ବଲିଉଡ ପରେ ଏବେ କ୍ରିକେଟ ଦୁନିଆରେ ଶୋକର ଛାୟା, ବୋମା ବିସ୍ଫୋରଣରେ ଚାଲିଗଲା ଏହି କ୍ରିକେଟର ICC ଅମ୍ଫାୟାରଙ୍କ ଜୀବନ..

ଆପଣ ମାନେ ତ ଜାଣନ୍ତି ଏହି ୨୦୨୦ ବର୍ଷ ଟି କାହା ପାଇଁ ମଧ୍ୟ ଭଲ ଯାଇ ନାହିଁ । ଲଗାତାର ଭାବରେ ବଲିଉଡ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖ ଖବର ଆସୁଛି କିନ୍ତୁ ଏବେ କ୍ରିକେଟ ଦୁନିଆରୁ ଏକ ଦୁଃଖ ଖବର ଆସି ପହଞ୍ଚିଛି । ଏକା ସମଗ୍ର କ୍ରିକେଟ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଉଛି । ତେବେ ଚାଲନ୍ତୁ ଜାଣିବା ସଂପୂର୍ଣ୍ଣ ଖବରତି କଣ ?

ଆଫଗାନିସ୍ଥାନ ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଅମ୍ପ୍ଯାରିଙ୍ଗ କରୁଥିବା ଅମ୍ପେୟାର ବିସ୍ମିଲ୍ଲାହ ଜାଣ ଶିନବାରି ଙ୍କର ଏକ ବିସ୍ପୋଟ ରେ ମୃତ୍ୟୁ ହୋଇ ଯାଇଛି । ଆଫଗାନିସ୍ଥାନ ର ନଙ୍ଗରହାର କ୍ଷେତ୍ରରେ ଶନିବାର ଦିନ ଏକ ସଡକ କଦରେ ବମ ବିସ୍ପୋଟ ହୋଇଥିଲା । ୩୬ ବର୍ଷୀୟ ଶିନବାରି ମଧ୍ୟ ଗମ୍ଭୀର ରୂପରେ ଆହତ ହୋଇଗଲେ ଓ ତାଙ୍କର ମୃତ୍ୟୁ ହୋଇଗଲା ।

ଶିନବାରି ଅନେକ ଅନ୍ତରାଷ୍ଟ୍ରୀୟ ମ୍ଯାଚ ରେ ଅମ୍ପ୍ଯାରିଙ୍ଗ କରିଛନ୍ତି । ଆଫଗାନିସ୍ଥାନ ର ମିଡିଆ ରିପୋର୍ଟ ଅନୁସାରେ ନଙ୍ଗରହାର ରେ ବସ ବିସ୍ପୋଟ ରେ କମ ସେ କମ ୧୫ ଜଣ ଙ୍କର ମୃତ୍ୟୁ ହୋଇଛି ଓ ୩୦ ଜଣ ଗଭୀର ରୂପେ ଓ ଅନ୍ୟମାନେ ମାମୁଲି ରୂପରେ ଆହତ ହୋଇଛନ୍ତି ।

ଗନମେନ ଶନିବାର ଦିନ ମଧ୍ୟାହାନ ରେ ରାଜ୍ୟପାଳଙ୍କ ଘରେ ଭଙ୍ଗା ରୁଜା କରିବାର ଚେଷ୍ଟା କରିଥିଲେ, ଯେତେବେଳେ ନଙ୍ଗରହାର ର ପୂର୍ବ ଭାଗରେ ଗାନୀଖିଲ ଜିଲ୍ଲାରେ ଗଭର୍ନର ଙ୍କ ପରିବାର ପାଖରେ ଏକ ବମ ବିସ୍ପୋଟ ହୋଇଥିଲା । ନଙ୍ଗରହାର ର ରାଜ୍ୟପାଳ ର ପ୍ରବକ୍ତା କହିଲେ କି କିଛି ବନ୍ଧୁକଧାରୀ ରାଜ୍ୟପାଳଙ୍କ ଘରେ ଭଙ୍ଗା ରୁଜା କରିବାକୁ ଚାହୁଁଥିଲେ । ଯାହାଙ୍କୁ ସୁରକ୍ଷା ବଳ ମାରି ଦେଇଥିଲେ ।

ଅଚାନକ ତାଙ୍କର ଏପରି ଭାବେ ଦେହାନ୍ତ ହେବାରୁ ଆଫଗାନିଷ୍ଠାନରେ ଶୋକର ଲହରୀ ଖେଳି ଯାଇଛି । ତାଙ୍କ କ୍ଯାରିଆର କଥା କହିଲେ ଆଇସିସି ଅମ୍ପେୟାର ଶିନୱାରୀ 2018 ମସିହା ଫେବୃଆରୀ ମାସ 5 ତାରିଖରେ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଟି-20 ମ୍ୟାଚ୍‌ରେ ଅମ୍ପାୟାରିଂ କରି ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ଏହା ସହିତ ସେ 2018 ମସିହା ଫେବୃଆରି 11 ତାରିଖରେ ଆଫଗାନିସ୍ତାନ ଏବଂ ଜିମ୍ବାୱେ ବିପକ୍ଷରେ ଦିନିକିଆ ମ୍ଯାଚରେ ଡେବ୍ୟୁ କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।