ୍ଟାର ଜଣା ଯଆନ୍ତି । ଯେଉଁ କାରଣରୁ ସେ କେତେକ ଫିଲ୍ମ କରିପାରିଛନ୍ତି । ଶୃତି ବଲିଉଡରେ ମଧ୍ୟ ନଜର ଆସିଛନ୍ତି , କିନ୍ତୁ ତାଙ୍କର ସେମିତି କିଛି ଜାଦୁ ଦେଖିବାକୁ ମିଳିନଥିଲା ।

୩. ତମନ୍ନା ଭାଟିଆ

ସାଉଥର ସବୁଠୁ ପପୁଲାର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ତମନ୍ନା ଭାଟିଆ । ତାଙ୍କର ସୁନ୍ଦରତା ଆଗରେ ବଡ ବଡ଼ ଅଭିନେତ୍ରୀ ମାନେ ଫିକା ପଡି ଯାଆନ୍ତି । ତାଙ୍କ ସୁନ୍ଦରତା ପାଇଁ କୋଟି କୋଟି ଲୋକ ଦିୱାନା , ସେ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି , କିନ୍ତୁ ବଲିଉଡରେ ତାଙ୍କର ଯାଦୁ ଚାଲି ନଥିଲା । କିନ୍ତୁ ସାଉଥରେ ସେ ବହୁତ୍ ହିଟ ଫିଲ୍ମ ଦେଇଛନ୍ତି । ଯାହାକୁ ଦେଖି ଲୋକେ ତାଙ୍କର ଦିୱାନା ହେଇଯାଆନ୍ତି । ତମନ୍ନା ବହୁତ ଭଲ ଅଭିନେତ୍ରୀ ଅଟନ୍ତି , ତମନ୍ନାଙ୍କ ଫିଲ୍ମ ତାଙ୍କ ନାମରେ ହିଁ ଅଧା ହିଟ ହୋଇଯାଏ।

୪. ସାମନ୍ଥା ରୁଥ ପ୍ରଭୁ

ସାମନ୍ଥା ରୁଥ ପ୍ରଭୁ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ଆଜ୍ଞା ହଁ , ସାମନ୍ଥା ଆଗରେ କେହି ଟିକି ପାରନ୍ତି ନାହିଁ । ତାଙ୍କର ସୁନ୍ଦରତା ବହୁତ ହିଁ କମାଲ ଅଟେ। ସାମନ୍ଥା କେତେ ଗୁଡ଼ିଏ ଫିଲ୍ମ କରି ସାରିଛନ୍ତି । ତାଙ୍କ ବିଷୟରେ କୁହାଯାଏ କି ତାଙ୍କୁ ଥରେ ଯିଏ ଦେଖେ ସେ ତାଙ୍କର ଦିୱାନା ହେଇ ଯାଏ । ସମନ୍ଥାଙ୍କ ଫିଲ୍ମ କୁ ବହୁତ ପସନ୍ଦ କରାଯାଏ, ଯେଉଁଥି ପାଇଁ ସେ ଆଜି ଟପ ହିରୋଇନ ଅଟନ୍ତି ।

୫. କାଜଲ ଅଗରୱାଲ

ସାଉଥରେ କାଜଲଙ୍କ ଚର୍ଚ୍ଚା ଅଧିକ । ନିଜର ବୋଲ୍ଡନେସ ଷ୍ଟାଇଲରେ ସେ ସମସ୍ତଙ୍କୁ ଦିୱାନା କରି ଦିଅନ୍ତି । ସୁନ୍ଦରତା ତ ତାଙ୍କ ଭିତରେ କୁଟ କୁଟ କରି ଭରି ରହିଛି । ତାଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ଅଟେ । ଦେଖିବାକୁ ସେ ବହୁତ ଗୋରା ଅଟନ୍ତି । ସେ କେତେ ଗୁଡ଼ିଏ ଫିଲ୍ମ କରିଛନ୍ତି ସେଥିରୁ ଅଧିକାଂଶ ଫିଲ୍ମ ହିଟ ମଧ୍ୟ ହୋଇଛି । କାଜଲଙ୍କ ସୁନ୍ଦରତାର ଚର୍ଚ୍ଚା ବଳିଉଡରେ ମଧ୍ୟ ବହୁତ ଅଛି । ବଡରୁ ବଡ଼ ଅଭିନେତା ତାଙ୍କ ପାଖରେ ନିଜର ମନ ହାରି ସାରିଛନ୍ତି । କାଜଲ ସୋସିଆଲ ମିଡିଆରେ ବହୁତ ଅଧିକ ଆକ୍ଟିଭ ରୁହନ୍ତି , ଯାହାଦ୍ଵାରା ସେ ତାଙ୍କ ଫ୍ୟାନଙ୍କ ସହ କନେକ୍ଟ ରୁହନ୍ତି ।

ଏମାନଙ୍କୁ ମଧ୍ୟରୁ ଆପଣଙ୍କ ଫେବ୍ରେଟ କିଏ ଆମକୁ କମେନ୍ଟ କରନ୍ତୁ, ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ