ମଜେଦାର ଜୋକ୍ସ- ସ୍ଵାମୀ ନୂଆ କାର କିଣିଲା ଆଉ ଭାବିଲା ସ୍ତ୍ରୀକୁ ସରପ୍ରାଇଜ ଦେବି, ଘରେ ପହଞ୍ଚିଲା ପରେ ସ୍ତ୍ରୀକୁ ଜୋରରେ ଡାକି କି କହିଲା…

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧ – ଆଗରୁ ଦୋକାନରେ ଲେଖା ହେଉଥିଲା

“ଗ୍ରାହକ ଭାଗବାନ ଅଟନ୍ତି” ତ ଦେବତା ଭଳି ଫିଲିଙ୍ଗ ଆସୁଥିଲା ଓ

ଏବେ ଲେଖା ହେଉଛି

“କ୍ୟାମେରା ଆପଣଙ୍କୁ ଦେଖୁଛି”

ତ ରାଣ ଅଛି ଚୋର ଭଳି ଫିଲିଙ୍ଗ ଆସୁଛି

୨ – କର୍ମଚାରୀ – ସାର ମୋର ସ୍ତ୍ରୀ ୫-୬ ଦିନ ପାଇଁ ମୋ ସହିତ ବୁଲିବାକୁ ଇଚ୍ଛା କରୁଛି ।

ଛୁଟି ଦରକାର ।

ବସ – ନା ଦିଆଯିବ ନାହିଁ ।

କର୍ମଚାରୀ – ଥ୍ୟାଙ୍କ ୟୁ ସାର, ମୁ ଜାଣିଛି ବିପଦରେ ଆପଣ ହିଁ କାମରେ ଆସିବେ ।

୩ – ସାଙ୍ଗ – ତୁ ସବୁବେଳେ ମଦ ପିଇ କି ଘରକୁ ଯାଉ, ଭାଉଜ ତତେ କିଛି କୁହନ୍ତି ନାହିଁ ?

ପପୁ – କୁହେ ନା

ସାଙ୍ଗ – କଣ

ପପୁ – ପୋକ ପଡିବ ତୁମର ସାଙ୍ଗ ଉପରେ, ଯିଏ କି ସବୁଦିନ ତମକୁ ପିଆଇ ଦେଉଛି ….!!!!

 

୪- ପପୁ – ହିନ୍ଦୀ ଆମର ମାତୃଭାଷା ଅଟେ, ପିତୃ ଭାଷା କଣ ପାଇଁ ନୁହେଁ ?

ଗପୁ – ତମେ ହିଁ କୁହ !

ପପୁ – କାହିଁକି ନା ମା ବାପାକୁ କେବେ ହେଲେ କହିବାକୁ ଦେଇ ନାହାନ୍ତି !!!

୫ – ବସ – କଣ ଆପଣଙ୍କୁ ବ୍ରିଟିଶ ଭାଷା ଆସେ ?

ପପୁ – ହଁ ସାର ..

ବସ – କିଛି କହି କି ଦେଖାଅ !

ପପୁ – ଡୁଗନା ଲାଗାନ ଡେନା ପଡ଼େଗା ବୁବୁନ..

ବସ ବେହୋସ ..

୬ – ସ୍ଵାମୀ ନୂଆ କାର କିଣିଲା ଆଉ ଭାବିଲା ସ୍ତ୍ରୀକୁ ସରପ୍ରାଇଜ ଦେବି ।

ଘରେ ପହଞ୍ଚିଲା ପରେ ସ୍ତ୍ରୀକୁ ଜୋରରେ ଡାକି କି କହିଲା ..


ଡାର୍ଲିଙ୍ଗ, ତୁମର ଏତେ ବର୍ଷର ସ୍ଵପ୍ନ ଏବେ ପୂରଣ ହେଲା ।

ସ୍ତ୍ରୀ ରୋଷେଇ ଘରୁ ଦୌଡି ଆସିଲା ଆଉ ଜୋର ରେ କହିଲା –
ହାୟ .. ହାୟ

ଶାଶୂ ମା କଣ ହେଇଗଲା, ସକାଳେ ଠିକ ଠାକ ଥିଲେ ..!!!!

୭ – ଯାହାକୁ ଆମେ ଖୋଜୁ

ସେ ହିଁ ଆମକୁ ଖୋଜନ୍ତୁ ..

ସ୍ତ୍ରୀ ହେଉକି ନେତା ହଉ

ଦୁଇଜଣଙ୍କର କଥା ଶୁଣିବାକୁ ପଡିବ ..!!!!

୮ – ସମ୍ପର୍କୀୟ – ଆଉ ପୁଅ ପାଠ ପଢା କେମିତି ଚାଲିଛି ତମର ?

ପପୁ – ଅଙ୍କଲ, ସେ ତ ଚାଲୁ ଚାଲୁ ବହୁତ ଦୂରକୁ ପଲେଇଗଲା ମୋ ଠାରୁ..!!!!

୯ – ଗୋଟେ ଝିଅ ଅଣ୍ଡର ୱିୟର ଦୋକାନକୁ ଗଲା

ଦୋକାନୀ ତାକୁ ୫୦୦ ଟଙ୍କାର ଅଣ୍ଡର ୱିୟର ଦେଖେଇଲା


ଝିଅ କହିଲା – ଭାଇ ସବୁବେଳେ ପିନ୍ଧିଲା ବାଲା ଦେଖାଅ

ପାର୍ଟି ୱିୟର ଦରକାର ନାହିଁ

୧୦ – ପପୁ (ଚିଣ୍ଟୁ )- ଏହି ଏଲ ଆଇ ସି ବଡ ଅଜବ ପ୍ରକାରର ଲୋକ ଅଟନ୍ତି ।


ଚିଣ୍ଟୁ– କେମିତି ?

ପପୁ କହିଲା – କମିନା ଅନ୍ୟ ଜଣଙ୍କ ସ୍ତ୍ରୀ ପାଖରେ ବସି କି ତାଙ୍କୁ ତାଙ୍କ ସ୍ଵାମୀ ମରିବା ପରେ କଣ ଫାଇଦା ହବ ବୁଝାନ୍ତି ..!!!!

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।