୪ ବର୍ଷ ପରେ ଏବେ ଏମିତି ଦେଖାଯାଉଛି ବଜରଙ୍ଗୀ ଭାଇଜାନର ଛୋଟ ମୁନ୍ନୀ, ହେଇ ଯାଇଛି କାଫି ବଡ ଓ ସୁନ୍ଦର

ବଲୀଉଡରେ ଚାଇଲ୍ଡ ଏକ୍ଟର୍ସଙ୍କର ବୋଲବାଲା ସବୁବେଳେ ରହିଛି ଓ ଏମିତି ବି କେତେକ କଳାକାର ଅଛନ୍ତି ଯେଉଁମାନେ ବଡ ହୋଇ ନିଜର ଖାସ ପରିଚୟ ବି କରିଛନ୍ତି । ପିଲାବେଳର ଅଭିନୟରୁ ଜଣା ପଡିଯାଏ କି ଏହି କଳାକାରମାନେ କେତେ ଦୂର ପର୍ଯ୍ୟନ୍ତ ଯାଇ ପାରିବେ । କିଛି ଏମିତି ହିଁ ଲାଗିଥିଲା ଫିଲ୍ନ ବଜରଙ୍ଗୀ ଭାଇଜାନରରେ ମୁନ୍ନୀର ଅଭିନୟ କରିଥିବା ଅଭିନେତ୍ରୀ ହର୍ଷାଲୀ ମଲ୍ହୋତ୍ରା । ଯିଏକି ଫିଲ୍ମରେ ବହୁତ ଭଲ ଅଭିନୟ କରିଥିଲେ । କିନ୍ତୁ ୪ ବର୍ଷ ପରେ ସେ କିଛି ଏମିତି ଦେଖା ଯାଉଛନ୍ତି ।

୪ ବର୍ଷ ପରେ ଏମିତି ଦେଖା ଯାଉଛନ୍ତି ବଜରଙ୍ଗୀ ଭାଇଜାନଙ୍କର ଛୋଟ ମୁନ୍ନୀ

୨୦୧୫ରେ ଆସିଥିବା ସଲମାନ ଖାନ ଓ କରୀନା କପୁରଙ୍କର ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଈଜାନ ଭାରତ ଓ ପାକିସ୍ତାନ ସହିତ ଦୁନିଆରେ ସମସ୍ତ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଫିଲ୍ମଟି ମୁଖ୍ୟ ରୂପରେ ଏକ ୮ ବର୍ଷର ପିଲା ମୁନ୍ନୀ ଉପରେ ଆଧାରିତ ହୋଇଥିଲା ଓ ତାଙ୍କ ସହିତ ବଜରଙ୍ଗୀ ମାନେ ସଲମାନ ଖାନ ବି ଥିଲେ । କହିବାକୁ ଗଲେ ମୁନ୍ନୀର ଅଭିନୟ କରିଥିବା ହର୍ଷାଲୀ ବର୍ତ୍ତମାନ ୧୧ ବର୍ଷର ହୋଇ ଯାଇଛନ୍ତି ।

ଯେମିତ ଯେମିତି ସେ ବଡ ହେଉଛନ୍ତି ସେମିତି ସେମିତି ତାଙ୍କର ସୁନ୍ଦରତା ବି ବଢୁଛି । ବର୍ତ୍ତମାନ ହର୍ଷାଲୀ ନିଜର ଆସନ୍ତା ଫିଲ୍ମର ପ୍ରସ୍ତୁତି କରୁଛନ୍ତି । ହର୍ଷାଲୀ କେତେକ ଇଭେନ୍ତ୍ସରେ ବି ନଜର ଆସିଛନ୍ତି ଓ ବହୁତ ବଡ ବଡ ସେଲିବ୍ରିଟୀଜମାନେ ବି ହର୍ଷାଲୀଙ୍କର ଅଭିନୟର ପ୍ରଶଂସା ବି କରିଛନ୍ତି ।

ଫିଲ୍ମରେ ସିଧା ସାଧା ମୁନ୍ନୀର ଅଭିନୟ କରୁଥିବା ହର୍ଷାଲୀ ଅସଲ ଜୀବନରେ ବହୁତ କଥାବାର୍ତ୍ତା କରନ୍ତି । ହର୍ଷାଲୀ ବର୍ତ୍ତମାନ ପଢୁଛନ୍ତି ଓ ନିଜର ଶିକ୍ଷା ପୁରା କରିବା ପରେ ସେ ବଲୀଉଡରେ କାମ କରିବେ । ସମସ୍ତ ଫିଲ୍ମ ମେକର୍ସ ତାଙ୍କର ଏଡଲ୍ଟ ହେବାର ପ୍ରସ୍ତୁତି କରୁଛନ୍ତି । କାରଣ ଅଭିନେତ୍ରୀ ରୂପରେ ହର୍ଷାଲୀଙ୍କର ଅନ୍ଦାଜ ବହୁତ ଭିନ୍ନ ହେବାର ଅଛି ।

ଫିଲ୍ମ ବଜରଙ୍ଗୀ ଭାଇଜାନ ହିଟ ହେବା ପରେ କେତେକ ଲୋକମାନେ ତାଙ୍କର ଟ୍ୱିଟର, ଫେସବୁକ ଓ ଅନ୍ୟ ସୋସିୟାଲ ମିଡିୟା ପ୍ଲେଟଫର୍ମରେ ବିଭିନ୍ନ ମିଛ ଆକାଉଣ୍ଟ କରିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ ଯେ ହର୍ଷାଲୀର କୌଣସି ବି ଅଫୀଶିୟଲ ଆକାଉଣ୍ଟ ନାହିଁ । ହର୍ଷାଲୀ କୃତି ସେନନଙ୍କ ସହିତ ଏକ ବିଜ୍ଞାପନ ବି କରିଛନ୍ତି ଓ ସେଠୁ ହିଁ ତାଙ୍କର ଅଭିନୟ କ୍ଯାରିୟର ଆରମ୍ଭ ହୋଇଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।