2021 ରେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି Bollywood ଓ South ଇଣ୍ଡଷ୍ଟ୍ରି ର ଏହି 5 ଟି ଫେମସ ଯୋଡି

ବଲିଉଡ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅଭିନେତା ମାନେ ଆଜିକା ଦିନରେ ନିଜ ଅଭିନୟ ପାଇଁ ଯେତିକି ଆଗରେ ଅଛନ୍ତି ଠିକ ସେତିକି ଅଭିନେତ୍ରୀ ମାନେ ମଧ୍ୟ ସେତିକି ଆଗରେ ଅଛନ୍ତି । ୨୦୨୦ରେ ବଲିଉଡର ଅନେକ କଳାକାର ମାନେ ପ୍ରେମ କରୁଥିବା କଳାକାର ମାନେ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ୨୦୨୧ରେ କିଛି କଳାକାର ମାନେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସେହି ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ।

୧- ଆଲିଆ ଭଟ୍ଟ ଓ ରନବୀର କପୁର : ବଲିଉଡ ଜଗତରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରନବୀର କପୁର ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନଜରରେ ଖୁବ ଚର୍ଚ୍ଚାରେ ଅଛନ୍ତି । ଦୁହେଁ ପରସ୍ପରକୁ ବହୁତ ଦିନ ହେଲା ଡେଟ କରୁଛନ୍ତି । ଖୁବ ଜଲ୍ଦି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ନିଷ୍ପତି ନେଇଛନ୍ତି ।

୨- ଶୃତି ହାସନ ଓ ମାଇକେଲ କୋହେସେଲ : କମଲ ହସେନଙ୍କ ଝିଅ ଅଭିନେତ୍ରୀ ସୃତି ହସେନ ନିଜ ପ୍ରେମିକ ମାଇକେଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଲାଇଫ ସ୍ଟେଜ ପର୍ଫୋମାନ୍ସରେ ଗତ ଦୁଇ ବର୍ଷ ତଳେ ପରସ୍ପରକୁ ଭେଟ ହୋଇଥିଲେ । ଦୁହିଙ୍କର ରିଲେସନ ଖୁବ ଚର୍ଚ୍ଚାରେ ରହି ଆସିଛି । ୨୦୨୧ ଫେବୃଆରୀରେ ଦୁହେଁ ସବୁ ଦିନ ପାଇଁ ଏକ ହେବାକୁ ଯାଉଛନ୍ତି ।

୩-  ଟାଇଗର ସ୍ରଫ ଓ ଦିଶା ପଟାନି : ବଲିଉଡର ଅଭିନେତା ଟାଇଗର ସଫ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଗତ ୪ ବର୍ଷ ହେଲା ରିଲେସନରେ ରହି ଖୁବ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ଟାଇଗର ସଫ ୨୦୨୧ରେ ନିଜ ହମସଫର ଭାବେ ଦିଶା ପଟାନୀଙ୍କୁ ବିବାହ କରିବାକୁ ଯାଉଛନ୍ତି ।

୪- ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା : ଅଭିନେତା ବିଜୟଙ୍କ ସହ ରଶ୍ମିକା ମନ୍ଦନାଙ୍କ ରୋଲେସନ ଖୁବ ଚର୍ଚ୍ଚାରେ ରହିଛି । ଅନେକ ଫିଲ୍ମରେ ଅଭିନୟ କରି ଦୁହେ ଖୁବ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

୫- ଆଦିତ୍ଯ ରଏ କପୁର ଓ କିଆରା ଆଡଭାନୀ : ବଲିଉଡର ଅଭିନେତା ଆଦିତ୍ୟ ରଏ କପୁର ଓ ଅଭିନେତ୍ରୀ କ୍ୟାରା ଆଡଭାନୀ ନିଜର ସୁନ୍ଦର ଅଭିନୟରେ ଅନେକ ଫିଲମରେ ପରସ୍ପର ସହ କାମ କରି ସାରିଛନ୍ତି । ଦୁହେଁ ପରସ୍ପର ରିଲେଶନକୁ ନେଇ ଯେପରି ଲାଇମଲାଇଟରେ ରହିଛନ୍ତି ତାହା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଆଗେଇ ଚାଲିଛି ।ଦୁହେଁ ପରସ୍ପରକୁ ଭଲ ପାଇବା ସହ ଖୁବ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।