tv ସିରିଏଲ ସାଥ ନିଭାନା ସାଥୀଆଁ ଅଭନେତ୍ରୀ ମାନଙ୍କ ରିଅଲ ଲାଇଫ ପାର୍ଟନରଙ୍କୁ ଆଗରୁ କେବେ ଦେଖି ନଥିବେ

ଆପଣ ମାନେ ଟିଭି ସିରିଏଲ ସାଥ ନିଭାନା ସାଥୀୟା ନିଶ୍ଚୟ ଦେଖିଥିବେ । ଏହି ସିରିଏଲକୁ ସମସ୍ତେ ପସନ୍ଦ କରିଥିଲେ । ଏହି ସିରିଏଲ ସେହି ସମୟରେ ଘରେ ଘରେ ଲୋକପ୍ରିୟ ଥିଲା । ଏହା ସହିତ ଏହାର କଳାକାର ମାନେ ବି ବହୁତ ଲୋକପ୍ରିୟ ହୋଇ ଯାଇଥିଲେ । କିନ୍ତୁ ଆଜି ଏହି ସିରିଏଲ ବନ୍ଦ ହେବାର ବହୁତ ସମୟ ହୋଇ ଯାଇଥିଲେ ବି ଆଜି ବି ଲୋକମାନେ ସେମାନଙ୍କୁ ମନେ ରଖିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସିରିଏଲ ର ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ପତି ମାନଙ୍କ ବିଷୟରେ କହିବୁ । ପ୍ରଥମେ ଆସନ୍ତୁ ଜାଣିବା ବନ୍ଦନା ବିଠଲାନିଙ୍କ ପିତିଙ୍କ ବିଷୟରେ ।

ବନ୍ଦନା ବିଠଲାନି:

ବନ୍ଦନା ବିଠଲାନି ସାଥ ନିଭାନା ସାଥୀୟା ସିରିଏଲରେ ଉର୍ମିଳା ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ ଏବେ ୪୦ ବର୍ଷ ହୋଇସାରିଛି । ତାଙ୍କ ସ୍ଵାମୀଙ୍କ ନାଁ ବିପୁଳ ବିଠଲାନି ଅଟେ । ସେ ଜଣେ ବହୁତ ଭଲ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି ।

ରୂପଲ ପଟେଲ:

ରୂପଲ ପଟେଲ ସାଥ ନିଭାନା ସାଥୀୟା ସିରିଏଲରେ କୋକିଲା ବେହେନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ ଏହି ଚରିତ୍ରରେ ଲୋକାମନେ ଖୁବ ଭଲ ପାଇବା ଦେଇଥିଲେ । ତାଙ୍କର ପତିଙ୍କ ନାମ ରାଧାକୃଷ୍ଣ ଦତ୍ତ ଅଟେ । ସେ ଜଣେ ଅଭୂତ ବଡ଼ ବିଜିନେସ ମ୍ୟାନ ଅଟନ୍ତି । ସେ ଏବେ ତାଙ୍କ ରିଅଲ ଲାଇଫ ରେ ବହୁତ ଖୁସିରେ ଅଛନ୍ତି ।

ରୁଚା ହାଜବନିସ:

ରୁଚା ହାଜବନିସ ଏହି ସିରିଏଲରେ ରାଶିର ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ମଧ୍ୟ ଏହି ସିରିଲେ ରେ ଖୁବ ପ୍ରଶଂସା ଯୋଗ୍ୟ ଥିଲା । ସେ ଘରେ ଘରେ ରାଶିଙ୍କ ନାମରେ ଫେମସ ହୋଇଥିଲେ । ଏବେ ସେ ବହୁତ ବଦଳି ଯାଇଛନ୍ତି । ସେ ଏବେ ବିବାହ କରି ନେଇଛନ୍ତି । ତାଙ୍କ ସ୍ଵାମୀଙ୍କ ନାମ ରାହୁଲ ଯେଗବଲ ଅଟେ । ସେ ୨୦୧୫ ମସିହାରେ ବିବାହ କରିଥିଲେ ।

ଫିରୋଜା ଖାଁନ:

ଫିରୋଜା ଖାଁନ ସାଥ ନିଭାନା ସାଥୀଆଁ ସିରିଏଲରେ କିଂଜଲ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ସ୍ବାମୀଙ୍କ ନାମ ସାକିଲ ଚୌଧୁରୀ ଅଟେ । ସେ ମଧ୍ୟ ଏହି ସିରିଏଲ ରେ ବହୁତ ଭଲ ଅଭିନୟ କରି ଲୋକଙ୍କ ମନ କିଣିଥିଲେ ।

ଦେବୋଲୀନା ଭଟ୍ଟାଚାର୍ୟ:

ଦେବୋଲୀନା ଭଟ୍ଟାଚାର୍ୟ ସାଥ ନିଭାନା ସାଥୀୟା ସିରିଏଲରେ ଗୋପୀ ଭୂମିକାରେ ଅଭିନୟ କରିଥିଲେ । ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଖବର ଅନୁସାରେ , ସାଥ ନିଭାନା ସାଥୀୟା ସିରିଏଲରେ ଜିଗର ଭୂମିକାରେ ଅଭିନୟ କରୁଥିବା ଵିଶାଲ ସିଂହ ଓ ଦେବୋଲୀନା ଭଟ୍ଟାଚାର୍ୟ ଉଭୟେ ଉଭୟଙ୍କୁ ଡେଟ କରୁଛନ୍ତି ।

ସେମାନେ ଏକାକୀ ବହୁତ ଜାଗାରେ ଦେଖାଯାଉଛନ୍ତି । ସେମାନେ ଭବିଷ୍ୟତରେ ଉଭୟେ ବିବାହ କରିବାକୁ ଯାଉଛନ୍ତି । ସେମାନେ ଉଭୟେ ବହୁତ ଭଲ ନାମକରା ଆକ୍ଟର ଅଟନ୍ତି । ସେମାନଙ୍କର ଏକାକୀ ବୁଲୁଥିବାର ଫୋଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।