ପର୍ନୋଗ୍ରାଫି ରାକେଟର ଖୋଲୁଛି ଗୁମର, ସାମ୍ନାକୁ ଆସିଲା ଏହି ସବୁ ସାଂଘାତିକ ତଥ୍ୟ, ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ

ବନ୍ଧୁଗଣ, Bollywood ଅଭିନେତ୍ରୀ “ଶିଳ୍ପା ସେଠୀ” ଙ୍କ ସ୍ଵାମୀ “ରାଜ କୁନ୍ଦ୍ରା” ଙ୍କ କଳାକାରନାମା ବର୍ତ୍ତମାନ ଲୋକଲୋଚନ କୁ ଆସିଯାଇଛି । Bollywood ର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଭାବରେ “ଶିଳ୍ପା ସେଠୀ” ପରିଗଣିତ ।

ସେ ନିଜର ଅଭିନୟ ଦ୍ଵାରା ସମସ୍ତ ଦର୍ଶକ ଙ୍କ ହୃଦୟରେ ଘର କରି ବସିଛନ୍ତି । ବର୍ତ୍ତମାନ କରୋନା କାଳରେ ସମସ୍ତ କାମ ବନ୍ଧ ଥିବାବେଳେ ବର୍ତ୍ତମାନ ମଧ୍ୟ ଶିଳ୍ପା କୌଣସି ନା କୌଣସି କାର୍ଯ୍ୟ ଦ୍ଵାରା ସୋ-ସି-ଆ-ଲ ମି-ଡି-ଆ ରେ ଆକ୍ଟିଭ ଥାନ୍ତି । ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ଯେ, ଅଭିନେତ୍ରୀ “ଶିଳ୍ପା ସେଠୀ” ୨୦୦୯ ରେ ପ୍ରକ୍ଷାତ ବ୍ୟବସାୟୀ “ରାଜ କୁନ୍ଦ୍ରା” ଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୨ ମସିହାରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।

ଗତବର୍ଷ ଶିଳ୍ପା ଏବଂ ରାଜ ପୁନର୍ବାର ଏକ କନ୍ୟା ସନ୍ତାନ ର ମାତା ପିତା ହୋଇଛନ୍ତି । ୨୦୧୩ ମସିହାରେ ଦିଲ୍ଲୀ ପୋଲିସ ରାଜ କୁନ୍ଦ୍ରା ଙ୍କୁ କ୍ରିକେଟ ବେଟିଙ୍ଗ ତଥା ଫିକ୍ସିଙ୍ଗ ସ୍କାଣ୍ଡେଲ ରେ ଜେରା କରିଥିଲା । ମାତ୍ର ବର୍ତ୍ତମାନ ଆଉ ଏକ ବଡ ଖୁଲାସା ବହୁତ ଧୃତ ଗତିରେ ବ୍ୟାପିବାରେ ଲାଗିଅଛି । ପନୋର୍ଗ୍ରାଫି ଫିଲ୍ମ ରାକେଟ ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ସ୍ଵାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଙ୍କୁ ଗିରଫ କରିଅଛି ମୁମ୍ବାଇ ପୋଲିସ ।

ସୂଚନା ଅନୁଯାୟୀ ୨୦୨୧ ଫେବୃୟାରି ରେ ପନୋର୍ଗ୍ରାଫି ରାକେଟ ନେଇ ରୁଜୁ ହୋଇଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି “ରାଜ କୁନ୍ଦ୍ରା” । ବର୍ତ୍ତମାନ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ନିକଟରେ ତାଙ୍କ ବିରୋଧରେ ଯଥେଷ୍ଠ ପ୍ରମାଣ ଥିବାରୁ ଆଗକୁ ରାଜ ଙ୍କ ପାଇଁ ସମସ୍ୟା ବଢିପାରେ । ଅଭିଯୋଗ ଅନୁଯାୟୀ ପନୋର୍ଗ୍ରାଫି ଫିଲ୍ମ ନିମନ୍ତେ UK ରେ କମ୍ପାନୀ ଏବଂ ଆପ ତିଆରି କରାଯାଇଥିଲା ।

ମୁମ୍ବାଇ ରେ ଅଶ୍ଳୀଳ ବ୍ଲୁ ଫିଲ୍ମ ନିର୍ମାଣ କରି V ଟ୍ରାନ୍ସଫର ଜରିଆରେ UK ର କମ୍ପାନୀ ସର୍ଭର ରେ ଅ-ପ-ଲୋ-ଡ କରାଯାଉଥିଲା । ସୂଚନା ଯୋଗ୍ୟ ଯେ ଏହି ରାକେଟ କୁ ଶିଳ୍ପା ସେଠୀ ର ସ୍ଵାମୀ ଫାଇନାନ୍ସ କରୁଥିଲେ । ତେବେ ଏହି ମାମଲାରେ ଜଡିତ ମୋଟ ୯ ଜଣଙ୍କୁ ଗିରଫ କରିଅଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ଆମ ସମାଜରେ ନାନା ପ୍ରକାରର ଅପରାଧ ମାନ ବଢି ଚାଲିଛି ମାତ୍ର ବଲିଉଡ ଇଣ୍ଡଷ୍ଟ୍ରୀ, ଯେଉଁଥିରୁ ଆମକୁ ସଚେତନ ତଥା ସାବଧାନତା ସହିତ ବାତ ଚାଲିବା କୁ ଉଦାହରଣ ଦେଇ ନାନା ପ୍ରକାରର କାର୍ଯ୍ୟକ୍ରମ ଟିଭି ପରଦାରେ ଦର୍ଶାଇ ଦିଆ ଯାଉଅଛି ।

ସେଠାରେ ପୁଣି ଗୋଟିଏ ପରେ ଗୋଟେ ଅନେଇତିକ କାର୍ଯ୍ୟ ଘର କରି ଆସୁଅଛି । ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ସୋସିଆଲ ୱାର୍କର ମଧ୍ୟ ଅଛନ୍ତି ମାତ୍ର ପିଠି ପଛପଟେ ତାଙ୍କ ପରିବାର ଲୋକେ ଏଭଳି କାଣ୍ଡ ଭିଆଇ ଚାଲିଛନ୍ତି । ଯାହା ସମାଜ ପାଇଁ ଏକ ଲଜ୍ୟାଜନକ ବିଷୟ ପାଲଟି ଯାଇଛି । ବନ୍ଧୁଗଣ ଏହି ଅପରାଧିକ କାର୍ଯ୍ୟ କଳାପ ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।