‘ୟେ ଦିଲ ଆସିକାନା’ ର ସୁନ୍ଦରୀ ହିରୋଇନ ହୋଇଯାଇଥିଲେ ଗାୟବ, ଏବେ ଦେଖାଯାଉଛନ୍ତି କିଛି ଏମିତି, ଦେଖନ୍ତୁ ତାଙ୍କ ଫୋଟୋସୁଟ

ବଲିଉଡ ରେ କାମ କରୁଥିବା ତାରକା ମାନଙ୍କର ଚମକ ସର୍ବଦା ରହି ନଥାଏ । କେହି ନିଜ ଅଭିନୟର ଜାଦୁ କୌଣସି ନା କୌଣସି ଫିଲ୍ମ ଜରିଆରେ ଦେଖାଉଛନ୍ତି ତ କେହି ଗାୟବ ହୋଇଯାଉଛନ୍ତି । ଆମେ କଥା ହେଉଛୁ 2002 ରେ ଆସିଥିବା ଫିଲ୍ମ “ୟେ ଦିଲ ଆସିକାନା” ର ଲିଡ ଆକ୍ଟ୍ରେସ ଜିବିଧା ଶର୍ମାଙ୍କ ବିଷୟରେ । ଏହି ଫିଲ୍ମ ପରେ ଜିବିଧା ଗାୟବ ହୋଇଗଲେ ଓ ଆଜି ଦେଖାଯାଉଛନ୍ତି ସଂପୂର୍ଣ୍ଣ ଅଲଗା ।

“ୟେ ଦିଲ ଆସିକାନା” ର ସୁନ୍ଦରୀ ଅଭିନେତ୍ରୀ ହୋଇଗଲେ ଗାୟବ

ଫିଲ୍ମ “ୟେ ଦିଲ ଆସିକାନା” ରୁ ଫେମସ ହୋଇଥିବା ଆକ୍ଟ୍ରେସ ଆଜି ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରରେ । 38 ବର୍ଷର ଜିବିଧା “ୟେ ଦିଲ ଆସିକାନା” ବ୍ୟତୀତ ଫିଲ୍ମ “ତାଲ” ରେ କାମ କରିଥିଲେ । ଆଜି କେହି ତାଙ୍କୁ ମନେ ରଖି ନଥିଲେ ମଧ୍ୟ ସେହି ସମୟରେ ତାଙ୍କ ପପୁଲାରିଟି ବହୁତ ବଢି ଯାଇଥିଲା ଓ ତାଙ୍କର ବହୁତ ଦିବାନା ମଧ୍ୟ ଥିଲେ ।

ଏହି ଫିଲ୍ମ ପରେ ଜିବିଧା ଅଳ୍ପ କିଛି ପ୍ରୋଜେକ୍ଟ ରେ କାମ କରିବା ପରେ ଗାୟବ ହୋଇଗଲେ । ଏହି ଫିଲ୍ମ ପରେ ଜିବିଧାଙ୍କ କ୍ୟାରିୟର ଚାଲିଲା ନାହିଁ । ସେ ଏକ ପଞ୍ଜାବୀ ପରିବବାରରେ ଜନ୍ମ ହୋଇଥିଲେ ଓ ତାଙ୍କ କ୍ୟାରିୟର ର ଆରମ୍ଭ ପଞ୍ଜାବୀ ଫିଲ୍ମ ରୁ ଆରମ୍ଭ କରିଥିଲେ କିନ୍ତୁ ପରେ ସେ ବଲିଉଡ ଓ ଟଲିଉଡ ରେ ଟ୍ରାଏ କରିଥିଲେ ।

2009 ରେ ଜିବିଧା ଫିଲ୍ମ ମିନି ପଞ୍ଜାବ ରୁ ଡେବ୍ୟୁ କରିଥିଲେ ଓ ଏହା ପରେ ସେ ‘ୟାର ଅୟାର ଅନମୂଲେ’, ‘ଦିଲ ଲେ ଗେୟି କୁଡି ପଞ୍ଜାବ ଦି’, ‘ଲାୟନ ଅଫ ପଞ୍ଜାବ’ ଓ ‘ଦିଲ ସାଡା ଲୁଟିୟା ଗୟା’ ଭଳି ଫିଲ୍ମ ରେ କାମ କରିଥିଲେ । ଜିବିଧା ପଞ୍ଜାବୀ ଫିଲ୍ମ ପରେ ଟିଭି ଆଡକୁ ମନ ବଳାଇଲେ କିନ୍ତୁ ସେଥିରେ ତାଙ୍କୁ ଖାସ ସଫଳତା ମିଳିଲା ନାହିଁ ।

ଏହା ପରେ ଟିଭି ର ଛୋଟ ଛୋଟ ସୋ ରେ ନଜର ଆସିଥିଲେ ଓ ତା ସହିତ କିଛି ବିଜ୍ଞାପନରେ ମଧ୍ୟ କାମ କରିଥିଲେ । ଜିବିଧା ଶର୍ମା ପ୍ରାୟତଃ  ଛୋଟ ଛୋଟ ସୋ ରେ ଦେଖା ଯାଆନ୍ତି କିନ୍ତୁ ସେ ଏବେ ଲାଇମ ଲାଇଟ ଠାରୁ ବହୁତ ଦୂରରେ । ସେ ବିବାହ କରି ସାରିଛନ୍ତି  ଓ ତାଙ୍କର ଦୁଇଟି ପିଲା ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।