ଏହି ଗଛର ଚେରକୁ ଘରେ ରଖିବା ମାତ୍ରେ ହିଁ ଭିକାରି ବି ହେଇଯାଏ କୋଟିପତି

ବର୍ତ୍ତମାନ ସମୟରେ ସମସ୍ତେ ଟଙ୍କାର ସମସ୍ୟା ମଧ୍ୟରେ ଘେରି ରହିଛନ୍ତି । କହିବାକୁ ଗଲେ କେତେ ଥର ଏମିତି ହୋଇଥାଏ କି ଘରେ ଟଙ୍କା ଆସିଥାଏ କିନ୍ତୁ ତାହା ଅଯଥା କାମରେ ଖର୍ଚ ହୋଇଯାଏ । ଏହି କାରଣରୁ ସବୁବେଳେ ଅଭାବ ଦେଖାଯାଏ । ସବୁବେଳେ ଟଙ୍କାର ଅଭାବ ରହିବା କାରଣରୁ ଆମର ସମସ୍ତ ଇଚ୍ଛା ବି ଅଧୁରା ରହିଯାଏ । କହିବାକୁ ଗଲେ ଅଧିକାଂଶ ବ୍ୟକ୍ତି ଧନ ସମସ୍ୟା କାରଣରୁ ସବୁବେଳେ ଚିନ୍ତିତ ବି ରହିଥାନ୍ତି ।

କହିବାକୁ ଗଲେ କିଛି ବ୍ୟକ୍ତି ଭଲ ଟଙ୍କା ଆୟ ତ କରିଥାନ୍ତି କିନ୍ତୁ ସେମାନେ ଉନ୍ନତି କରି ପାରନ୍ତି ନାହିଁ । ଯେତେ ବି ଆପଣ ଟଙ୍କା ଆୟ କରନ୍ତି ତାହା କୌଣସି ନା କୌଣସି କାରଣରୁ ଖର୍ଚ ହୋଇଯାଏ । ଏହା ଛଡା ବେଳେ ବେଳେ ବ୍ୟପାର ବାଣିଜ୍ୟରେ ବି ଖରାପ ପରିସ୍ଥିତି ଦେଖିବାକୁ ମିଳିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ କୁହାଯାଇଥିବା ଏକ ଏମିତି ଚମତ୍କାରିତା ଗଛର ଚେର ବିଷୟରେ କହିବୁ ଯାହାକୁ ଘରେ ରଖିବା ମାତ୍ରେ ହିଁ ଭିକାରି ବି ରାଜା ହୋଇଯିବ । ଏହି ଗଛର ଚେର ବିଷୟରେ କୁହାଯାଏ କି ଯେଉଁ ବ୍ୟକ୍ତି ଏହି ଗଛର ଚେରକୁ ପୂର୍ଣ ବିଶ୍ଵାସ ଓ ଶ୍ରଦ୍ଧାର ସହିତ ନିଜ ଘରେ ରଖିଥାଏ ତେବେ ତାହାର ଜୀବନରେ କେବେ ବି ଧନର ସମସ୍ୟା ଆସେ ନାହିଁ । ଏହା ସହିତ ଘରେ ଲକ୍ଷ୍ମୀ ବାସ କରିଥାନ୍ତି । ଆମେ କଥାବାର୍ତ୍ତା କରୁଛୁ କଦଳୀ ଗଛର ମୂଳ ଅର୍ଥାତ ଚେର ବିଷୟରେ ।

କଦଳୀ ଗଛର ଚେର ଏତେ ଦୁର୍ଲଭ ହୋଇଥାଏ କି ଯଦି ଆପଣ ଏହାକୁ ନିଜ ପାଖରେ ରଖୁଛନ୍ତି ତେବେ ବହୁତ ହିଁ ଅଧିକ ଲାଭ ଆପଣଙ୍କୁ ମିଳିବାକୁ ଲାଗିବ । ଧନ ପ୍ରାପ୍ତି ପାଇଁ ନୂତନ ମାର୍ଗ ବି ମିଳିଯାଏ । ଏହା ସହିତ ଜୀବନରେ ସୁଖ ସମୃଦ୍ଧି ବି ଆସିଥାଏ । ଆପଣଙ୍କୁ କହିଦେଉଛୁ କି ଏହି ଉପାୟକୁ ଆପଣ ଗୁରୁବାର ଦିନ ହିଁ କରିବେ । ସର୍ବେ ପ୍ରଥମେ ଆପଣ ଗୁରୁବାର ଦିନ ସ୍ନାନ କରି ସାରିବା ପରେ ହଳଦିଆ ବସ୍ତ୍ର ପରିଧାନ କରି ନିଅନ୍ତୁ ।

ଯଦି ଆପଣଙ୍କ ପାଖରେ ହଳଦିଆ କପଡା ନାହିଁ ତେବେ ଆପଣ ଯେ କୌଣସି ବସ୍ତ୍ର ପରିଧାନ କରି ନିଜ ପାଖରେ ଏକ ହଳଦିଆ ରଙ୍ଗର ରୁମାଲ ବ୍ୟବହାର କରି ପାରିବେ । ପ୍ରଥମେ ଆପଣ ନିଜ ମୁଣ୍ଡ କିମ୍ବା କାନ୍ଧ ଉପରେ ହଳଦିଆ ରୁମାଲ ରଖି ଏକ କଦଳୀ ଗଛ ପାଖକୁ ଯାଆନ୍ତୁ । ଏହି କଥାର ବିଶେଷ ଧାନ ରଖିବେ କି ଆପଣ ଯେତେବେଳ ଏହି ଉପାୟକୁ କରୁଥିବେ ତେବେ ସେହି ସମୟରେ ନା ହିଁ କେହି ଆପଣଙ୍କୁ ଦେଖିବେ ଓ ନା ହିଁ ଆପଣଙ୍କୁ କେହି କିଛି କହିବେ ।

ଆପଣ ଏହି ଉପାୟକୁ ଚୁପଚାପ କରିବେ । ଯଦି କାହା ଘରେ କଦଳୀ ଗଛ ଅଛି ତେବେ ସେହି ଘରର ସଦସ୍ୟମାନଙ୍କୁ ପୂର୍ବରୁ ହିଁ ଆପଣ ନିଜର ଏହି ଉପାୟ ବିଷୟରେ କହି ଦିଅନ୍ତୁ । ଯାହା ଦ୍ଵାରା ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି କିଛି କହିବେ ନାହିଁ । ସେହି କଦଳୀ ଗଛ ପାଖକୁ ଯାଇ ଗଛର ଚେରକୁ ନିଅନ୍ତୁ ଓ ଏହା ପରେ ଏହି ଗଛର ଚେରକୁ ଆଣି ନିଜ ପାଖରେ ରଖନ୍ତୁ ।

ଏହା ପରେ ସେହି ଚେରକୁ ଗଙ୍ଗା ପାଣିରେ ଧୋଇ ହଳଦିଆ ସୂତା ଦ୍ଵାରା ବାନ୍ଧି ତାକୁ ନିଜର ତିଜୋରି କିମ୍ବା ପର୍ସରେ ରଖି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ସାମ୍ନାରେ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ । ଏହା ସହିତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଉନ୍ନତି ବି ଆସିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।